ସୋସିଆଲ ମିଡିଆ (Social Media) ରେ ଗୋଟିଏ ଛୁଆର ଭିଡିଓ ଜୋରରେ ଭାଇ-ରାଲ ହେଉଛି। ଛୁଆଟି ଜାଣିଶୁଣି କବାଟରେ ନିଜ ପାଦ ପ-ଶେ-ଇ ଦେଇଥିଲା ଏବଂ କା-ନ୍ଦି-ବାର ଅଭିନୟ କରିବାକୁ ଲାଗିଥିଲା। ଧ୍ୟାନ ପାଇବା ପାଇଁ ଛୁଆଟି ପାଦ କବାଟରେ ପଶେଇ ଥିଲେ।
ସୋସିଆଲ ମିଡ଼ିଆ (Social Media)ରେ ଗୋଟିଏ ଛୁଆର ଭିଡିଓ ଜୋରରେ ଭାଇ-ରାଲ ହେଉଛି। ଏହି ଭିଡିଓକୁ ଦେଖିଲେ ଆପଣ ମଧ୍ୟ ହସିହସି ଗଡିଯିବେ। ଛୁଆଟି ଜାଣିଶୁଣି କବାଟରେ ନିଜ ପାଦ ପ-ଶେଇ (Kid Stuck His Foot in The Door) ଦେଇଥିଲା ଏବଂ କା-ନ୍ଦି-ବାର ଅଭିନୟ କରିବାକୁ ଲାଗିଥିଲା। ଧ୍ୟାନ ପାଇବା ପାଇଁ ଛୁଆଟି ପା-ଦ କବା-ଟରେ ପଶେଇ ଥିଲେ। ଏହି ଭିଡିଓକୁ ଦେଖି ଆଇପିଏସ ଅଫିସର ଦୀପାଂଶୁ କାବରା (IPS Officer Dipanshu Kabra) ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ସେ ମଧ୍ୟ ମଜାଦାର ପ୍ରତିକ୍ରିୟା ଦେଇଛନ୍ତି।
ଭିଡ଼ିଓରେ ଦେଖା ଯାଉଛି କି ଛୁଆଟି ଧିରେଧିରେ ନିଜ ପାଦକୁ କବାଟରେ ପ-ଶେ-ଇ ଦେଉଛି ଏବଂ ଜୋର-ଜୋରରେ କା-ନ୍ଦି-ବାକୁ ଲାଗୁଛି। ଏମିତି ଲାଗୁଛି କି ଯେମିତି ବ-ନ୍ଦ ହେବା ସମୟରେ କବାଟରେ ତା ପାଦ ପ-ଶି ଯାଇଥିଲା। କିନ୍ତୁ ବାସ୍ତବ କଥା ଏହା ହେଉଛି କି ସେ ନିଜ ପାଦ ଜାଣିଶୁଣି ପ-ଶେ-ଇଥିଲା।
ଆଇପିଏସ ଭିଡିଓ ସେୟାର କରିବା ସମୟରେ କ୍ୟାପଶନରେ ଲେଖିଛନ୍ତି, ‘ଜନ୍ମିତ ବ୍ୟାକବେଞ୍ଚର’।
https://twitter.com/ipskabra/status/1370711545009737734?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1370711545009737734%7Ctwgr%5E%7Ctwcon%5Es1_&ref_url=https%3A%2F%2Fndtv.in%2Fzara-hatke%2Fkid-stuck-his-foot-in-the-door-and-started-acting-crying-funny-video-is-gone-viral-on-social-media-2390993
ଏହି ଭିଡିଓକୁ ସେ ୧୩ମାର୍ଚ୍ଚରେ ସେୟାର କରିଥିଲେ, ଯାହାର ଏପର୍ଯ୍ୟନ୍ତ ୭ହଜାରରୁ ଅଧିକ ଭ୍ୟୁ ହୋଇ ସାରିଛନ୍ତି, ଏହା ସହିତ ୮୦୦ରୁ ଅଧିକ ଲାଇକ ଏବଂ ୮୦ରୁ ଅଧିକ ରୀ-ଟୁଇଟ ହୋଇ ସାରିଛି। ଲୋକମାନଙ୍କୁ ଏହି ଭିଡିଓ ବହୁତ ମଜାଦାର ଲାଗୁଛି। କମେଣ୍ଟ ସେକସନରେ ଲୋକମାନେ ମଜାଦାର ପ୍ରତିକ୍ରିୟା ଦେଉଛନ୍ତି…
https://twitter.com/Nirajdhuper2006/status/1370754332954566657?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1370754332954566657%7Ctwgr%5E%7Ctwcon%5Es1_&ref_url=https%3A%2F%2Fndtv.in%2Fzara-hatke%2Fkid-stuck-his-foot-in-the-door-and-started-acting-crying-funny-video-is-gone-viral-on-social-media-2390993
https://twitter.com/Tanushrimishra3/status/1370721746307969024?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1370721746307969024%7Ctwgr%5E%7Ctwcon%5Es1_&ref_url=https%3A%2F%2Fndtv.in%2Fzara-hatke%2Fkid-stuck-his-foot-in-the-door-and-started-acting-crying-funny-video-is-gone-viral-on-social-media-2390993
https://twitter.com/Dayalveersingh6/status/1370731373883887621?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1370731373883887621%7Ctwgr%5E%7Ctwcon%5Es1_&ref_url=https%3A%2F%2Fndtv.in%2Fzara-hatke%2Fkid-stuck-his-foot-in-the-door-and-started-acting-crying-funny-video-is-gone-viral-on-social-media-2390993
Bahut hosiyar hai sir ye #baccha
— Lucky Yadav (@LuckyYa58238004) March 13, 2021