ଜବର-ଦସ୍ତି ନି-ରୀ-ହ ଛାତ୍ରକୁ ବାହା ହେଲେ ଲେଡି ଟିଚର, ତା ପରେ କଲେ ଚତୁର୍ଥୀ ଏବଂ ବିଧବା ହେବାର ନାଟକ,ଜାଣନ୍ତୁ ପୁରା ଘ-ଟଣା

ସମୟ ଅନୁସାରେ ବାହାଘର ହୋଇଯାଉ ଏଥିପାଇଁ ଯେ କେହି ବି ଅନେକ ପ୍ରକାରର ଚେଷ୍ଟା କରିଥାନ୍ତି।ଜାତକ ଦେଖାଇବା ପାଇଁ ଜ୍ୟୋତିଷଙ୍କ ପାଖରୁ ନେଇ ମନ୍ଦିର-ମସଜିଦରେ ମଥା ଟେକିଥାନ୍ତି। ଏମିତି କି ସୋସିଆଲ ସାଇଟରେ ନିଜ ବିଷୟରେ ସବୁ ବିବରଣୀ ମଧ୍ୟ ସେୟାର କରିଦିଅନ୍ତି। କିନ୍ତୁ ପଞ୍ଜାବର ଜଳାନ୍ଧରରୁ ଗୋଟିଏ ଦୁର୍ଲଭ ଘ-ଟ-ଣା ସମ୍ନାକୁ ଆସିଛି। ଯେଉଁଠାରେ ଜଣେ ମହିଳା ଶିକ୍ଷୟିତ୍ରୀ ୧୩ ବର୍ଷର ଛାତ୍ରକୁ ଜ-ବ-ର-ଦ-ସ୍ତି ବାହା ହୋଇ ଯାଇଛନ୍ତି। କେବଳ ଏତିକି ନୁହେଁ ସେ ପ୍ରଥମ ରାତି ପରେ ନିଜେ ବି-ଧ-ବା ମଧ୍ୟ ହୋଇ ଯାଇଛନ୍ତି। ଆଗକୁ ପଢନ୍ତୁ ଏହି ବାହାଘରର ଆ-ଶ୍ଚ-ର୍ଯ୍ୟ-ଜ-ନ-କ ଘଟଣା…

ବାସ୍ତବରେ, ଏହି ଘଟଣା ଜାଳନ୍ଧର ଜିଲ୍ଲାର ବସ୍ତୀ ବାବା ଖେଲ ଅଞ୍ଚଳର ଅଟେ। ଯେଉଁଠାର ଜଣେ ମହିଳା ଶିକ୍ଷୟତ୍ରୀ ବାହାଘର ଡେରି ହେବା କାରଣରୁ ଅନ୍ଧ-ବିଶ୍ୱାସ ଚକରରେ ପଡି ନାବାଳକ ସହିତ ବାହା ହୋଇ ଯାଇଛନ୍ତି। ଯୁବତୀଙ୍କୁ ଲାଗିଥିଲା କି ଏମିତି କରିବା ଦ୍ଵାରା ତାଙ୍କ ମାଙ୍ଗଳିକ ଦୋଷ କଟିଯିବ।ଛାତ୍ରଙ୍କ ଘରଲୋକ ଏହାର ଅ-ଭି-ଯୋ-ଗ ପୋ-ଲି-ସ-ଙ୍କ ଆଗରେ କରିଥିଲେ ତାପରେ ଯାଇ ଏହି ଘ-ଟ-ଣା ସମସ୍ତଙ୍କ ସାମ୍ନାକୁ ଆସିଥିଲା।

ଜଣା ଯାଉଛି କି ଶିକ୍ଷକ ନିଜ ଯୋଜନା ଅନୁସାରେ ନିଜ ସ୍କୁଲର ଜଣେ ନାବାଳକ ଛାତ୍ରକୁ ଟ୍ୟୁସନର ଲୋ-ଭ ଦେଖାଇ ଘରକୁ ଡ଼ାକିଥିଲେ। ପୁଣି ତାକୁ ଜ-ବ-ର-ଦ-ସ୍ତି ନିଜ ଘରେ ପାଖାପାଖି ୬ଦିନ ପର୍ଯ୍ୟନ୍ତ ଅଟ-କାଇ ରଖିଥିଲେ। ଏହାପରେ ମାଙ୍ଗଳିକ ଦୋଷ କଟିବା ପାଇଁ ତା ସହିତ ବାହା ହୋଇ ଯାଇଥିଲେ। ପି-ଡି-ତ ଛୁଆଟିର ପରିବାରର ଆର୍ଥିକ ଅବସ୍ଥା ଠିକ ନାହିଁ, ଏହି କଥାର ଫା-ଇ-ଦା ମହିଳା ଜଣଙ୍କ ଉଠାଇଥିଲେ। ଯେଉଁଠାରେ ସେ ଛୁଆର ମାଆ-ବାପାଙ୍କୁ କହିଥିଲେ କି ଆପଣ ପୁଅକୁ ମୋ ପାଖରେ କିଛିଦିନ ଛାଡ଼ି ଦିଅନ୍ତୁ ମୁଁ ତାକୁ ପଢେଇବି। ଯେଉଁଥିପାଇଁ ଛୁଆଟିର ପରିବାର ଲୋକେ ପ୍ରସ୍ତୁତି ହୋଇ ଯାଇଥିଲେ।

