ଆଜିକାଲି ଲୋକମାନେ ନିଜ ବ୍ୟସ୍ତତା କାରଣରୁ ଖାଦ୍ୟ ପାଇଁ ମଧ୍ୟ ଅନଲାଇନ ଫୁଡ ଡେଲିଭରୀ ଆପର ସାହାଯ୍ୟ ନେବାରେ ଲାଗିଛନ୍ତି। ଏମିତି ହିଁ ଜଣେ କର୍ମଯୋଗୀ ମହିଳା ନିଜ ଘରେ ଅନଲାଇନ ଫୁଡ ଡେଲିଭରୀ ଆପ ଜୋମାଟୋରେ ଖାଦ୍ୟ ଅର୍ଡର କରିଥିଲେ କିନ୍ତୁ ତାଙ୍କ ସହିତ ଯାହା ହୋଇଥିଲା ତାହା ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଘ-ଟଣା ୯ମାର୍ଚ୍ଚର ଅଟେ। ଯୁବତୀ ଜଣଙ୍କ ବୃତ୍ତିରେ ଜଣେ ମଡେଲ ଏବଂ ମେକଅପ ଆର୍ଟିଷ୍ଟ ଅଟନ୍ତି। ସେ ବାଙ୍ଗାଲୋରରେ ରହୁଛନ୍ତି।
ଖାଦ୍ୟ ଡେଲିଭରୀରେ ଡେରିହେବା ଯୋଗୁଁ ମହିଳା ଜଣଙ୍କ ନିଜ ଅର୍ଡର କ୍ୟାନସଲ କରି ଦେଇଥିଲେ। ଏହାର ଅଳ୍ପ ସମୟ ପରେ ଡେଲିଭରୀ ବୟ ଖାଦ୍ୟ ଧରି ଘରଠାରେ ପହଁଞ୍ଚିଥିଲେ ଏବଂ ଯେତେବେଳେ ମହିଳା ଜଣଙ୍କ ଏହାକୁ ନେବା ପାଇଁ ମନା କରିଦେଇଥିଲେ ତ ଆ-ରୋ-ପୀ ଡେଲିଭରୀ ବୟ ରାଗରେ ମହିଳାଙ୍କ ମୁହଁକୁ ଗୋଟିଏ ମୁଥ ମାରି ଦେଇଥିଲେ ଯାହାଦ୍ଵାରା ମହିଳାଙ୍କ ନାକରୁ ରକ୍ତ ବୋହିବାକୁ ଲାଗିଥିଲା।
ପିଡିତ ମହିଳା ଜଣଙ୍କ ଭିଡିଓ କରି ଏଥିରେ ପୂରା ଘଟ-ଣାର ସୂଚନା ଲୋକମାନଙ୍କୁ ଦେଇଥିଲେ ଯାହା ପରଠାରୁ ଏହା ଭାଇ-ରାଲ ହୋଇଯାଇଛି। ଆ-ଘାତ ହୋଇଥିବା ମହିଳା ଭିଡିଓରେ ପୂରା ଘଟ-ଣାର ସୂ-ଚନା ଦେଇଛନ୍ତି। ମହିଳା ଜଣଙ୍କ କହିଛନ୍ତି କି ସେ ଜୋମାଟୋ ମାଧ୍ୟମରେ ଖାଦ୍ୟ ଅର୍ଡର କରିଥିଲେ। ଅର୍ଡରରେ ଡେରିହେବା କାରଣ ଜାଣିବା ପାଇଁ ମହିଳା କଂପାନୀର କଷ୍ଟମର କେୟାରକୁ ଫୋନ କରିଥିଲେ ଏବଂ ନିର୍ଧାରିତ ସମୟରେ ଡେଲିଭରୀ ନଦେବା ଯୋଗୁଁ ଅର୍ଡର କ୍ୟାନସଲ କରି ଦେଇଥିଲେ। ଯେଉଁ ସମୟରେ ସେ କଷ୍ଟମର କେୟାର ସହିତ କଥା ହେଉଥିଲେ ସେହି ସମୟରେ ଡେଲିଭରୀ ବୟ ତାଙ୍କ ଘରେ ଖାଦ୍ୟ ନେଇ ପହଞ୍ଚି ଯାଇଥିଲା।
