ପିରିଅଡର କେତେଦିନ ପରେ ପ୍ରେଗନେନ୍ଟ ହୁଅନ୍ତି?

ବନ୍ଧୁଗଣ ଯଦି ଆପଣ ପ୍ରେଗନେନ୍ସି ପାଇଁ ଚେଷ୍ଟା କରୁଛନ୍ତି ତେବେ ପିରିଅଡର ହେବାର କେତେଦିନ ଭିତରେ ସମ୍ପର୍କ ରଖିଲେ ଶୀଘ୍ର ପ୍ରେଗନେନ୍ଟ ହୋଇପାରିବେ। ଏହା ବ୍ୟତିତ ଏଥିରେ ଆପଣ ଜାଣି ପାରିବେ ଯେ ପ୍ରେଗନେନ୍ସି ପାଇଁ ପ୍ଲାନିଂ କରିବା ପୁର୍ବରୁ ଆପଣ ନିଜ ଶରୀରକୁ କେମିତି ପ୍ରେଗନେନ୍ସି ପାଇଁ ରେଡି କରିପାରିବେ। ତେବେ ଆସନ୍ତୁ ଜାଣିବା ଆଜିର ପୋଷ୍ଟ।

ସାଧାରଣତଃ ପ୍ରତ୍ୟକ ମହିଳାଙ୍କ ମାସିକ ଋତୁ ଚକ୍ର ଭିତରେ ଗୋଟେ ଫାଟାଇଲ ପିରିୟଡ଼ ରହିଥାଏ ଏହି ଫାଟାଇଲ ସମୟ ଆପଣଙ୍କ ପିରିୟଡ଼ ସାଇଟରେ ବା ଋତୁ ଚକ୍ର ମଧ୍ୟରେ ଆସିଥାଏ। ଯଦି ଆପଣ ଏହି ସମୟରେ ସମ୍ପର୍କ ରଖିବେ ତେବେ ପ୍ରେଗନେନ୍ସି ରହିବାର ଚାନାସ ବହୁତ ଅଧିକ ରହିଥାଏ। ଏହି ଫାଟାଇଲ ପିରିୟଡ଼ ପୁର୍ବରୁ କିମ୍ବା ପରେ ସମ୍ପର୍କ ରଖିଲେ ପ୍ରେଗନେନ୍ସି ରହିନଥାଏ। ପ୍ରତ୍ୟକ ମାସିକ ଧର୍ମ ବା ପିରିୟଡ଼ ସମ୍ପର୍କରେ ମହିଳାଙ୍କ ଓଭାରେ ବା ଅଣ୍ଡା ଶୟରୁ ଗୋଟେ ଅଣ୍ଡା ବାହାରି ଥାଏ। ଏହି ଅଣ୍ଡା ବାହାରିବାର ଦୁଇ ଦିନ ପୁର୍ବରୁ କିମ୍ବା ଅଣ୍ଡା ବାହାରିବା ସମୟରେ ଯଦି ସମ୍ପର୍କ ରଖାଯାଏ ତେବେ ପ୍ରେଗନେନ୍ଟ ହେବାର ସମ୍ଭାବନା ୧୦୦% ହୋଇଥାଏ।

ଏହି ସମୟକୁ ଫାଟାଇଲ ପିରିୟଡ଼ ବୋଲି କୁହାଯାଏ। ଏହି ଅଣ୍ଡା ବାହାରିବା ପ୍ରକ୍ରିୟାକୁ ଓଭିନେସଲ ବୋଲି କୁହାଯାଏ। ନିଜର ଫାଟାଇଲ ପିରିୟଡ଼ସ କେମିତି ଜାଣିବେ? ଯଦି ଆପଣଙ୍କ ପିରିୟଡ଼ ରେଗୁଲାର ହେଉଥାଏ ଅର୍ଥାତ ୨୮ ରୁ ୩୦ ଦିନର ବ୍ୟବଧାନରେ ହେଉଥାଏ ତେବେ ଆପଣଙ୍କ ଓଭିନେସାଲ ବା ଅଣ୍ଡା ବାହାରିବାର ସମୟ ପିରିୟଡ଼ର ଅଧା ସମୟ ଅର୍ଥାତ ୧୪ ରୁ ୧୫ ଦିନ ଭିତରେ ଆସିଥାଏ। ଯେଉଁଦିନ ପିରିୟଡ଼ ଆରମ୍ଭ ହୁଏ ସେହି ଦିନକୁ କ୍ୟାଲେଣ୍ଡାରରେ ମାର୍କ କରନ୍ତୁ। ସେହି ଦିନକୁ ସାଇକଲର ପ୍ରଥମ ଦିନ ଧରାଯାଇଥାଏ। ଯଦି ଆପଣଙ୍କ ପିରିୟଡ଼ ୨୮ ଦିନ ବ୍ୟବଧାନରେ ହେଉଥାଏ ତେବେ ଆପଣ ସମ୍ପର୍କ ରଖିବାକୁ ଚେଷ୍ଟା ରଖିବେ ଏହି ସମୟରେ ପ୍ରେଗନେନ୍ଟ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଆଉ ମନେ ରଖିବେ କି ଏହି ସମୟରେ ଆପଣ ଦିନେ ଛାଡ଼ି ଦିନେ ସମ୍ପର୍କ ରଖିବେ। ଏହା ଦ୍ବାରା ପ୍ରେଗନେନ୍ଟ ହେବାର ସମ୍ଭାବନା ଯଥେଷ୍ଟ ରହିଥାଏ।

ଯଦି ଆପଣଙ୍କର ପିରିୟଡ଼ ସାଇଟରେ ଇରେଗୁଲାର ଥାଏ ତେବେ କଣ କରିବେ। ଯଦି ଆପଣଙ୍କ ଇରେଗୁଲାର ପିରିୟଡ଼ ହେଉଥାଏ ଅର୍ଥାତ ୨୮ ରୁ ୩୦ ଦିନ ବଦଳରେ ଅଲଗା ଅଲଗା ଦିନର ବ୍ୟବଧାନରେ ପିରିୟଡ଼ ହେଉଥାଏ ତେବେ ଓଭିନେସାଲରେ ଏବଂ ଫାଟାଇଲ ପିରିୟଡ଼ସ କେମିତି ଜାଣିବେ। ଯଦି ଆପଣଙ୍କର ଏହି ସମସ୍ୟା ଥାଏ ତେବେ ଆପଣ ଗୋଟିଏ କ୍ୟାଲେଣ୍ଡାରରେ ନିଜର ପିରିୟଡ଼ର ଦିନ ଗୁଡିକୁ ଚିନ୍ହତ କରନ୍ତୁ। ଯେଉଁଦିନ ପ୍ରଥମ ମାସ ପିରିୟଡ଼ ହେଲା ସେହିଦିନକୁ ମାର୍କ କରନ୍ତୁ। ପୁଣି ଦିତୀୟ ମାସ ପିରିୟଡ଼ର ପ୍ରଥମ ଦିନକୁ ମାର୍କ କରନ୍ତୁ।

ଏମିତି ତିନି ମାସର ରେକର୍ଡ ରଖିଲେ ଆପଣ ଜାଣିପାରିବେ ଯେ ଆପଣଙ୍କ ପିରିୟଡ଼ କେତେ ଦିନର ବ୍ୟବଧାନରେ ହେଉଛି। ଏହି ତିନି ମାସର ବ୍ୟବଧାନକୁ କାଲକୁଲେଟ କରି ତାହାର ରେଗୁଲାର ବାହାର କରନ୍ତୁ ।ଅର୍ଥାତ ତିନୋଟି ପିରିୟଡ଼ର ବ୍ୟବଧାନକୁ ମିଶାଇ ତିନି ଦ୍ବାରା ଭାଗ କଲେ ଆପଣ ଗୋଟିଏ ପିରିୟଡ଼ର ହାରାହାରି ବ୍ୟବଧାନ ଜାଣି ପାରିବେ। ଇରେଗୁଲାର ହେଉଥିବା ପିରିୟଡ଼ ମହିଳା ମାନେ ପିରିୟଡ଼ ହେବା ଦିନ ଠାରୁ ୧୦ ଦିନ ଛାଡ଼ି ୧୮ ଦିନ ଯାଏଁ ସମ୍ପର୍କ ରଖିଲେ ପ୍ରେଗନେନ୍ଟ ହେବାର ସମ୍ଭାବନା ଅଧିକ ରହିଥାଏ।

ଓଭିନେସାଲ ହେବାର ଲକ୍ଷଣ। ଓଭିନେସାଲ ଅର୍ଥାତ ଡ଼ୀମ୍ଵ ବାହାରିବା ସମୟରେ ଶରୀରରେ କିଛି ପରିବର୍ତନ ମଧ୍ୟ ମିଳିଥାଏ ଯାହା ଦ୍ବାରା ଆପଣ ସମ୍ପର୍କ ରଖିବାର ସଠିକ ସମୟ ମଧ୍ୟ ଜାଣିପାରିବେ। ଯେତେବେଳେ ଓଭିନେସାଲ ସମୟ ପାଖେଇ ଆସୁଥିବ ବା ଓପିନେସଲ ହୋଇଥିବ ସେତେବେଳେ ଯେଉଁ ଡିସଚାର୍ଜ ବାହାରିଥାଏ ତାହା କ୍ଲିୟର, ସ୍ଲୀପାରି ଏବଂ ସ୍ଟ୍ରେଜି ଟାଇପର ହୋଇଯାଇଥାଏ। ଓଭିନେସନ ପରେ ଶରୀରରେ ତାପମାତ୍ରାରେ ସାମାନ୍ୟ ପରିଲଖିତ ହୋଇଥାଏ।

ଆପଣ ଯଦି ଥର୍ମମିଟରରେ ଟେମ୍ପରଚର ମାପିବେ ଏହା ନର୍ମାଲ ଠାରୁ ଅଧିକ ରହିଥାଏ। ଏଥିରୁ ମଧ୍ୟ ଆପଣ ଜାଣିପାରିବେ ଯେ ଓଭିନେସଲ ହୋଇଛି ବୋଲି। ଏବଂ ଆପଣ ଏହି ସମୟରେ ସମ୍ପର୍କ ରଖି ପାରିବେ। ଏହା ବ୍ୟତିତ ମେଡିସିନ ଷ୍ଟୋରରେ ମଧ୍ୟ ଓଭିନେସଲ କିକ ମଧ୍ୟ ମିଳୁଛି। ଏହା ଦ୍ବାରା ଜାଣିପାରିବେ ଯେ କେଉଁ ଦିନ ଆପଣଙ୍କ ଓଭିନେସଲ ହେଉଛି। ଆଜିକାଲି ଅଧିକାଂଶ ମହିଳାଙ୍କ ଠାରେ ପୋଲିକଏସିଟ ଅଭାରି ସିଡ଼ମ ବା olsର ସମସ୍ୟା ରହୁଛି। ଶରୀରର ହର୍ମମନର ଇନବାଲାନ୍ସ ହେଲେ ପିସି ols ହୋଇଥାଏ।

ପିସି ols ଯୋଗୁ ପିରିୟଡ଼ସ ସାଇକଲ ଇରେଗୁଲାର ହୋଇଥାଏ। ଯଦି ପିସି ols ଯୋଗୁ ପିରିୟଡ଼ ଇରେଗୁଲାର ହେଉଥାଏ ତେବେ ବିଭିନ୍ନ ପ୍ରକାର ଉପାୟ ଦ୍ବାରା ଏହାକୁ ଠିକ କରାଯାଇଥାଏ। କିନ୍ତୁ ଏହିସବୁ କାମ ଭଲ ଗାଇନିଂଙ୍କ ଦ୍ବାରା ଚେକପ କରାଯିବା ଦରକାର।ପ୍ରେଗନେନ୍ସି ଉପରେ ବୟସର ପ୍ରଭାବ। ଓଭିନେସନ ଏଫ ଫର୍ମମେସନ ଏବଂ ପ୍ରେଗନେନ୍ସି ମହିଳାଙ୍କ ବୟସ ଉପରେ ନିର୍ଭର କରିଥାଏ।

ମହିଳାଙ୍କ ବୟସ ବଢିବା ସଙ୍ଗେ ସଙ୍ଗେ ଓଭାର ଥିବା ଅଣ୍ଡାର ପରିମାଣ କମିବାକୁ ଲାଗିଥାଏ। ତେଣୁ ମେରେଜ ପରେ ଅଧିକ ସମୟ ନନେଇ ଅତି ବେଶିରେ ୩୫ ବର୍ଷ ବୟସ ଭିତରେ ପ୍ରେଗନେନ୍ସି ପ୍ଲାନ କରିବା ନିହାତି ଜରୁରୀ ହୋଇଥାଏ। ପ୍ରେଗନେନ୍ସି ଉପରେ ମିସ କେରେଟ ଓ ଅପରେସନର ପ୍ରଭାବ। ଯଦି ଆପଣଙ୍କର ଆଗରୁ ମିସକ୍ୟରେଟ କିମ୍ବା ଅପରେସନ ହୋଇଥାଏ ତେବେ ମଧ୍ୟ ଆପଣଙ୍କର ପରବର୍ତୀ ପ୍ରେଗନେନ୍ସିରେ ସ-କ୍ସେସ ଫୁଲ ଆଉଟର ଯଥେଷ୍ଟ ସମ୍ଭାବନା ରହିଛି। କିନ୍ତୁ ଡିସକେରେଜ କିମ୍ବା ଅପରେସନ ହୋଇଥିଲେ ପରବର୍ତୀ ପ୍ରେଗନେନ୍ସି ପାଇଁ ପ୍ଲାନ କରିବା ମଧ୍ୟରେ ୩ ମାସର ଗ୍ୟାଭ ରଖିବା ଜରୁରୀ ହୋଇଥାଏ। ଏହି ସମୟରେ ଆପଣଙ୍କ ଶରୀର ପରବର୍ତୀ ପ୍ରେଗନେନ୍ସି ପାଇଁ ପ୍ରିପିଆର ହୋଇଥାଏ।

ପ୍ରେଗନେନ୍ସି ପୁର୍ବରୁ ଶରୀରର ଓଜନ। ପ୍ରେଗନେନ୍ସି ପାଇଁ ପ୍ଲାନିଂ କରିବା ପୁର୍ବରୁ ଏହା ଜରୁରୀ ହୋଇଥାଏ ଯେ ଆପଣ ଗୋଟିଏ ପ୍ରପର ବଡ଼ି ୱେଟ ମେଣ୍ଟନ କରନ୍ତୁ। ଏହାକୁ ଜାଣିବା ପାଇଁ B M I ବା ବଡ଼ିମାସ ଇଣ୍ଡେକସ ବାହାର କରିବାକୁ ହୋଇଥାଏ। B M I ହେଉଛି ଶରୀରର ଓଜନ ଏବଂ ଉଚ୍ଚତାର ଅନୁପାତ। ଯଦି ଆପଣଙ୍କ B M I ୧୮ ରୁ ୨୩ ମଧ୍ୟରେ ରହୁଛି ତେବେ ଆପଣଙ୍କର ଓଜନ ଠିକ ରହିଛି। ଯଦି କୌଣସି ମହିଳାଙ୍କ B M I ୨୫ ରୁ ଅଧିକ ରହୁଛି ତେବେ ସେ ଓଭର ୱେଟ ଅଛନ୍ତି ଯଦି B M I ୩୦ ରୁ ଅଧିକ ଅଛି ତେବେ ମୋଟାପଣ ଅଛି।

ତେବେ ଏମିତି କ୍ଷେତ୍ରରେ ପ୍ରେଗନେନ୍ଟ ହେବାର ସମୟ ଲାଗିପାରେ। ଏବଂ ପ୍ରେଗନେନ୍ସିରେ ମିସକ୍ୟରେଟ ଏବଂ ଅପରେସନର ରି-କ୍ସ ବଢ଼ିଯାଇଥାଏ। ପ୍ରେଗନେନ୍ସି ପୁର୍ବରୁ ପ୍ରିସ ରିମ। ଯଦି ଆପଣ ପ୍ରେଗନେନ୍ସି ପାଇଁ ପ୍ଲାନ କରୁଛନ୍ତି ତେବେ ଏହା ଜରୁରୀ ହୋଇଥାଏ ଯେ ଆପଣ ପ୍ରଥମେ ଜଣେ ଡାକ୍ତରଙ୍କ ପାଖକୁ ଯାଇ ପ୍ରିସରିମ କରାନ୍ତୁ। ସେ କିଛି ଟେଷ୍ଟ ଯଥା ଗର୍ଭାଶୟର ମୁହଁରେ କ୍ୟାନ୍ସର ଟେଷ୍ଟ କରାଯାଇଥାଏ।

ଏହା ପ୍ରତ୍ୟକ ମହିଳାଙ୍କୁ କରାଇବା ନିହାତି ଜରୁରୀ ହୋଇଥାଏ। ଏହା ବ୍ୟତିତ ବ୍ଲଡ଼ଗ୍ରୁପ ଟେଷ୍ଟ କରାଯାଇଥାଏ। ଯଦି ନେଗେଟିଭ ବ୍ଲଡ଼ଗ୍ରୁପ ଥାଏ ତେବେ ମଧ୍ୟ ଏହାର ପ୍ରଭାବ ପ୍ରେଗନେନ୍ସିରେ ପଡ଼ିଥାଏ। ଏହା ବ୍ୟତିତ ଲିଭାର ଫାଙ୍କସନ ଟେଷ୍ଟ, କୁଡ୍ନୀ ଫାଙ୍କସନ ଟେଷ୍ଟ,ବ୍ଲଡ଼ ଗ୍ଲୋସ ଟେଷ୍ଟ, ଥାଇରେଡ ଟେଷ୍ଟ ଯଥା t3 ଏବଂ t4 ଟେଷ୍ଟ କରିବା ଜରୁରୀ ହୋଇଥାଏ। ଏହା ବ୍ୟତିତ କିଛି ଇଫେକସନ କ୍ଲିନି କରାଯାଇଥାଏ।ଯଥା ଏଚ ଆଇ ଭି ଟେଷ୍ଟ, ହିପାଟାଇଟ B ହିପାଟାଇଟ C ପ୍ରେଗନେନ୍ସି ପୁର୍ବରୁ ଫୋଲିକ ଏସିଡ଼ର ଆବଶ୍ୟକତା ଅଛି।

ପ୍ରେଗନେନ୍ସି ପୁର୍ବରୁ ଫୋଲିକ ଏସିଡ଼ର ମେଡିସିନ ଖାଇବା ଜରୁରୀ ହୋଇଥାଏ। କାରଣ ଶିଶୁର ବ୍ରେନ ଏବଂ ଥାଇରେଡକୋଡ଼ର ବିକାଶ ପାଇଁ ଫୋଲିକ ଏସିଡ଼ର ଆବଶ୍ୟକତା ଅଛି। ଏହି ଡେଭ୍ଲୋପମେଣ୍ଟ ପ୍ରେଗନେନ୍ସିର ୩ ମାସ ଭିତରେ ହୋଇଥାଏ। ଯେତେବେଳେ କି ଆପଣଙ୍କୁ ଜଣା ପଡ଼ିନଥାଏ ଯେ ଆପଣ ପ୍ରେଗନେନ୍ଟ ଅଛନ୍ତି ତେଣୁ ଆପଣ ପ୍ରେଗନେନ୍ସି ପାଇଁ ପ୍ଲାନ କରିବ ସମୟରୁ ହିଁ ଫୋଲିକ ଏସିଡ଼ ଟେବ୍ଲେଟ ଖାଇବା ଆରମ୍ଭ କରନ୍ତୁ। ଫୋଲିକ ଏସିଡ଼କୁ ପ୍ରେଗନେନ୍ସିର ଏକ ମାସ ପୁର୍ବରୁ ଆରମ୍ଭ କରି ପ୍ରଥମ ୩ ମାସ ପର୍ଯ୍ୟନ୍ତ ଖାଇବାକୁ ହୋଇଥାଏ।

Leave a Reply

Your email address will not be published. Required fields are marked *