ମହିଳା ଜଣଙ୍କ ନିଜ ମି-ଛ ବାହାଘରରେ ସେ ସମସ୍ତ ବିଧି କରିଥିଲେ ଯାହା ଗୋଟିଏ ବିବାହରେ ହୋଇଥାଏ। ଯେଉଁଠାରେ ହଳଦୀ-ମେହେନ୍ଦୀ ବିଧିରୁ ବାହାଘରର ଆରମ୍ଭ ହୋଇଥାଏ ଏବଂ ବିବାହର ପ୍ରଥମ ରା-ତି ପର୍ଯ୍ୟନ୍ତ ନିତି ନିୟମ ପାଳନ କରା ଯାଇଥିଲା। କେବଳ ଏତିକି ନୁହେଁ ମହିଳା ଜଣଙ୍କ ବାହାଘରର ୬ଦିନ ପରେ ନିଜେ ବି-ଧ-ବା ମଧ୍ୟ ହୋଇ ଯାଇଥିଲେ। ନିଜ ହାତରୁ ସଧବା ଚୁଡ଼ି ଭାଙ୍ଗିଥିଲେ ଏବଂ ମଙ୍ଗଳସୂତ୍ରକୁ ଖୋଲି ଫିଙ୍ଗି ଦେଇଥିଲେ।

ଅ-ନ୍ଧ-ବି-ଶ୍ୱା-ସ ଏବଂ ଏହି ନାଟକ ଏତିକିରେ ଶେଷ ହୋଇନଥିଲା। ମହିଳା ଜଣଙ୍କ ନିଜ ସ-ମ୍ପ-ର୍କି-ୟ-ଙ୍କୁ ଡାକି ଗୋଟିଏ ମି-ଛ ଶୋ-କ ସଭାର ମଧ୍ୟ ଆୟୋଜନ କରିଥିଲେ। ଯେଉଁଠାରେ ସେ ଜଣେ ବି-ଧ-ବା ମହିଳାଙ୍କ ପରି ଧଳା ଶାଢ଼ୀ ପିନ୍ଧି ଦୁଃ-ଖ କରୁଥିବାର ଦେଖାଯାଇଥିଲା।

ବାହାଘରର ବିଧିବିଧାନ ପୂରା ହେବା ପରେ ଛାତ୍ରଙ୍କୁ ମହିଳା ଶିକ୍ଷୟିତ୍ରୀ ଜଣଙ୍କ ତାଙ୍କ ଘରକୁ ପୁଣିଥରେ ଫେରାଇ ଦେଇଥିଲେ। ଛାତ୍ର ଜଣଙ୍କ ଘରକୁ ଫେରିବା ପରେ ପରିବାର ଲୋକଙ୍କୁ ଘ-ଟ-ଣା ବିଷୟରେ କହିଥିଲେ।ଯାହାପରେ ପରିବାର ଲୋକେ ପୋ-ଲି-ସ-ଙ୍କ ପାଖକୁ ଯାଇ ଅ-ଭି-ଯୋ-ଗ କରିଥିଲେ। କିନ୍ତୁ ଆ-ଶ୍ଚ-ର୍ଯ୍ୟ-ର କଥା ଏହା ଥିଲା କି ମହିଳା ଥା-ନା-ରେ ନିଜ ପଣ୍ଡିତଙ୍କୁ ନେଇ ପହଞ୍ଚିଥିଲେ ଏବଂ କହିବାକୁ ଲାଗିଥିଲେ ଏସବୁ ସେ ମାଙ୍ଗଳିକ ଦୋଷ ପାଇଁ କରିଥିଲେ। ହେଲେ ପୋ-ଲି-ସ ମା-ମ-ଲା ଜମା କରାଇ ଯା-ଞ୍ଚ ପାଇଁ ଆଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *