ଜଣେ ମହିଳାଙ୍କ ଜୀବନରେ ଗୋଟିଏ ପରେ ଗୋଟିଏ କେତେ ଦୁଃଖ ଆସିଥାଏ ଏହାର ଜ୍ୱଳନ୍ତ ଉଦାହରଣ ବିହାର (Bihar)ର ପଶ୍ଚିମ ଚମ୍ପାରଣ (West Champaran) ଜିଲ୍ଲାର ଶିକାରପୁର ଥା-ନା ଅଞ୍ଚଳ ସ୍ଥିତ ଗୋଟିଏ ଗାଁରୁ ଦେଖିବାକୁ ମିଳିଛି। ଏଠାର ନରକଟିୟାଗଞ୍ଜର ଶିକାରପୁର ଥା-ନାରେ ରହୁଥିବା ଜଣେ ମହିଳାଙ୍କ ସହିତ ବଡ଼ଭାଇ ଜବ-ରଦ-ସ୍ତି ଖ-ରା-ପ କାମ କରିଥିଲେ। ଏହାପରେ ପଞ୍ଚାୟତ ବସିଥିଲା ଏବଂ ସେମାନେ ଆ-ରୋ-ପୀ-ଙ୍କ ବାହାଘର ପି-ଡି-ତ ମହିଳାଙ୍କ ସହିତ କରି ଦେଇଥିଲେ।
ହେଲେ ବାହାଘର ପରେ ମଧ୍ୟ ମହିଳାଙ୍କ ଜୀବନରୁ ଦୁଃଖ ଶେ-ଷ ହୋଇନଥିଲା। ଆ-ରୋ-ପୀ ମହିଳାଙ୍କୁ ନିଜ ଘରକୁ ଆଣିନଥିଲେ। ସେ ବାପଘରେ ହିଁ ରହୁଥିଲେ। ଏହାପରେ ଯେତେବେଳେ ମହିଳାଙ୍କ ଘରଲୋକ ଝିଅକୁ ନେଇ ଯିବାପାଇଁ ଶଶୁର ଘର ଲୋକଙ୍କ ଉପରେ ଦାବି କରିଥିଲେ ତ ଆ-ରୋ-ପୀ-ଙ୍କ ଛୋଟଭାଇ ମହିଳାଙ୍କୁ ନେବା ପାଇଁ ଆସିଥିଲେ। ଏଠାରେ ମହିଳାଙ୍କ ଦିଅର ନେବା ବାହାନାରେ ମହିଳାଙ୍କୁ ବ-ଳା-ତ୍କା-ର କରି ଦେଇଥିଲେ। ଏହା ସହିତ ଏହି କଥା କାହାକୁ ନକହିବା ପାଇଁ ଧ-ମ-କ ଦେଇଥିଲେ। ମହିଳା କିଛିଦିନ ତ ଚୁପ ରହିଥିଲେ। କିନ୍ତୁ ତାଙ୍କ ଶଶୁର ଘର ଲୋକ ଯେତେବେଳେ ନେବା ପାଇଁ ନଆସିଲେ ତ ସେ ବର୍ତ୍ତମାନ ନ୍ୟାୟାଳୟର କବାଟକୁ ଠକଠକ କରିଛନ୍ତି।
ମହିଳାଙ୍କ ଅ-ଭି-ଯୋ-ଗ ପରେ ପୋ-ଲି-ସ ଆ-ରୋ-ପୀ-ଙ୍କୁ ଖୋଜିବାରେ ଲାଗି ପଡ଼ିଛନ୍ତି, ହେଲେ ଦୁଇ ଆ-ରୋ-ପୀ ଭାଇ ବର୍ତ୍ତମାନ ଫେରାର ହୋଇଯାଇଛନ୍ତି। ମହିଳାଙ୍କ ଆ-ରୋ-ପ ହେଉଛି କି ଭାଇମାନଙ୍କର ଏହି ଖ-ରା-ପ କାର୍ଯ୍ୟ କାରଣରୁ ତାଙ୍କ ପାଠପଢ଼ା ମଧ୍ୟ ବ-ନ୍ଦ ହୋଇ ଯାଇଛି। ଆ-ରୋ-ପୀ-ଙ୍କ ନାମ ଚଙ୍ଗେଜ ଖାଁ ବୋଲି ଜଣା ଯାଉଛି। ଶିକାରପୁର ଥା-ନା କ୍ଷେତ୍ର ସ୍ଥିତ ଧୁମନଗର ଗାଁରେ ରହୁଥିବା ଚଙ୍ଗେଜ ଖାଁ ଯୁବତୀଙ୍କୁ ସେତେବେଳେ ନିଜର ଶି-କା-ର ବନେଇଥିଲେ ଯେତେବେଳେ ସେ ସିଲେଇ କେନ୍ଦ୍ରକୁ ଯାଉଥିଲେ। ଏହି ଖ-ରା-ପ କାର୍ଯ୍ୟ କରିବାରେ ତାଙ୍କୁ ଜଣେ ମହିଳା ମଧ୍ୟ ସା-ହା-ଯ୍ୟ କରିଥିଲେ।
ଏହି ଘ-ଟ-ଣା ୨୦୧୯ର ଅଟେ। ଏହି ଘ-ଟ-ଣା ଉପରେ ଗାଁରେ ପଞ୍ଚାୟତ ବସିଥିଲା। ସେମାନେ ଚଙ୍ଗେଜ ଖାଁ ଏବଂ ଯୁବତୀଙ୍କର ବାହାଘର କରି ଦେଇଥିଲେ। ହେଲେ ଆ-ରୋ-ପୀ ବାହାଘର ପରେ ମଧ୍ୟ ଯୁବତୀଙ୍କୁ ଘରକୁ ନେଇ ନଥିଲେ। ସେ ବାପଘରେ ହିଁ ପଡ଼ି ରହିଥିଲେ। ପୁଣି ଚଙ୍ଗେଜ ଖାଁଙ୍କ ଛୋଟ ଭାଇ ଅଙ୍ଗେଜ(ମହିଳାଙ୍କ ଦିଅର) ଯୁବତୀଙ୍କୁ ନେବାପାଇଁ ଆସିଥିଲେ କିନ୍ତୁ ତାଙ୍କୁ ନିଜ ସହିତ ନେଇଯିବା ବଦଳରେ ତାଙ୍କୁ ବ-ଳା-ତ୍କା-ର କରି ଚାଲି ଯାଇଥିଲେ।
ବର୍ତମାନ ଯୁବତୀଙ୍କ ଶଶୁର ଘର ଲୋକ ଏହି ବାହାଘରକୁ ମଧ୍ୟ ମିଛ ବୋଲି କହୁଛନ୍ତି। ସେମାନେ ଯୁବତୀଙ୍କୁ ନିଜ ଘରକୁ ଆଣିବା ପାଇଁ ପ୍ରସ୍ତୁତ ନୁହଁନ୍ତି। କେବଳ ଏହି କାରଣରୁ ହିଁ ବାଧ୍ୟ ହୋଇ ଯୁବତୀ ପୋ-ଲି-ସ-ଙ୍କ ପାଖରେ ଅ-ଭି-ଯୋ-ଗ ଜମା କରିଛନ୍ତି। ପୋ-ଲି-ସ ପରିଶେଷରେ ଏହି ପୂରା ଘ-ଟ-ଣା-କୁ ସମାଧାନ କରିବାରେ ଲାଗି ପଡ଼ିଛନ୍ତି।
ଏହାଛଡା ଏହି ପୂରା ଘ-ଟ-ଣା-ରେ ଆପଣଙ୍କର କଣ ମତ ରହିଛି?-କଣ ଯୁବତୀ ଜଣଙ୍କ ନିଜ ସହିତ ଖ-ରା-ପ କାମ କରିଥିବା ବ୍ୟକ୍ତିଙ୍କ ସହିତ ବାହା ହୋଇ ଠିକ କରିଥିଲେ? କିମ୍ବା ସେ ସେହି ସମୟରେ ଆ-ରୋ-ପୀ-ଙ୍କୁ କୋଠରୀରୁ କୋ-ଠର ଦ-ଣ୍ଡ-ରେ ଦ-ଣ୍ଡି-ତ କରିବାର ଥିଲା?
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।