କରୋନା ଭାଇରସ ଯୋଗୁଁ ପିଲାମାନେ ଅନଲାଇନରେ କ୍ଲାସ କରିବା ପାଇଁ ବାଧ୍ୟ ହେଉଛନ୍ତି। ଏହି ଅନଲାଇନ କ୍ଲାସର ଯେଉଁଠାରେ କିଛି ଫାଇଦା ରହିଛି ତ ସେଠାରେ କିଛି କ୍ଷ-ତି ମଧ୍ୟ ରହିଛି। ବାପାମାଆ ଅନଲାଇନ କ୍ଲାସ ପାଇଁ ନିଜ ଛୁଆକୁ ସ୍ମାର୍ଟଫୋନ ଦେଉଛନ୍ତି, ସେମାନଙ୍କୁ ଲାଗୁଛି କି ସେ ଏଥିରେ ପାଠ ପଢୁଛି, କିନ୍ତୁ ପ୍ରତ୍ୟେକ ଛୁଆ ଏମିତି ହୋଇ ନଥାନ୍ତି। ଅନେକ ଥର ସେ ଏହି ମୋବାଇଲର ଭୁଲ ସୁଯୋଗ ମଧ୍ୟ ଉଠାଇ ନିଅନ୍ତି।
ଇଣ୍ଟରନେଟ ଗୋଟିଏ ବଡ଼ ଜାଗା ଅଟେ। ଏଥିରେ ଭଲ ଏବଂ ଖ-ରା-ପ ଦୁଇଟି ଯାକ ଜିନିଷ ଉପଲବ୍ଧ ଅଛି। ଏଥିରୁ ଯଦି ଛୁଆ ଖ-ରା-ପ ଜିନିଷକୁ ଦେଖିବାକୁ ଲାଗିବ ତାହେଲେ ଏହା ତା’ର ମାନସିକ ସ୍ଥିତି ଏବଂ ଭବିଷ୍ୟତ ପାଇଁ ବିପଦ ସୃଷ୍ଟି କରିପାରେ। ବର୍ତମାନ ରାଜସ୍ଥାନ ଶ୍ରୀନଗର ଜିଲ୍ଲାର ରାୟସିଂହ ନାଗରର ଏହି ଘ-ଟ-ଣା-କୁ ହିଁ ଦେଖି ନିଅନ୍ତୁ। ଏଠାରେ ୧୨ବର୍ଷର ଛୁଆ ଅନଲାଇନ କ୍ଲାସ ପରେ ପୋ-ର୍ନ ଭିଡିଓ ଦେଖୁଥିଲା। ଏହାଦ୍ଵାରା ତା ମୁଣ୍ଡରେ ଏତେ ଖ-ରା-ପ ଚିନ୍ତା ଭରି ଗଲାକି ସେ ନିଜର ୬ବର୍ଷର ଭଉଣୀକୁ ହିଁ ବ-ଳ-ତ୍କା-ର କରି ଦେଇଥିଲା।
ବାପାମାଆ ନିଜ ପୁଅକୁ ଅନଲାଇନ କ୍ଲାସ ପାଇଁ ନୂଆ ମୋବାଇଲ ଆଣି ଦେଇଥିଲେ। ଏଥିରେ ଛୁଆ ଅନଲାଇନରେ ପାଠ ପଢ଼ିବା ପରେ ସେଥିରେ ଲୁଚିଛପି ପୋ-ର୍ନ ଦେଖିବାକୁ ଲାଗିଥିଲା। ସେ ବୋଧହୁଏ ଘରେ ରହିବାକୁ ଲାଗିଥିଲା ଏବଂ ବନ୍ଧୁମାନଙ୍କ ସହିତ ବାହାରକୁ ଯିବା ମଧ୍ୟ ବନ୍ଦ କରି ଦେଇଥିଲା। ସେ କାହା ସହିତ କଥା ମଧ୍ୟ ହେଉନଥିଲା ଏବଂ ଦିନସାରା ମୋବାଇଲ ଦେଖୁଥିଲା। ଯେତେବେଳେ ବାପାମାଆ କିଛି ପଚାରୁଥିଲେ ତ ତାର ଜବାବ ହେଉଥିଲା କି ମୁଁ ପାଠ ପଢ଼ୁଛି। ଏମିତି କି ରାତିରେ ଯେତେବେଳେ ବାପାମାଆ ଶୋଇ ଯାଉଥିଲେ ତ ସେ ଉଠି ଲୁଚିଲୁଚି ମୋବାଇଲରେ ଅ-ଶ୍ଳୀ-ଳ ଭିଡିଓ ଦେଖୁଥିଲା।
