ସୋସିଆଲ ମିଡିଆରେ କେତେବେଳେ କଣ ଭାଇ-ରାଲ ହେଇଯିବ କେହି ଜାଣନ୍ତି ନାହିଁ। ବର୍ତ୍ତମାନ ଏଭଳି ଏକ ଭିଡିଓ ଭାଇ-ରାଲ ହେବାରେ ଲାଗିଛି ଯେଉଁଥିରେ ଏକ ବ୍ୟସ୍ତବହୁଳ ରାସ୍ତାରେ ଜଣେ ପିଲା ଏକ କାରରୁ ଖସିପଡୁଛି। ଏହା ତା ପିତାମାତାଙ୍କ ପାଇଁ ଏକ ଆ-ଶ୍ଚ-ର୍ଯ୍ୟ ମୁହୂର୍ତ୍ତ ଥିଲା । ତେବେ ସ୍ଵଭାଗ୍ୟ ର କଥା ଯେ ପିଲାଟିକୁ କୌଣସି ଆ-ଘା-ତ ଲାଗିନାହିଁ। ବର୍ତ୍ତମାନ ଲୋକମାନେ ଏହି ଭିଡିଓ ଦେଖିବା ପରେ ଭଗବାନଙ୍କୁ ଧନ୍ୟ-ବାଦ ଦେଉଛନ୍ତି ଯେ ପିଲାଟି କୌ-ଣ-ସି ଆ-ଘା-ତ ପାଇ ନାହିଁ ଏବଂ ସେ ନିଜେ ରାସ୍ତାରୁ ଉଠି ପିତାମାତାଙ୍କ ନିକଟକୁ ଚାଲିଗଲା।
ଯେଉଁ ଭିଡିଓ ଭାଇ-ରାଲ ହେଉଛି ସେଥିରେ ପିଲାଟି ଏକ ବ୍ୟସ୍ତବହୁଳ ରାସ୍ତାରେ ଯାଉଥିବା କାରରୁ ଖସିପଡେ। ଏହି ଭିଡିଓଟି ପ୍ରଥମେ ଦି ସନ୍ ଦ୍ବାରା ପୋ-ଷ୍ଟ କରାଯାଇଥିଲା, ଯାହା ପରେ ଟ୍ୱିଟର ବ୍ୟବହାରକାରୀ ସିରିନ୍ ଖାନ୍ ଏହାକୁ ସେୟାର କରିଥିଲେ। ଏହା ପରେ ଏହା ଭାଇ-ରାଲ ହେଇଗଲା।
ଯେଉଁ ସମୟରେ ପିଲାଟି କାରରୁ ଖସିପଡିଲା, ସେତେବେଳେ ଅନେକ କାର ଏବଂ ଯାନ ସେହି ବ୍ୟସ୍ତବହୁଳ ରାସ୍ତାରେ ଯାଉଥିଲା । ହଠାତ୍ ଏକ ଧଳା ଏସୟୁଭିର ବୁଟ୍ ସ୍ପେସ୍ ବାଲା ଗେଟ୍ ଖୋଲିଗଲା ଏବଂ ପିଲାଟି ରାସ୍ତାରେ ପଡିଗଲା । ଏହା ଦେଖି ପିଲାଟି ଆଡକୁ ଆସୁଥିବା କାରଗୁଡ଼ିକ ରହିଗଲେ। ଘ-ଟ-ଣା ପରେ ପିଲାଟି ସୁ-ର-କ୍ଷି-ତ ଭାବେ ବ-ଞ୍ଚି-ଗ-ଲା ।
ପିଲାଟି କାରରୁ ଖସିଯିବା ପରେ ପରିବାର ସଦସ୍ୟମାନେ କାରକୁ ଅଟକାଇ ତା ଆଡକୁ ଦୌଡିଥିଲେ ଏବଂ ଅନ୍ୟ ଯାତ୍ରୀମାନେ ନିଜ କାର ରୋକି ପିଲାଟିକୁ ତା ପିତାମାତାଙ୍କ ପାଖକୁ ରାସ୍ତାରେ ଯାଉଥିବାର ଦେଖିଥିଲେ। ଏହା ସେ ପିଲା ପାଇଁ ଏକ ଚମ-ତ୍କାର ମୁହୂର୍ତ୍ତ ଥିଲା ବୋଲି ବିବେଚନା କରାଯାଉଛି ।
How can this even happen? pic.twitter.com/WXnWLeYIQY
— Shirin Khan شیرین (@KhanShirin0) March 16, 2021
ଏହି ଭିଡିଓ ବର୍ତ୍ତମାନ ପର୍ଯ୍ୟନ୍ତ ୧୦,୦୦୦ ରୁ ଅଧିକ ଥର ଦେଖାଯାଇସାରିଛି । ସୋସିଆଲ ମିଡିଆ ୟୁଜର ମାନେ ଏହି କ୍ଲିପକୁ ଭୟାନକ ବୋଲି କହୁଛନ୍ତି । ଜଣେ ଉପଭୋକ୍ତା କ-ମେ-ଣ୍ଟ ବକ୍ସରେ ଲେଖିଛନ୍ତି, ପ୍ରତ୍ୟେକ କାରରେ ପିଲାଙ୍କ ପାଇଁ ଲକ୍ ଥାଏ । ପିତାମାତା ନିଶ୍ଚିତ ହେବା ଉଚିତଯେ ସେମାନେ ଯାତ୍ରା କରିବା ପୂର୍ବରୁ କାର ଗେଟ ବ-ନ୍ଦ କରିଛନ୍ତି କି ନାହିଁ।
ଏଠାରେ କମେନ୍ଟ ଗୁଡିକ ଦେଖନ୍ତୁ:
There is a small lever place aside the lock mechanism. Upon pressing the tiny lever, one can open the door from the Inside. Every car has this. This can be prevented by locking all the doors (or) ensuring child lock is ON.
— Parody Parcel (@ParcelParody) March 16, 2021
That toddler was mighty lucky, else .. dont want to think of it too. We cannot be so careless, at least not with the kids. Please ….
— The Layman (@sanjay_arp) March 16, 2021
https://twitter.com/namitaj68/status/1371710729955332100?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1371710729955332100%7Ctwgr%5E%7Ctwcon%5Es1_&ref_url=https%3A%2F%2Fwww.indiatoday.in%2Ftrending-news%2Fstory%2Ftoddler-falls-from-moving-car-on-busy-road-in-viral-video-see-what-happened-next-1780017-2021-03-16
This is horrible. By worst coincidence it happened and by best coincidence it saved.
— Aquariusabinitio (@AYDIAVV) March 16, 2021
There should be an exam one has to pass before becoming a parent.
— explorer (@BlindSquare) March 16, 2021
I have seen a similar video. Its scaryy
— Umair Khan (@underdated) March 16, 2021
https://twitter.com/official_mehdi2/status/1371744752115273728?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1371744752115273728%7Ctwgr%5E%7Ctwcon%5Es1_&ref_url=https%3A%2F%2Fwww.indiatoday.in%2Ftrending-news%2Fstory%2Ftoddler-falls-from-moving-car-on-busy-road-in-viral-video-see-what-happened-next-1780017-2021-03-16