ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଗତ କିଛି ଦିନ ହେବ କ୍ରମା-ଗତ ଭାବରେ ହେଡଲାଇନରେ ଆସୁଛନ୍ତି। ଆଜିକାଲି ତାଙ୍କର ଅନେକ ଚିତ୍ର ସୋସିଆଲ ମିଡିଆରେ ଭାଇ-ରାଲ ହେବାରେ ଲାଗିଛି। ଏବେ ତାଙ୍କର ଆଉ ଏକ ଫଟୋ ଭାଇ-ରାଲ ହେବାରେ ଲାଗିଛି, ଯେଉଁଥିରେ ସେ ‘ମାଲିଙ୍ଗା’ ରୂପରେ ନଜର ଆସିଛନ୍ତି ।
ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଗତ କିଛି ଦିନ ହେବ କ୍ରମାଗତ ଭାବରେ ହେଡଲାଇନରେ ଆସୁଛନ୍ତି। ଆଜିକାଲି ତାଙ୍କର ଅନେକ ଫଟୋ ସୋସିଆଲ ମିଡିଆରେ ଭାଇ-ରାଲ ହେଉଛି, ଯାହା ତାଙ୍କ ପ୍ରଶଂସକମାନେ ମଧ୍ୟ ପସନ୍ଦ କରୁଛନ୍ତି। କିଛି ଦିନ ପୂର୍ବେ ତାଙ୍କର ବୌଦ୍ଧ ଭିକ୍ଷୁ ରୂପରେ ଏକ ଫଟୋ ସୋସିଆଲ ମିଡିଆରେ ରୋମାଞ୍ଚ ସୃଷ୍ଟି କରିଥିଲା। ଏବେ ତାଙ୍କର ଆଉ ଏକ ଫଟୋ ଇଣ୍ଟରନେଟରେ ଭାଇ-ରାଲ ହେବାରେ ଲାଗିଛି, ଯେଉଁଥିରେ ସେ ‘ମାଲିଙ୍ଗାଙ୍କ’ ଲୁକରେ ନଜର ଆସିଛନ୍ତି। ଏହି ଫଟୋକୁ ଦେଖି କିଛି ଲୋକ ଆଶ୍ଚର୍ଯ୍ୟ ତ କିଛି ଲୋକ ରାଗି ଯାଇଛନ୍ତି। ପୁଣି କିଛି ଲୋକ ଏହି ଫଟୋକୁ ନେଇ ପ୍ରଶ୍ନ ପଚାରୁଛନ୍ତି ।
Dipping yorkers. Slip catches. Helicopter shots. He can do it all…
Presenting MS Malinga.#CWC11Rewind pic.twitter.com/89WxAtmZvy
— #CWC11Rewind (@cricketworldcup) March 15, 2021
ଧୋନିଙ୍କ ମାଲିଙ୍ଗା ଲୁକର ଏହି ଫଟୋ #CWC11Rewind ନାମକ ଟ୍ୱିଟର ଆକାଉଣ୍ଟ ରେ ସେୟାର କରାଯାଇଛି। ଏହା ତଳେ କ୍ୟାପସନରେ ଲେଖା ହେଇଛି, ‘ହେଲିକପ୍ଟର ସଟ୍, ସ୍ଲିପ୍ କ୍ୟାଚ୍, ଡ୍ରପିଂ ୟର୍କର୍ସ , ଇଏ ସବୁକିଛି କରିପାରିବେ’। ଇଏ ହେଉଛନ୍ତି ଏମଏସ ମାଲିଙ୍ଗା। ଏହି ଫଟୋରେ ମହେନ୍ଦ୍ର ସିଂ ଧୋନି ଶ୍ରୀଲଙ୍କାର ଦ୍ରୁତତମ ବୋଲର ଲସିଥ ମାଲିଙ୍ଗାଙ୍କ ପରି ଦେଖାଯାଉଛନ୍ତି। ଏହି ଫଟୋ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇ-ରାଲ ହେବାରେ ଲାଗିଛି । ଯାହାକୁ ଦେଖି ଲୋକମାନେ ବହୁତ ମଜାନେଉଛନ୍ତି। କିଛି ଲୋକ ଫଟୋ ସେୟାର କରିଥିବା ୟୂଜରଙ୍କୁ ପଚାରୁଛନ୍ତି ଯେ ଏହି ଫଟୋକୁ କାହିଁକି ଏମିତି କରିଛ ?
Delete pic.twitter.com/n96FB78G4h
— Apratim Kumar (@Kumar_Ap07) March 15, 2021
Dipping yorkers. Slip catches. Helicopter shots. He can do it all…
Presenting MS Malinga.#CWC11Rewind pic.twitter.com/89WxAtmZvy
— #CWC11Rewind (@cricketworldcup) March 15, 2021
Dipping yorkers. Slip catches. Helicopter shots. He can do it all…
Presenting MS Malinga.#CWC11Rewind pic.twitter.com/89WxAtmZvy
— #CWC11Rewind (@cricketworldcup) March 15, 2021
ଏହି ଭାଇ-ରାଲ ଫଟୋକୁ ଏପର୍ଯ୍ୟନ୍ତ ୧୪ ହଜାରରୁ ଅଧିକ ଲାଇକ ମିଳି ସାରିଲାଣି । ୫୮୦ ରୁ ଅଧିକ ଲୋକ ଏହାକୁ ରିଟ୍ୱିଟ କରିଛନ୍ତି। କିଛି ଲୋକ ଏହି ଫଟୋକୁ ନେଇ ଆଇସିସି କୁ ଗା-ଳି ଦେଉଛନ୍ତି। କହୀରଖୁଛୁ କି ୩୯ ବର୍ଷିୟ ଧୋନି ଆଇପିଏଲ୍ ପାଇଁ ଜୋରଦାର ଅଭ୍ୟାସ କରୁଛନ୍ତି । ଏହାକୁ ନେଇ CSK ଫଟୋ ଏବଂ ଭିଡିଓ ସେୟାର କରିଛି। ଆଇପିଏଲ ଏପ୍ରିଲ ୯ ରୁ ଆରମ୍ଭ ହେବ । ପ୍ରଥମ ମ୍ୟାଚ୍ ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ହେବ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।