ମହିଳା ଜଣଙ୍କ କହିଛନ୍ତି କି ସେ ଅଧା କବାଟ ଖୋଲି ଯେମିତି ହିଁ ଖାଦ୍ୟ ନେବାପାଇଁ ମନା କରିଦେଇଥିଲେ ଡେଲିଭରୀ ବୟ ରାଗି ଯାଇଥିଲେ। ସେ ମହିଳାଙ୍କ ସହିତ ପାଟିତୁଣ୍ଡ କରିବାକୁ ଲାଗିଥିଲେ ଏବଂ ପୁଣି ଘର ଭିତରେ ପଶି ଖାଦ୍ୟ ରଖି ଦେଇଥିଲେ। ମହିଳା ଜଣଙ୍କ ଯେତେବେଳେ ଘରକୁ ପଶିବା ପାଇଁ ବି-ରୋ-ଧ କରିଥିଲେ ତ ଡେଲିଭରୀ ବୟ ତାଙ୍କ ଉପରେ ରାଗିଯାଇ କହିଥିଲେ କି କ’ଣ ମୁଁ ତୁମ ଚାକର ଅଟେ ଏବଂ ଗୋଟିଏ ମୁଥ ନାକକୁ ମାରି ଦେଇଥିଲେ।
ଏହାପରେ ଡେଲିଭରୀ ବୟ ସେଠାରୁ ଚାଲି ଯାଇଥିଲେ ଏବଂ କେହି ମଧ୍ୟ ମହିଳାଙ୍କୁ ସାହାଯ୍ୟ କରି ନଥିଲେ। ଏହି ଘଟ-ଣାଟି ମୋତେ ବହୁତ ଡରାଇ ଦେଇଥିଲା। ଏହାପରେ ମୁଁ ଡାକ୍ତରଖାନାକୁ ଯାଇଥିଲି ଯେଉଁଠାରେ ମୁଁ ମୋର ଚିକିତ୍ସା କରିଥିଲି। ମୁଁ ମୋର ବର୍ତ୍ତମାନ ସ୍ଥିତି ବିଷୟରେ କହିବା ଅବସ୍ଥାରେ ନାହିଁ। ଭିଡ଼ିଓରେ ମହିଳା ଜଣଙ୍କ କହିଛନ୍ତି କି ହେଲେ ବାଙ୍ଗାଲୋର ପୋ-ଲିସ ତାଙ୍କୁ ସାହାଯ୍ୟ କରିଥିଲେ ଏବଂ ତାଙ୍କୁ ଆ-ରୋ-ପିକୁ ବହୁତ ଶୀଘ୍ର ଧରିବା ପାଇଁ ଆଶ୍ଵାସନା ଦେଇଥିଲେ। ମହିଳା ଜଣଙ୍କ ଭିଡିଓରେ କହିଛନ୍ତି କି ସେ ସୋସିଆଲ ମିଡିଆ ଦ୍ଵାରା ପ୍ରଭାବଶାଳୀ ଅଟନ୍ତି।
ମହିଳାଙ୍କ ଆ-ରୋ-ପ ଉପରେ ଜୋମାଟୋ ମଧ୍ୟ ସଫେଇ ଦେଇଛନ୍ତି। କଂପାନୀ କହିଛନ୍ତି କି ଏହି ଘ-ଟଣା ପାଇଁ ଆମେ କ୍ଷମା ମାଗୁଛୁ। କଂପାନୀର ସ୍ଥାନୀୟ ଅଧିକାରୀ ତାଙ୍କ ସହିତ ସଂପର୍କ କରିବେ ଏବଂ ଯେଉଁ ବି ସହାୟତା ପୋ-ଲିସ ତ-ଦ-ନ୍ତ କିମ୍ବା ଡ଼ାକ୍ତରଖାନା ପାଇଁ ଆବଶ୍ୟକ ହେବ ସେସବୁକୁ ଉପଲବ୍ଧ କରାଇବେ। ଏତିକି ନୁହେଁ କଂପାନୀ ତାଙ୍କୁ ଆଶ୍ଵାସନା ଦେଇଛନ୍ତି କି ଭବିଷ୍ୟତରେ ଏମିତି ଘ-ଟ-ଣା ଦ୍ଵିତୀୟ ଥର ହେବନାହିଁ ଏବଂ ଯିଏ ବି ଏମିତି କରିଛନ୍ତି ତାଙ୍କ ବି-ରୁ-ଦ୍ଧରେ କଂପାନୀ ଶକ୍ତ କାର୍ଯା-ନୁଷ୍ଠାନ ଗ୍ରହଣ କରିବେ।