ନିଜର ଚିକିତ୍ସା କରିବା ପାଇଁ ନିଜେ କ୍ଲିନିକରେ ପହଞ୍ଚିଲା ଘା-ଇଲା କୁକୁର, ଷ୍ଟାଫ ମଧ୍ୟ ହୋଇଗଲେ ଆଶ୍ଚର୍ଯ୍ୟ

ଗୋଟିଏ ଘାଇଲା କୁକୁର ନିଜର ଚିକିତ୍ସା କରିବା ପାଇଁ ନିଜେ ଡାକ୍ତରଙ୍କ ପାଖରେ ପହଞ୍ଚି ଯାଇଥିଲା ଏବଂ ନିଜର କ୍ଷତ ପଞ୍ଝାକୁ ଦେଖାଇ ସାହାଯ୍ୟ ମାଗିବାକୁ ଲାଗିଥିଲା। ଏହି ପୂରା ଘ-ଟଣା କ୍ଲିନିକରେ ଲାଗିଥିବା ସିସି-ଟିଭି କ୍ୟାମେ-ରାରେ ବ-ନ୍ଦି ହୋଇ ଯାଇଛି।

ରିୟୋ ଡେ ଜିନେରିୟୋ (ବ୍ରାଜିଲ). ଏମିତି ରେ ତ ଲୋକମାନେ ନିଜ ପାଳିତ ପଶୁମାନଙ୍କର ଚିକିତ୍ସା କରିବା ପାଇଁ ସେମାନେ ପଶୁମାନଙ୍କୁ ଡାକ୍ତରଙ୍କ ପାଖକୁ ନେଇ ଯାଆନ୍ତି। ସେମିତି କିଛି ଲୋକ ରାସ୍ତାରେ ବୁଲୁଥିବା ପଶୁମାନଙ୍କର ମଧ୍ୟ ଚିକିତ୍ସା ବେଳେବେଳେ କରି ଦିଅନ୍ତି। କିନ୍ତୁ କେବେ ଆପଣ ଏମିତି ଦେଖିଛନ୍ତି କି କୈାଣସି କୁକୁର ନିଜର ଚିକିତ୍ସା କରିବା ପାଇଁ ନିଜେ ହିଁ କ୍ଲିନିକରେ ପହଞ୍ଚି ଯାଏ? ବ୍ରାଜିଲରେ ଏମିତି ହିଁ ହୋଇଛି ଯେଉଁଠାରେ ଗୋଟିଏ ଘା-ଇଲା କୁକୁର ନିଜର ଚିକିତ୍ସା କରିବା ପାଇଁ ନିଜେ ହିଁ ଡାକ୍ତରଙ୍କ ପାଖରେ ପହଞ୍ଚି ଯାଇଥିଲା ଏବଂ ନିଜର କ୍ଷ-ତ ପଞ୍ଝାକୁ ଦେଖାଇ ସାହାଯ୍ୟ ମାଗିବାକୁ ଲାଗିଥିଲା। ଏହି ପୂରା ଘ-ଟଣା କ୍ଲିନିକରେ ଲାଗିଥିବା ସିସି-ଟିଭି କ୍ୟାମେରାରେ ବ-ନ୍ଦି ହୋଇ ଯାଇଛି। ଭିଡ଼ିଓରେ ଦେଖା ଯାଉଛି କି କେମିତି ଘା-ଇଲା କୁକୁର, କର୍ମଚାରୀମାନଙ୍କୁ ବୁଲିବୁଲି ତାକୁ ସାହାଯ୍ୟ କରିବା ପାଇଁ ଗୁହାରୀ କରୁଛି।

କଳା ରଙ୍ଗର ଏହି କୁକୁର ନିଜ ଲାଞ୍ଜକୁ ତଳକୁ କରି କାନ୍ଥ ପାଖରେ ଯାଇ ଛିଡ଼ା ହୋଇଯାଇଥାଏ ପୁଣି ଧୀରେଧୀରେ ବସି ଯାଇଥାଏ ଏବଂ ନିଜ ପାଦ ଆଡ଼କୁ ଇଶାରା କରି ନିଜ କ୍ଷ-ତକୁ ଦେଖାଇଥାଏ। କୁକୁରକୁ ଏମିତି ଭାବରେ ବସୁଥିବାର ଦେଖି ଡାକ୍ତର ତା ପାଖକୁ ଯାଇଥିଲେ ଏବଂ ବହୁତ ଶୀଘ୍ର ତାର ଚିକିତ୍ସା କରିଥିଲେ। ତାଙ୍କୁ ଲାଗୁଥିଲା କି ତା ପଞ୍ଝାରେ କିଛି ପଶି ଯାଇଛି। ସେ ସେଠାରୁ ନିଜ ଷ୍ଟାଫର ଅନ୍ୟ ସାଥି ମାନଙ୍କୁ ଏହି ସୂଚନା ଦେବା ପାଇଁ ଯାଇଥିଲେ ଏବଂ ସେମାନଙ୍କୁ କୁକୁରର ଚିକିତ୍ସା କରିବା ପାଇଁ ପୂରା ପ୍ରସ୍ତୁତି କରିବା ପାଇଁ ନି-ର୍ଦ୍ଦେଶ ଦେଇଥିଲେ। ଏହା ମଧ୍ୟରେ ସେହି କୁକୁର ସେଠାରେ ଶାନ୍ତ ଭାବରେ ବସି ରହିଥିଲା ଏବଂ ନିଜ ପାଳିର ଅପେକ୍ଷା କରି ରହିଥିଲା।

ଏହାପରେ ସେ ସବୁ ବିଶେଷଜ୍ଞଙ୍କ ସହିତ କଂସଲ୍ଟେଶନ ରୁମକୁ ଚାଲି ଯାଇଥିଲେ। ଯାଞ୍ଚ ପରେ ଜଣା ପଡିଥିଲା କି କୁକୁରକୁ ବାସ୍ତବରେ ଟ୍ୟୁମର ହୋଇଛି।

ପଶୁ ଚିକିତ୍ସକ ଡେସୀ ସିଲ୍ବାଙ୍କର କହିବା କଥା ଥିଲା କି ସେହି କୁକୁର କ୍ଲିନିକରେ ଅନ୍ୟ ‌ପଶୁମାନଙ୍କର ଉପସ୍ଥିତିକୁ ସୁଙ୍ଘିକରି ଏବଂ ନିଜ ସାଥୀକୁ ଖୋଜି କ୍ଲିନିକକୁ ପଶି ଆସିଥାଇ ପାରେ।

ଡାକ୍ତରମାନେ କହିଥିଲେ କି କୁକୁରକୁ ଯେଉଁ ଟ୍ୟୁମର ହୋଇଛି ତାହା କୁକୁରମାନଙ୍କୁ ହେବା ସାଧାରଣ କଥା ଅଟେ। ଯାହା ଚାଲିବାରୁ ତା ପାଦରେ କଣ୍ଟା ପଶି ଯାଇଥିଲା। ଡାକ୍ତରମାନଙ୍କର କହିବା କଥା ହେଉଛି କି କୁକୁରକୁ କିଛିଦିନ ପାଇଁ କ୍ଲିନିକରେ ହିଁ ରଖିବାକୁ ପଡିବ। କୁକୁର ଯେତେବେଳେ ଠିକ ହୋଇଯିବ ତ ତାକୁ ପାଳନ ପୋଷଣ ପାଇଁ ପଠାଇ ଦିଆଯିବ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *