କନିଆଁ ଖୋଜୁଥିବା ଅଢେଇ ଫୁଟର ଅଜୀମ ମଂସୁରୀଙ୍କ ପାଇଁ ଗାଜିୟାବାଦରୁ ଆସିଛି ବନ୍ଧୁଘର, ଜାଣନ୍ତୁ କ’ଣ କରୁଛନ୍ତି ଝିଅ।

ଶାମଲୀର କୈରାନାରେ ରହୁଥିବା ୨ଫୁଟ ୬ଇଞ୍ଚର ଅଜୀମ ମଂସୁରୀଙ୍କର ଅନେକ ଦିନରୁ ପୂର୍ବରୁ ଭିଡିଓ ଭାଇ-ରାଲ ହେଉଛି। ଯେଉଁଥିରେ ସେ ନିଜ ବାହାଘର ପାଇଁ ଝିଅ ଖୋଜୁଛନ୍ତି। ଭିଡ଼ିଓ ଭାଇ-ରାଲ ହେବାପରେ ଅଜୀମଙ୍କ ପାଇଁ ୟୁପିର ଗାଜିୟାବାଦରୁ ଗୋଟିଏ ବନ୍ଧୁଘର ଆସିଛି। କିନ୍ତୁ ଏପର୍ଯ୍ୟନ୍ତ ଅଜୀମଙ୍କ ପରିବାର ତ-ର-ଫ-ରୁ ଏହି ସମ୍ପର୍କ ପାଇଁ ଦୃଢ଼ ସମର୍ଥନ ମିଳିନାହିଁ। ଗାଜିୟାବାଦରେ ରହୁଥିବା ଝିଅଙ୍କର ଉଚ୍ଚତା ମଧ୍ୟ ଅଜୀମଙ୍କ ଉଚ୍ଚତାର ହିଁ ଅଟେ। ଯିଏ ଜଣେ ଗରିବ ପରିବାରର ଅଟନ୍ତି।

ଅଜୀମ ମଂସୁରୀଙ୍କ କନିଆଁ ଖୋଜୁଥିବା ଭାଇ-ରାଲ ଭିଡିଓକୁ ଦେଖିବା ପରେ ରେହାନାଙ୍କ ପରିବାରଙ୍କର ମଧ୍ୟ ଆଶା ଜାଗି ଥିଲାକି ବୋଧହୁଏ ବର୍ତ୍ତମାନ ତାଙ୍କ ଝିଅ ମଧ୍ୟ କନିଆଁ ହୋଇଯିବ। ରେହାନାଙ୍କ ପରିବାରର ପାଖାପାଖି ଅଜୀମଙ୍କ ଭାଇ-ରାଲ ଭିଡିଓ ଦେଖିବା ପରେ ତାଙ୍କ ପରିବାରରୁ ରେହାନାଙ୍କ ବନ୍ଧୁଘର ପାଇଁ ସ-ମ୍ପର୍କ କରିଥିଲେ। କିଛିଦିନ ପୂର୍ବରୁ ଅଜୀମ ନିଜ ପାଇଁ କନିଆଁର ଅଭି-ଯୋ-ଗକୁ ନେଇ ଶାମଲୀର ମହିଳା ଥା-ନା-ରେ ମଧ୍ୟ ପହଞ୍ଚି ଯାଇଥିଲେ। ଯେଉଁଠାରେ ପୋ-ଲି-ସ ମଧ୍ୟ ତାଙ୍କ ପାଇଁ ବନ୍ଧୁଘର ଖୋଜିବା କଥା କହିଥିଲେ।

୨୬ବର୍ଷର ଅଜୀମ ଏହା ପୂର୍ବରୁ ୟୁପିର ଅନେକ ବଡ଼ ନେତାମାନଙ୍କ ସହିତ ମିଶି ନିଜ ପାଇଁ କନିଆଁ ଖୋଜିବା କଥା କହି ସାରିଛନ୍ତି। କିନ୍ତୁ ସେ ସବୁ ଜାଗାରୁ ନିରାଶ ହିଁ ହୋଇ ଫେରିଥିଲେ। କିଛି ଏମିତି ହିଁ ଅବସ୍ଥା ରେହେନାଙ୍କ ପରିବାରର ମଧ୍ୟ ଅଟେ।୨୫ବର୍ଷିୟ ରେହେନାଙ୍କୁ ମଧ୍ୟ ଏପର୍ଯ୍ୟନ୍ତ ବର ମିଳି ନାହାନ୍ତି। ରେହେନାଙ୍କ ଉଚ୍ଚତା ଅଢେ଼ଇ ଫୁଟ ଅଟେ ଏବଂ ସେ ଘରର ସବୁ କାମ କରି ନିଅନ୍ତି। ବର୍ତମାନ ରେହାନାଙ୍କ ପରିବାରଙ୍କର ମଧ୍ୟ କିଛି ଆଶା ଜାଗିଛି କି ଏହି ସ-ମ୍ପ-ର୍କ ହୋଇଯିବ।

