ମହିଳାମାନେ କାହାଠାରୁ କମ ନୁହନ୍ତି
ମହିଳାମାନେ ପୁରୁଷଙ୍କ ବରାବର ଅଟନ୍ତି, କି ନାହିଁ। ଏହି କଥାକୁ ନେଇ ବହୁତ ଚର୍ଚ୍ଚା ହୋଇଥାଏ। ପ୍ରତ୍ୟେକ ଦେଶରେ ଏହାକୁ ନେଇ କଥା ଉଠିଥାଏ। କିନ୍ତୁ ନେପାଳରେ ଗୋଟିଏ ପ୍ରକାରରେ ଏହା ଉପରେ କଥା ହୋଇଥାଏ। ଏଠାରେ ଏକ ଆୟୋଜନ ହୋଇଥାଏ। ଏଥିରେ ମହିଳାମାନେ ନିଜର ଦ-ମ ଦେଖାଇଥାନ୍ତି। ଏହା ଏଥିପାଇଁ ହୋଇଥାଏ ଯାହାଫଳରେ ସେମାନେ ଏହା ପ୍ର-ମା-ଣ କରିପାରିବେ କି ସେମାନେ ପୁରୁଷଙ୍କ ଠାରୁ କମ ନୁହନ୍ତି।
ଗୋଟିଏ ଦୌଡ଼ ହୋଇଥାଏ ଏମିତି
ଇଣ୍ଡିଆ ଟାଇମ୍ସ ମୁତାବକ, ଏହା ଆନ୍ତରାଷ୍ଟ୍ରିୟ ମହିଳା ଦିବସର ସୁ-ଯୋ-ଗରେ ଦେଖିବାକୁ ମିଳିଥିଲା।ଏହା ନେପାଳର ଦେବଘାଟ ଗାଁରେ କରା ଯାଇଥିଲା। ଏହି ବିଶେଷ ଦୌଡ଼ରେ ମହିଳାମାନେ ନିଜ ସ୍ଵାମୀ ମାନଙ୍କୁ ପିଠିରେ ଉଠାଇ ଦୌଡ଼ୁଥିବାର ଦେଖାଯାଇଛି।
୧୬ଜଣ କପଲ୍ସ ଏଥିରେ ଭାଗ ମଧ୍ୟ ନେଇଥିଲେ
Interesting Race: Running Competition carrying husband on the back at Devghat Rural Municipality on the occasion of International Women's Day.
Pic:Devghat Rural Municipality Office pic.twitter.com/4iONKJviml
— Routine of Nepal banda (@RONBupdates) March 8, 2021
ସମାନତା ବିଷୟରେ ସଚେତନତା ବଢ଼ାଇବା ପାଇଁ କରାଯାଇଥିବା ଏହି ଦୌଡ଼ ଏକ ସ୍କୁଲରେ ଆୟୋଜନ କରାଯାଇଥିଲା। ଏହି ୧୦୦ମିଟର ମାରାଥନରେ ବିଭିନ୍ନ ବୟସର ୧୬ଜଣ ଯୋଡ଼ି ଅଂଶଗ୍ରହଣ କରିଥିଲେ। ଜଣେ ମହିଳା କହିଛନ୍ତି କି ସମସ୍ତେ ନିଜ ସ୍ଵାମୀ ମାନଙ୍କୁ ପିଠିରେ ଲଦି ଦୌଡ଼ିବାକୁ ଲାଗିଥିଲେ। ସେମାନେ କହିଥିଲେ, ‘ମୁଁ ବହୁତ ସାହାସ ଏବଂ ନିଷ୍ଠାର ସହିତ ଏଠାକୁ ଆସିଛି। ଯଦିଓ ମୁଁ ଜିତି ପାରିନାହିଁ, କିନ୍ତୁ ମୋତେ ଖୁସି ଲାଗୁଛି କି ମୁଁ ଏଥିରେ ଅଂଶ ଗ୍ରହଣ କରି ପାରିଥିଲି। ଏହା ମୋ ପାଇଁ ମହିଳାମାନଙ୍କର ପ୍ରାଥମିକତା ଏବଂ ସମ୍ନାନର କଥା ଅଟେ।’
ସାହସ ଦେଖାଇବା ପାଇଁ ସୁଯୋଗ ମିଳିଥିଲା
ନେପାଳର ରାଜଧାନୀ କାଠମାଣ୍ଡୁରୁ ୧୫୦କିଲୋମିଟର ଦୂରରେ ଏହି ଦୌଡ଼ ଆୟୋଜନ କରାଯାଇଥିଲା। ଏହାକୁ ଦେଖିବା ପାଇଁ ବହୁତ ସଂଖ୍ୟାରେ ଲୋକ ପହଁଞ୍ଚିଥିଲେ। ଯେଉଁମାନେ ଏଥିରେ ଭାଗ ନେଇଥିଲେ ସେମାନଙ୍କୁ ପ୍ରମାଣ ପତ୍ର ମଧ୍ୟ ଦିଆଯାଇଛି। ସେମାନଙ୍କ ଅଂଶଗ୍ରହଣର ପ୍ରଶଂସା ମଧ୍ୟ କରାଯାଇଛି। ଦୁର୍ଗା ବାହାଦୁର ଥାପା (Durga Bahadur Thapa) ଦୌଡର ଆୟୋଜକ ଥିଲେ, ସେ କହିଛନ୍ତି କି ଏହି ବିଶେଷ ଖେଳର ଉଦେଶ୍ୟ କେବଳ ଏହା ଦେଖାଇବାର ଅଛି କି ମହିଳାମାନେ ମଧ୍ୟ ପୁରୁଷମାନଙ୍କ ବରାବର ଅଟନ୍ତି।ରେସରେ ଭାଗ ନେଇଥିବା ଲୋକଙ୍କୁ କୈାଣସି ପୁରସ୍କାର ଦିଆଯାଇ ନାହିଁ, ସେମାନଙ୍କୁ କେବଳ ଗୋଟିଏ ପ୍ରମାଣ ପତ୍ର ମିଳିଛି।
ଯାହାଫଳରେ ବଦଳିବ ଲୋକମାନଙ୍କର ଭାବନା
ଥାପା ଆଗକୁ କହିଥିଲେ କି ଏହି ଖେଳରେ ମହିଳାମାନଙ୍କୁ ପୁରୁଷଙ୍କ ତୁଳନାରେ ନିଜ ଶାରୀରିକ ଶକ୍ତିର ପ୍ରଦର୍ଶନ କରିବା ପାଇଁ ସୁ-ଯୋ-ଗ ମିଳିଥିଲା। ସେ କହିଛନ୍ତି, ‘ପ୍ରଥମେ ମହିଳାମାନଙ୍କୁ ନେଇ କେବଳ ଏହା ଚିନ୍ତା କରାଯାଉଥିଲା କି ସେମାନଙ୍କୁ ନିଜ ସ୍ବାମୀଙ୍କ ଘରକୁ ଯାଇ ଘରୋଇ କାମକାର୍ଯ୍ୟ କରିବାର ଅଛି। କିନ୍ତୁ ବର୍ତ୍ତମାନ ଦୁନିଆ ବଦଳିଛି। ମହିଳାମାନେ ଏହା ପ୍ରମାଣ କରି ଦେଉଛନ୍ତି କି ସେମାନେ ପୁରୁଷଙ୍କ ଠାରୁ କୈାଣସି ବି ଘ-ଟ-ଣା-ରେ ପଛରେ ନାହାନ୍ତି। ଏହି ଘ-ଟ-ଣା ମାଧ୍ୟମରେ ଅନ୍ୟମାନଙ୍କୁ ଗୋଟିଏ ସୂଚନା ଦିଆଯାଉଛି କି ମହିଳାମାନେ ମଧ୍ୟ ସକ୍ଷମ ଅଟନ୍ତି ଏବଂ ପୁରୁଷମାନଙ୍କ ତୁଳନାରେ କୈାଣସି ବି ପ୍ରକାରେ କମ ନୁହନ୍ତି।
ଏହା ଦେଖନ୍ତୁ ରେସର ଭିଡିଓ
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।