ଯାହାର ନିଦ ୩ ରୁ ୫ ଟା ଭିତରେ ଭା-ଙ୍ଗି ଯାଉଛି କଣ ହୋଇଥାଏ? ଜାଣନ୍ତୁ ଏହା ସହିତ ଜଡିତ ଗ-ମ୍ଭୀର ର-ହସ୍ୟ

ବନ୍ଧୁଗଣ ଚାଣକ୍ୟ ନୀତି ଚାଣକ୍ୟଙ୍କ ଦ୍ବାରା ରଚିତ ଏକ ନୀତି ଗ୍ରନ୍ଥ ଅଟେ। ଯେଉଁଥିରେ ଜୀବନକୁ ସୁଖରେ ଏବଂ ସଫଳତା ବନେଇବା ପାଇଁ ଉପଯୋଗ ମାଧ୍ୟମ ଦିଆଯାଇଅଛି। ଏହି ଗ୍ରନ୍ଥର ମୁଖ୍ୟ ବିଷୟ ମାନବ ସମାଜ ଜୀବନର ପ୍ରତ୍ୟକ ବିଷୟର ବ୍ୟବହାରିକ ପ୍ରଥା ଦିଆଯାଇଅଛି। ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ଜ୍ଞାନୀ ଥିଲେ। ଯିଏ ନିଜର ନୀତି ନି-ୟମ ଦ୍ବାରା ଚନ୍ଦ୍ରଗୁପ୍ତଙ୍କୁ ରାଜାଙ୍କ ସିଂହାସନରେ ବସେଇ ଦେଇଥିଲେ। ତେବେ ଜାଣନ୍ତୁ ଚାଣକ୍ୟଙ୍କର କିଛି ଏମିତି ମହତ୍ତ୍ୱପୂର୍ଣ ନିତି ବିଷୟରେ। ଯାହାକୁ ଜୀବନରେ କୌଣସି ନାଁ କୌଣସି ବାଟରେ ଆପଣଙ୍କର କାମରେ ଆସିବ।

 

ତେବେ ବନ୍ଧୁଗଣ ଆଜି ଆମେ ଏହି ପୋଷ୍ଟରେ ଆମେ ଆପଣଙ୍କୁ ଏକ ଏମିତି କଥା ବିଷୟରେ ଆପଣଙ୍କୁ ପରିଚୟ କରାଇବୁ ଯାହାକୁ ଜାଣିଲା ପରେ ଆପଣ ଆ-ଶ୍ଚର୍ଯ୍ୟ ହୋଇଯିବେ। ତେବେ ବନ୍ଧୁଗଣ ଆପଣଙ୍କୁ ଜଣାଇ ଦେଉଛୁ ଯେ ଏହି ବିଷୟରେ ଆପଣଙ୍କ ନିଦ ସହ ଜଡ଼ିତ ଅଟେ। ବନ୍ଧୁଗଣ ଶାସ୍ତ୍ର ଅନୁସାରେ ଏମିତି କୁହାଯାଇଥାଏ କି ଯଦି କୌଣସି ବ୍ୟକ୍ତିର ନିଦ ସକାଳ ୩ ଟାରୁ ୫ ଟା ସମୟ ଭିତରେ ଭା-ଙ୍ଗି ଯାଇଥାଏ ତ ଏହାର ପଛରେ କୌଣସି ନାଁ କୌଣସି ଦୈବଶକ୍ତିର ଇଶାରା ଲୁଚିକି ରହିଥାଏ। ବନ୍ଧୁଗଣ ଏବେ ଏହି କଥାରେ କେତେ ପରିମାଣରେ ସତ ରହିଅଛି। ଏହାତ ଆପଣ ପୁରାପୁରି ପୋଷ୍ଟ ପଢିଲା ପରେ ଜାଣି ପାରିବେ। ତେବେ ଆସନ୍ତୁ ଜାଣିନେବା ଏହି ପୋଷ୍ଟରେ ଥିବା ଲେଖାର ର-ହସ୍ୟ। ବନ୍ଧୁଗଣ ଆଜି ଆମେ ଏହି ପୋଷ୍ଟରେ ଆପଣଙ୍କୁ ଏହି ବିଷୟରେ ସମ୍ପୂର୍ଣ ବିସ୍ତାରରେ ଜଣାଇବୁ। ଏହାର ସମ୍ପୂର୍ଣ ବିଷୟରେ ଜାଣିବା ପାଇଁ ପୋଷ୍ଟଟିକୁ ଶେ-ଷ ପର୍ଯ୍ୟନ୍ତ ପଢନ୍ତୁ।

ବନ୍ଧୁଗଣ କେତେଥର ଏମିତି ହୋଇଥାଏ କି ରାତିକୁ ବହୁତ ଜୋରରେ ନିଘଡ଼ ନିଦରେ ଶୋଇଲା ପରେ ବି ଜଣେ ବ୍ୟକ୍ତିର ନିଦ ହ-ଠାତ ରାତି ମଝିରେ ଖୋଲି ଯାଇଥାଏ ହଁ ପରେ ଲୋକେ ଏହା ସାଧାରଣ କଥା ଭାବି ଅଣ-ଦେଖା କରିଦେଇ ତା ପରେ ଶୋ-ଇ ଯାଇଥାନ୍ତି। କିନ୍ତୁ ଆମେ ଆପଣଙ୍କୁ ଏହା ଜଣେଇ ଦେଉଛୁ କି ଯଦି ଆପଣଙ୍କ ନିଦ ଏମିତି ହ-ଠାତ ଭାଙ୍ଗି ଯାଉଅଛି ତ ଏହା ବାସ୍ତୁବରେ ଜମାବି ସାଧାରଣ କଥା ନୁହେଁ ଏଥି ଲାଗି ଭୁଲରେ ମଧ୍ୟ ଏହାକୁ ଅଣ-ଦେଖା କରିବେ ନାହିଁ।

ମାନେ ଆମେ ସିଧା ଶବ୍ଦରେ କହିବା ତ ଏହାର ପଛରେ ବହୁତ ସାରା ସଂକେତ ଲୁଚି ରହିଥାଏ। ବନ୍ଧୁଗଣ ଏବେ ଏଥିରେ କିଛିବି ସ-ନ୍ଦେ-ହ ନାହିଁ କି ଏହି ଦୁନିଆରେ ପ୍ରତ୍ୟକ ବ୍ୟକ୍ତିଙ୍କ ଜୀବନରେ କୌଣସି ବି ଜିନିଷ ବା ଘ-ଟ-ଣା ବିନା କାରଣରେ ହୋଇନଥିବ। ଏମିତିକି ମଣିଷ ଯେବେ ନିଦରେ ସ୍ୱପ୍ନ ଦେଖିଥାଏ ତ ସେହି ସ୍ୱପ୍ନର ବି କୌଣସି ନାଁ କୌଣସି ମାନେ ନିଶ୍ଚୟ ରହିଥାଏ। ଏଥି ଲାଗି ଆମେ ଆପଣଙ୍କୁ ଜଣାଇବୁ କି ସକାଳ ୩ ଟା ରୁ ୫ ଟା ଭିତରେ ଯଦି ଆପଣଙ୍କର ନିଦ ଭାଙ୍ଗି ଯାଇଥାଏ ତ ନିଦ ଭାଙ୍ଗି ଯିବାର ମାନେ କଣ ହୋଇଥାଏ।

ପ୍ରଥମ କଥା ବନ୍ଧୁଗଣ ମାନ୍ୟତା ଅଛି କି ସକାଳ ୩ ଟା ରୁ ୫ ଟା ଭିତର ସମୟ ଭିତରେ ଏହି ସମୟକୁ ବ୍ରହ୍ମ ମୁହୂର୍ତ୍ତର ସମୟ ବୋଲି କୁହାଯାଇଥାଏ। ଏହି କାରଣ ଅଛି କି ଏହା ଦ୍ବାରା ବହୁତ ସାରା ଅଲୌକିକ ଶକ୍ତି ଗୁଡ଼ିକର ପ୍ରଭାବ ବି ହୋଇଥାଏ। ବନ୍ଧୁଗଣ ଆପଣଙ୍କୁ ଜଣାଇ ଦେଉଛୁ କି ଏହି ଶକ୍ତି ଗୁଡ଼ିକ ଆପଣଙ୍କୁ କେତେ ପ୍ରକାରର ସଂ-କେତ ମଧ୍ୟ ଦେଇଥାଏ। ଏବଂ ଆପଣଙ୍କୁ ଏହିସବୁ କୁ କେବଳ ବୁଝିବା ପାଇଁ ଆବଶ୍ୟକତା ପଡ଼ିଥାଏ। ଏହା ସହ ହିଁ ଆପଣଙ୍କୁ ଏହା ଜାଣିକି ଖୁସି ଲାଗିବ କି ଏହି ଆଲୌ-କିକ ଶକ୍ତି ସବୁ ୩ ଟା ୫ ଟା ସମୟ ଭିତରେ କେବଳ ସେହି ଲୋକମାନଙ୍କୁ ନିଦରୁ ଉଠାଇ ଦେଇଥାଏ। ଯେଉଁମାନଙ୍କ ଏମାନେ ଖୁସି ଦେଖିବାକୁ ଚାହିଁଥାନ୍ତି। ଆଜ୍ଞ ହଁ ବନ୍ଧୁଗଣ ଏହାର ମାନେ ଏହା ଅଟେ କି ଯଦି ଆପଣଙ୍କର ନିଦ ୩ ଟାରୁ ୫ ଟା ଭିତରେ ଖୋଲି ଯାଇଥାଏ ତ ଏହି ଶକ୍ତି ସବୁ ଆପଣଙ୍କୁ ଖୁସି ଦେଖିବା ପାଇଁ ବା ଖୁସି ଦେବା ପାଇଁ ଏହା ଭାର ଦେଇଥାନ୍ତି।

ଦିତୀୟ କଥା। ବନ୍ଧୁଗଣ ଆପଣଙ୍କୁ ଜଣେଇ ଦେଉଛୁ କି ୩ ଟାରୁ ୫ ସମୟ ଭିତରେ ନିଦରୁ ଆଖି ଖୋଲି ଯିବାର ମାନେ ଏହା ଅଟେ କି ଆପଣ ନିଜ ଘରେ ଧନ ସମ୍ମାନର ବୃଦ୍ଧି ହେବାର ଅଛି। ଆପଣଙ୍କର ଏହି ଜୀବନରେ ଆଗକୁ ଆପଣଙ୍କୁ ସଫଳତା ମିଳିବାର ଅଛି। ଏବଂ ଆପଣଙ୍କ ଘରେ ଖୁସି ସବୁ ଆସିବାର ଅଛି ଓ ଏମିତିରେ ସକାଳୁ ଭୋରରୁ ଉଠିବା ବି କେବଳ ଆପଣଙ୍କ ମନ ପାଇଁ ନୁହେଁ ବରଂ ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ବି ବହୁତ ଭଲ କଥା ଅଟେ। କିନ୍ତୁ ସକାଳୁ ଉଠିବା ବି କିଛି ଧାର୍ମିକ ଲାଭ ବି ହୋଇଥାଏ। ପ୍ରକୃତରେ ବନ୍ଧୁଗଣ ଯେଉଁ ଲୋକମାନେ ସକାଳୁ ଉଠିଥାନ୍ତି ନାଁ ସେମାନେ ସବୁବେଳେ ନିଜ ଭିତରେ ଏକ ଫ୍ରେସନେସ ବା ଏକ ତାଜକର ତା-ଜା ରହିବାର ଅନୁଭବ କରିଥାନ୍ତି।

ଏହା ସହିତ ବନ୍ଧୁଗଣ ସକାଳୁ ଭୋରରୁ ଜଲଦି ଉଠୁଥିବା ଲୋକେ ପ୍ରକୃତିର ଭରପୁର ଆନନ୍ଦ ବି ନେଇଥାନ୍ତି। ଏଥି ଲାଗି ଯଦି ଆପଣଙ୍କ ନିଦ ୩ ଟା ରୁ ୫ଟା ସମୟ ଭିତରେ ଖୋଲି ଯାଇଥାଏ ତ ଆପଣ ବାସ୍ତବରେ ଆପଣ ଭାଗ୍ୟଶାଳୀ ଅଟନ୍ତି। ବନ୍ଧୁଗଣ ଏହି ଦୁନିଆରେ ଏମିତି କିଛି ବହୁତ ସାରା ଲୋକେ ଅଛନ୍ତି ଯିଏ ଶାସ୍ତ୍ରରେ କୁହାଯାଇଥିବା କଥା ଉପରେ ଆଦୌ ବିଶ୍ୱାସ କରନ୍ତି ନାହିଁ। ବା ଯିଏ ତାଙ୍କୁ କୁହେ ଯେ ଶାସ୍ତ୍ରରେ ଏମିତି ଲେଖା ଅଛି ବା ଯେଉଁଠି ସେମାନେ ଶୁଣନ୍ତି ସେମାନେ କେବେବି ବିଶ୍ୱାସ କରନ୍ତି ନାହିଁ।

କିନ୍ତୁ ଆମେ ଆପଣଙ୍କୁ ଆପଣଙ୍କ ଜାନକାରି ପାଇଁ ଆପଣଙ୍କୁ ଜଣେଇ ଦେଉଛୁ କି ଶାସ୍ତ୍ରରେ କୌଣସି ବି କଥା ବିନା କାରଣରେ କି ବିନା ଉଦେଶ୍ୟରେ କୁହାଯାଇ ନଥାଏ। ଆଜ୍ଞ ହଁ ବନ୍ଧୁଗଣ ଶାସ୍ତ୍ର ଅନୁସାରେ ଯେଉଁ ଲୋକମାନେ ୩ ଟାରୁ ୫ ଟା ସମୟ ଭିତରେ ଉଠି ଯାଇଥାନ୍ତି ବା ଯାହାଙ୍କର ନିଦ ଏହି ୩ ଟାରୁ ୫ ଟା ସମୟ ଭିତରେ ହଠାତ ଖୋଲି ଯାଇଥାଏ ତ ସେହି ଲୋକମାନେ ବାସ୍ତବରେ ଭାଗ୍ୟଶାଳୀ ହୋଇଥାନ୍ତି।

ଏବଂ ଯେଉଁମାନେ କଲେଜ ବା ସ୍କୁଲରେ ପାଠ ପଢ଼ୁଛନ୍ତି ମାନେ ବିଦ୍ୟାର୍ଥୀ ମାନଙ୍କ କଥା କହୁଛୁ। ଯଦି ବନ୍ଧୁଗଣ ବିଦ୍ୟାର୍ଥୀ ମାନେ ଏହି ୩ ଟାରୁ ୫ ଭିତରେ ନିଦରୁ ଉଠି ଯଦି ଏହି ସମୟ ଭିତରେ ନିଜର ପାଠ ପଢ଼ନ୍ତି ତ ଏହି ସମୟଟି ତାଙ୍କ ପାଇଁ ଅତ୍ୟନ୍ତ ଫଳଦାୟୀ ହୋଇଥାଏ। କାହିଁକିନା ଏହି ସମୟରେ ଉଠି ଯଦି ସେମାନେ ପାଠ ପଢିବେ ତ ସେମାନେ ଯାହାବି ପଢିବେ ସେହି ପାଠଟି ତାଙ୍କ ମୁଣ୍ଡରେ ବହୁତ ଭଲ ଭାବରେ ମନେ ରହିଯାଇଥାଏ।ସେମାନେ ଏହି ପାଠକୁ କେବେବି ଭୁଲନ୍ତି ନାହିଁ। ତେଣୁ ଆମେ ତ କହିବୁ ବିଦ୍ୟାର୍ଥୀ ମାନେ ଯଦି ଏହି ସମୟରେ ଉଠିକି ନିଜର ପାଠ ପଢିବେ ତ ତାଙ୍କ ପାଇଁ ଏହା ଅତ୍ୟନ୍ତ ଫଳଦାୟୀ ହୋଇଥାଏ।

Leave a Reply

Your email address will not be published. Required fields are marked *