ରେହାନା ଏପର୍ଯ୍ୟନ୍ତ କଥା ହୋଇ କହିଛନ୍ତି କି ତାଙ୍କର ଅଜୀମ ପସନ୍ଦ ଅଟେ ଏବଂ ସେ ତାଙ୍କୁ ଭାଇ-ରାଲ ଭିଡିଓରେ ଦେଖି ସାରିଛନ୍ତି।ରେହାନା ଘରର ସବୁ କାମ କରି ପାରନ୍ତି ଏବଂ ସେ ସିଲେଇ କାମ ମଧ୍ୟ ଶିଖି ସାରିଛନ୍ତି। ସେହି ଅଜୀମ ଜଣେ ବ୍ୟବସାୟୀ ଅଟନ୍ତି ଏବଂ ତାଙ୍କର ଜଣେ ଗୃହିଣୀ ଆବଶ୍ୟକ। ରେହାନାଙ୍କ ମାଆ ୟାଶମୀନଙ୍କ କହିବା କଥା ହେଉଛି କି ବର୍ତ୍ତମାନ ତାଙ୍କ ଝିଅଙ୍କ ବାହାଘର ହୋଇଯିବ ଏହାଠାରୁ ବଳି ବଡ଼ କଥା ତାଙ୍କ ପାଇଁ କିଛି ହୋଇ ପାରିବ ନାହିଁ। କିଛି ଆଶା ରଖିଛନ୍ତି, ଅଜୀମଙ୍କ ଘରକୁ ରେହାନାଙ୍କ ଫଟୋ ପଠେଇ ଦେଇ ସାରିଛନ୍ତି।

ରେହାନାଙ୍କ ବାପାଙ୍କ କହିବା କଥା ହେଉଛି କି ଅଜୀମ ଏବଂ ରେହାନାଙ୍କ ଯୋଡ଼ି ଭଲ ଲାଗିବ। ତାଙ୍କୁ ଅଜୀମଙ୍କ ଭାଇ-ରାଲ ଭିଡିଓ ତାଙ୍କ ପଡୋଶୀ ହୋଇ ରହୁଥିବା ହାଋମ ଦେଖାଇଥିଲେ ଏବଂ ବାହାଘର କଥା ପକାଇବା ପାଇଁ କ‌ହିଥିଲେ। ଅଜୀମଙ୍କ ଘରକୁ ରେହାନାଙ୍କ ସ-ମ୍ପ-ର୍କ ନେଇ ଯାଇଥିବା ହାଋମଙ୍କର କହିବା କଥା ହେଉଛି କି ଅଜୀମଙ୍କ ବାପାଙ୍କ ସହିତ ଫୋନରେ କଥା ହୋଇଥିଲେ ଏବଂ ତାଙ୍କୁ ଝିଅର ଫଟୋ ପଠାଇ ଦେଇଛନ୍ତି। ଆମ ସମସ୍ତଙ୍କର ବିଶ୍ୱାସ ରହିଛି କି ଏହି ବାହାଘର ହୋଇ ଯିବ। ସେହି ଶାମଲୀରେ ରହୁଥିବା ଅଜୀମଙ୍କ ପରିବାରବର୍ଗ ମଧ୍ୟ ବନ୍ଧୁଘର ଆସିବାର କଥା ମାନିଛନ୍ତି ଏବଂ ସେ ଏହା ଉପରେ ବିଚାର କରୁଛନ୍ତି।

କୁହାଯାଏ କି ଯୋଡ଼ି ସ୍ବର୍ଗରୁ ତିଆରି ହୋଇଥାଏ, ପ୍ରତ୍ୟେକଙ୍କ ପାଇଁ ଇଶ୍ଵର ଜଣେ ଜୀବନ ସାଥି ନିଶ୍ଚିତ ବାଛିଥାନ୍ତି। କମ ଉଚ୍ଚତା କାରଣରୁ ଏପର୍ଯ୍ୟନ୍ତ ବାହାଘର କରିବା ପାଇଁ ନିରାଶ ହୋଇଥିବା, ଅଜୀମ ଏବଂ ରେହାନାଙ୍କ ପାଇଁ ଏହି ବାହାଘର ଗୋଟିଏ ବଡ଼ ଆଶା ହୋଇପାରିବ। ହେଲେ କଥାବାର୍ତ୍ତା ବର୍ତ୍ତମାନ ଆରମ୍ଭ ହୋଇଛି ଏବଂ ଅଜୀମ ମଂସୁରୀ ଏବଂ ତାଙ୍କ ପରିବାରବର୍ଗଙ୍କ ହଁ ର ଅ-ପେ-କ୍ଷା ଗାଜିୟାବାଦର ରେହାନା ଏବଂ ତାଙ୍କ ପରିବାର ଲୋକଙ୍କର ରହିଛି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *