କଣ ଚାଲିଛି ଏଠି
ଏହି ଘ-ଟ-ଣା ଓଡିଶାର ଗଞ୍ଜାମ ଜିଲ୍ଲାର। ଯେଉଁଠାରେ ଟ୍ରକ ଡ୍ରାଇଭରଙ୍କୁ ବିନା ହେଲମେଟ ଗାଡି ଚଲାଇବା ପରେ 1000 ଟଙ୍କା ର ଚାଲାଣ କଟାଯାଇଥିଲା। ANI ର ରି-ପୋ-ର୍ଟ ଅନୁଯାୟୀ ଟ୍ରକ ଡ୍ରାଇଭର ପ୍ରମୋଦ କୁମାର ତାଙ୍କ ଗାଡି ପରମିଟ ନବୀକରଣ କରିବାକୁ ଓଡିଶା ପରିବହନ ବିଭାଗକୁ ଆସିଥିଲେ। ଯେଉଁଠାରେ ସେ ଜାଣିବାକୁ ପାଇଲେ ଯେ ତାଙ୍କ ଗାଡି ନମ୍ବର OR-07W / 4593 ରେ ହଜାର ଟଙ୍କା ଫାଇନି ଅଛି। ଏହା ଜାଣି ପ୍ରମୋଦ ଆ-ଶ୍ଚର୍ଯ୍ୟ ହୋଇଗଲେ। ଗାଡି ଚଳାଇବା ସମୟରେ ହେଲମେଟ ନ ପିନ୍ଧିବାରୁ ଚାଲାଣ କଟାଯାଇଥିଲା। ବର୍ତ୍ତମାନ ଏହି ଘ-ଟ-ଣା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି
ଟ୍ରକରେ ଫୁଣି ହେଲମେଟ?
Odisha: A truck driver has been fined Rs 1,000 for driving the vehicle without wearing a helmet in Ganjam district. pic.twitter.com/wZOAzCmIgN
— ANI (@ANI) March 18, 2021
ମଜାଦାର କଥା ଯେ, ‘ ବିନା ହେଲମେଟ ରେ ଗାଡି ଚଳାଇବା’ ପାଇଁ ଯେଉଁ ଗାଡି ର ଚାଲାଣ କଟାଯାଇଥିଲା ସେ ଗାଡି ସ୍କୁଟି / ବାଇକ୍ ନୁହେଁ ବରଂ ଏକ ଟ୍ରକ୍ ଥିଲା। ଯେତେବେଳେ ପ୍ରମୋଦ ଅଧିକାରୀମାନଙ୍କୁ ଏହି କଥା କହିଥିଲେ, ସେ ଏହାକୁ ଗ୍ର-ହଣ ନକରି ମନା କରିଦେଇଥିଲେ । ଏହା ପରେ ପ୍ରମୋଦ ଗାଡ଼ି ର ପରମିଟ ପାଇବା ପାଇଁ ବିନା ହେଲମେଟରେ ଡ୍ରାଇଭିଂର ଏକ ଚାଲାଣ ଦାଖଲ କରିବାକୁ ବାଧ୍ୟ ହୋଇଥିଲେ। ଏହା ପରେ ହିଁ ତାଙ୍କର ଗାଡିର ପରମିଟ ହୋଇପାରିଲା।
ଇଏ କାଳୀଯୁଗା !
Yes it possible in india , when my car parked and i got challan for overspeed.
— vardaan ag 🇮🇳 (@VardaanAg) March 18, 2021
ବର୍ତ୍ତମାନ ଓଡିଶା ପରିବହନ ବିଭାଗର ଏହି ଅବହେଳାକୁ ନେଇ ରାଜ୍ୟ ସରକାରଙ୍କ ତରଫରୁ କ କୌଣସି ପ୍ରତିକ୍ରିୟା ଆସିନି। ତା ସହ ପ୍ରମୋଦ କୁମାରକୁ ତାର ଟଙ୍କା ଫେରସ୍ତ କରାଯିବ କି ନାହିଁ ସେ ବିଷୟରେ କୌଣସି ଅଧିକାରୀ ଉତ୍ତର ଦେଇନାହାନ୍ତି। କହିବାକୁ ଯାଉଛୁ ଯେ, ପ୍ରମୋଦ ଗତ ତିନି ବର୍ଷ ଧରି ଟ୍ରକ୍ ଡ୍ରାଇଭିଙ୍ଗ କରୁଛନ୍ତି , ଟ୍ରକ ସାହଯ୍ୟ ରେ ସେ ଜଳ ଯୋଗାଉଛନ୍ତି।
तो अब ट्रक चलानें के लिए हेलमेट भी लगाना पड़ेगा।
— हृदयानन्द दूबे (@hridayanad) March 18, 2021
Odisha: A truck driver has been fined Rs 1,000 for driving the vehicle without wearing a helmet in Ganjam district. pic.twitter.com/wZOAzCmIgN
— ANI (@ANI) March 18, 2021
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।