ଏତେ ଅଧିକ ପୋ-ର୍ନ ଦେଖିବାର ଫଳାଫଳ ଏହା ହୋଇଥିଲା କି ଛୁଆଟିର ମୁଣ୍ଡରେ ଖରା-ପ ଚିନ୍ତା ଭରିଗଲା। ସେ ନିଜର ୬ବର୍ଷର ଭଉଣୀକୁ ହିଁ ବଳ-ତ୍କାର କରିଦେଲା। ଘ-ଟ-ଣା ପରେ ପୋ-ଲି-ସ ଛୁଆକୁ ଗି-ର-ଫ କରି ବାଲ ସୁଧାର କେନ୍ଦ୍ରକୁ ପଠାଇ ଦେଇଛନ୍ତି। ସେଠାରେ ପଚରାଉଚରା ରେ ସେ କହିଥିଲା କି ଅନଲାଇନରେ ପଢ଼ିବା ସମୟରେ ତା ମୋବାଇଲକୁ ଗୋଟିଏ ଲିଙ୍କ ଆସିଥିଲା। ସେ ଯେତେବେଳେ ଏହି ଲିଙ୍କ ଉପରେ କ୍ଲିକ କରିଥିଲା ତ ପୋ-ର୍ନ ସାଇଟ ଖୋଲି ଯାଇଥିଲା। ବାସ ଏହାପରେ ସେ ପ୍ରତିଦିନ ଏହି ସାଇଟକୁ ଯାଇ ପୋ-ର୍ନୋ ଦେଖିବାକୁ ଲାଗିଥିଲା।
ଏହି ଘ-ଟ-ଣା ସେହି ସବୁ ବାପାମାଆଙ୍କ ପାଇଁ ଚେ-ତା-ବନୀ ଅଟେ କି ଯେଉଁମାନେ ନିଜ ଛୁଆକୁ ମୋବାଇଲ ଫୋନ ଦେଇ ଚିନ୍ତା ଶୂନ୍ୟ ହୋଇ ଯାଉଛନ୍ତି। ଯଦି ଆପଣ ଆପଣଙ୍କ ଛୁଆକୁ ସ୍ମାର୍ଟଫୋନ ଦେଉଛନ୍ତି ତାହେଲେ ତାହେଲେ ତା ଉପରେ ଆଖି ରଖନ୍ତୁ। ଅନଲାଇନ କ୍ଲାସ ସମୟରେ ତା ପାଖରେ ହିଁ ରୁହନ୍ତୁ। ତାକୁ କେବଳ ପାଠ ପଢ଼ିବା ପାଇଁ ହିଁ ମୋବାଇଲ ଦିଅନ୍ତୁ। ଯେତେବେଳେ ସେ ମୋବାଇଲ ବ୍ୟବହାର କରୁଛି ତ ତାର ହିଷ୍ଟ୍ରି ଚେକ କରନ୍ତୁ। ଏଥିରୁ ଜଣା ପଡ଼ିବ କି ସେ ମୋବାଇଲରେ କ’ଣ କ’ଣ କରୁଛି।
ଆପଣଙ୍କ ମୋବାଇଲରେ ଗୋଟିଏ ଭଲ ଏଣ୍ଟିଭାଇରସ ମଧ୍ୟ ରଖନ୍ତୁ। ପଢାଲେଖା ବ୍ୟତୀତ ବାକି ସବୁ ଅଦରକାରୀ ଏପ୍ସକୁ ଡିଲିଟ କରି ଦିଅନ୍ତୁ। ଅନେକ ଥର ଏହି ଏପ୍ସଗୁଡିକର ବିଜ୍ଞାପନରେ ମଧ୍ୟ ଅ-ଶ୍ଲି-ଳ ୱେବସାଇଟର ଲିଙ୍କ ଆସିଯାଏ। ଛୁଆଙ୍କ ଅନଲାଇନ ଗତିବିଧି ଉପରେ ଆଖି ରଖିବା ପାଇଁ କିଛି ଏପ୍ସ ମଧ୍ୟ ରହିଛି। ଯେମିତି ଆପଣ Covenant, Eyes, Kids Place- Parental control, Abeona- Parental control & Device Monitor ଇତ୍ୟାଦିର ସାହାଯ୍ୟ ନେଇ ପାରିବେ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।