ଅଭିଭାବକଙ୍କର ହେଲା ଦୁର୍ଘ-ଟଣା, ହୋମଗାର୍ଡ ଡାକ୍ତରଖାନା ବାହାରେ ଛୁଆକୁ ଖେଳାଇବାରେ ଲାଗିଥିଲେ।, ଦେଖନ୍ତୁ ହୃଦୟସ୍ପର୍ଶୀ ଭିଡିଓ

କେରଳର ଜଣେ ହୋମଗାର୍ଡ ସମସ୍ତଙ୍କ ହୃଦୟକୁ ଜିତି ନେଇଛନ୍ତି। ତାଙ୍କ ନାମ କେଏସ ସୁରେଶ ଅଟେ। ତାଙ୍କର ଗୋଟିଏ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ସେ ଗୋଟିଏ କୋମଳ ଶିଶୁକୁ ନିଜ କୋଳରେ ଖେଳାଉଛନ୍ତି। କେରଳ ପୋ-ଲିସ ଏହି ଭିଡିଓ ନିଜ ଫେସବୁକ ପେଜରେ ମଧ୍ୟ ଶେୟାର କରିଛନ୍ତି।

ଖବର ମୁତାବକ, ଏହି ୭ମାସର ଶିଶୁ ଏକ ସଡ଼କ ଦୁର୍ଘ-ଟଣାରୁ ଅଳ୍ପକେ ବଞ୍ଚିଗଲା। ଏଥିରେ ତାଙ୍କର ବାକି ସମ୍ପର୍କିୟ ଏବଂ ବାପାମା’ଙ୍କୁ ବହୁତ କ୍ଷତି ପହଁଞ୍ଚିଛି। ଏମିତି କି ତାଙ୍କ ବଡ ଭଉଣୀଙ୍କର ମୃ-ତ୍ୟୁ ହୋଇ ଯାଇଛି। ବାସ୍ତବରେ, ଏହି ପରିବାର ନିଜ ଘର କୟାନକୁଲମକୁ ଯାଉଥିଲେ। ସେତେବେଳେ ଟ୍ରକ ସହିତ ତାଙ୍କ କାରର ଦୁର୍ଘ-ଟଣା ହୋଇ ଯାଇଥିଲା। ଏହି ଦୁର୍ଘ-ଟଣାରେ ଘରର ବଡ଼ଝିଅଙ୍କର ମୃ-ତ୍ୟୁ ହୋଇ ଯାଇଛି। ଅନ୍ୟ ପାଞ୍ଚଜଣ ଲୋକଙ୍କୁ ଗମ୍ଭୀର ଭାବରେ କ୍ଷତ ଲାଗିଛି।

ଶିଶୁଟି କାନ୍ଦିବାକୁ ଲାଗିଥିଲା

ପୁଣି ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା। ତାର ମାଆ-ବାପାଙ୍କୁ ଭର୍ତ୍ତି କରାଯାଇଛି। ଛୁଆଟି ବହୁ ସମୟରୁ କାନ୍ଦିବାକୁ ଲାଗିଥିଲା। ସେଠାରେ ଡ୍ୟୁଟିରେ ସୁରେଶ ଥିଲେ। ତ ସେ ଏହି ଛୋଟ ଶିଶୁକୁ ନିଜ କୋଳକୁ ନେଇଥିଲେ ଏବଂ ତାକୁ ଧରି ଏପଟସେପଟ ହୋଇ ବୁଲିବାକୁ ଲାଗିଥିଲେ ଯାହାଦ୍ଵାରା ସେ କାନ୍ଦିବା ବନ୍ଦ କରିଦେବ ଏବଂ ଶୋଇ ଯିବ। ସେ ସେପର୍ଯ୍ୟନ୍ତ ଛୁଆକୁ ଧରି ବୁଲାଇବାକୁ ଲାଗିଥିଲେ ଯେ ପର୍ଯ୍ୟନ୍ତ ତାଙ୍କର ବାକି ସମ୍ପର୍କିୟମାନେ ଆସିନଥିଲେ। ଏଠାରେ ପୋ-ଲିସ ଏବଂ ଅନ୍ୟ ଲୋକମାନେ ମଧ୍ୟ ସୁରେଶଙ୍କର ଏହି କାମ ପାଇଁ ପ୍ରଶଂସା କରିଥିଲେ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *