ଏକ ଭିଡିଓ ଦ୍ରୁତ ଗତିରେ ଭା-ଇ-ରା-ଲ ହେବାରେ ଲାଗିଛି, ଯାହାକୁ ଦେଖି ଆପଣ ମଧ୍ୟ ଦାନ୍ତ ତଳେ ଆଙ୍ଗୁଠି ମଧ୍ୟ ଦବାଇ ଦେବେ । ଏହି ଭିଡିଓରେ ଦୁଇଟି ବାଳକ ଦ୍ରୁ-ତ ବେଗରେ ବାଇକରେ ଷ୍ଟ-ଣ୍ଟ କରୁଥିବା ନଜର ଆସିଛନ୍ତି ।
ସୋସିଆଲ ମିଡିଆରେ ଅନେକ ସମୟରେ ଆ-ଶ୍ଚର୍ଯ୍ୟ ଭିଡିଓ ଭାଇ-ରାଲ ହୁଏ । ଏହିପରି ଗୋଟିଏ ଭିଡିଓ ଖୁବ୍ ଶୀଘ୍ର ଭା-ଇରାଲ୍ ହେଉଛି, ଏହା ଦେଖି ଆପଣ ଚକିତ ହୋଇଯିବେ । କିନ୍ତୁ, ଏହି ଷ୍ଟ-ଣ୍ଟ୍ ପ୍ରଦର୍ଶନ କରିବା ସମୟରେ ତାଙ୍କ ସହିତ ଯାହା ଘ-ଟଣା ଘଟିଥିଲା, ସେ ଘ-ଟ-ଣା କୁ ଦେଖି ଏପରି ଷ୍ଟ-ଣ୍ଟ୍ କରିବାକୁ କେହି କେବେ ଭାବିବେ ନାହିଁ | ଏହି ଭିଡିଓକୁ ଆଇପିଏସ ଅଧିକାରୀ ଦିପାନସୁ କାବ୍ରା ସେୟାର କରିଥିଲେ। ଏହି ଭିଡିଓର କ୍ୟାପସନରେ ସେ ଲେଖିଛନ୍ତି, “ଜିନ୍ଦେଗୀ ନା ମିଲେଗି ଦୋବାରା, ଏସେ ମୂର୍ଖତା ସେ ନାଁ ଗବାନା” ।
ଏହି ଭିଡିଓରେ ଦୁଇଜଣ ବାଳକ ଦ୍ରୁ-ତ ବେ-ଗ-ରେ ବାଇକରେ କିପରି ଷ୍ଟ-ଣ୍ଟ୍ କରୁଛନ୍ତି । ଜଣେ ବାଳକ ବାଇକ ଚଳାଉଥିବା ବେଳେ ଅନ୍ୟଜଣେ ବାଇକ ଠିଆ ହୋଇ ହାତକୁ ମେଲାଇ ଦୁଇରେ ସାଇଡରେ ହଲାଉଛି। ଏହା ପରେ ବାଇକ୍ କିଛି ଦୂରକୁ ଯିବା ମାତ୍ରେ ପଛରେ ଠିଆ ହୋଇ ଥିବା ପିଲାଟି ଗୋଡ ସ୍ଲି-ପ୍ ହୋଇଯାଇ ଦ୍ରୁ-ତ ଗତିରେ ଚଳନ୍ତା ବାଇକ୍ରୁ ଖସି ପଡିଲା ଏବଂ ବାଇକ ଆଗକୁ ଯିବା ମାତ୍ରେ ଅନ୍ୟ ପିଲାଟି ମଧ୍ୟ ବାଇକ୍ ସହିତ ରାସ୍ତା ଗୋଟିଏ ପାର୍ଶ୍ୱରେ ପଡିଗଲା । ଭିଡିଓକୁ ଦେଖି ଲାଗୁଛି ଯେ ଉଭୟ ପୁଅ ନିଶ୍ଚୟ ଗୁ-ରୁ-ତର ଆ-ହ-ତ ହୋଇଛନ୍ତି।
ज़िन्दगी ना मिलेगी दोबारा.
इसे मूर्खता में ना गंवाना. pic.twitter.com/9l4yLKSMly— Dipanshu Kabra (@ipskabra) March 8, 2021
ଏହି ଭିଡିଓଟି ଦ୍ରୁ-ତ ଗତିରେ ଭାଇ-ରାଲ ହେବାରେ ଲାଗିଛି ଓ ସୋସିଆଲ ମିଡିଆରେ 9 ହଜାରରୁ ଅଧିକ ଲୋକ ଏହି ଭିଡିଓ ଦେଖିସାରିଲାଣି। ଲୋକମାନେ ମଧ୍ୟ ନିଜର ପରା-ମର୍ଶ ଦେଉଛନ୍ତି ଏପରି ଷ୍ଟ-ଣ୍ଟ ନକରିବାକୁ । ଟିକିଏ ଅସାବ-ଧାନତା ହେତୁ ଆପଣଙ୍କୁ ଆପଣଙ୍କ ଜୀବନ ହରା-ଇ-ବାକୁ ପଡିପାରେ ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।