ବନ୍ଧୁଗଣ, ଆଜି ଏହି ଭିଡିଓରେ ଆମେ ଆପଣଙ୍କୁ ଏମିତି ଏକ ମନ୍ଦିର ବିଷୟରେ ଜଣାଇବାକୁ ଯାଉଛୁ ଯାହା ରହସ୍ୟ ଏବଂ କାହାଣୀରେ ଭରିହୋଇ ରହିଛି। କାରଣ ଦେବୀ ମାଆଙ୍କର ଏହି ମନ୍ଦିରରେ ଗୋଟିଏରୁ ବଢି ଆଉ ଗୋଟିଏ ଆଶ୍ଚ-ର୍ଯ୍ୟଜନକ ଚମ-ତ୍କାର ହୋଇଥାଏ।ଯାହା ବିଷୟରେ ଜଣା ପଡ଼ିବାପରେ ଆପଣଙ୍କର ହୋଶ ଉଡିଯିବ। ତ ବନ୍ଧୁଗଣ ବାସ୍ତବରେ କ’ଣ ରହିଛି ଖାସ ଏହି ମନ୍ଦିରରେ ଏବଂ କଣପାଇଁ ଏହି ମନ୍ଦିରକୁ ଏତେ ରହସ୍ୟ-ମୟୀ ବୋଲି ମନାଯାଇ ଥାଏ। ଏହା ବିଷୟରେ ଜାଣିବା ପାଇଁ ମୋତେ କିମ୍ବା ମୋ ବନ୍ଧୁ ବିଶାଳ ପ୍ରଜାପତିଙ୍କ ସହିତ ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଭିଡ଼ିଓରେ କୁହାଯାଉଥିବା କଥା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବାର କୈାଣସି ବି ସୁଯୋଗ ଛାଡିବ ନାହିଁ
ବନ୍ଧୁଗଣ ଯେମିତି କି ଆମେ ସମସ୍ତେ ଜାଣିଛେ କି ଗୌହାଟୀ ଆସାମର ସବୁଠାରୁ ବହୁତ ବଡ଼ ସହର ଅଟେ। ବ୍ରହ୍ମପୁତ୍ର ନଦୀ କୂଳରେ ଅବସ୍ଥିତ ଏହି ସହର ପ୍ରାକୃତିକ ସୁନ୍ଦରତାରେ ଭରିହୋଇ ରହିଛି। ସାଂସ୍କୃତିକ, ବ୍ୟବସାୟ ଏବଂ ଧାର୍ମିକ ଗତିବିଧି ମାନଙ୍କର କେନ୍ଦ୍ର ହେବା କାରଣରୁ ଆପଣ ଏଠାରେ ବିଭିନ୍ନ ଜାତି ଧର୍ମ ଏବଂ ବର୍ଣ୍ଣର ଲୋକମାନଙ୍କୁ ସାଥିହୋଇ ମିଳିମିଶି ରହୁଥିବାର ଦେଖି ପାରିବେ। ଏଥିପାଇଁ ଏହି ସହର ପର୍ଯଟନ ସ୍ଥଳୀରେ ଭରି ହୋଇ ରହିଛି କିନ୍ତୁ ଏହି ସହର ସବୁଠାରୁ ଅଧିକ ନିଜର ରହସ୍ୟ-ମୟୀ କାମାକ୍ଷା ମନ୍ଦିର ପାଇଁ ଜଣା ଯାଇଥାଏ।
କିନ୍ତୁ ଏହା କୁହାଯାଇଥାଏ କି ଯଦି ଆପଣ କାମାକ୍ଷା ମନ୍ଦିର ଦେଖିନାହାନ୍ତି ଏବଂ କାମାକ୍ଷା ଦେବୀଙ୍କର ଦର୍ଶନ କରି ନାହାନ୍ତି ତାହାଲେ ଆପଣଙ୍କର ଯାତ୍ରାକୁ ସଫଳ ବୋଲି ମନାଯିବ ନାହିଁ। କାରଣ ଏହା ଗୌହାଟିର ସବୁଠାରୁ ପ୍ରମୁଖ ଆକର୍ଷଣୀୟ କେନ୍ଦ୍ର ଅଟେ। ଏହି ମନ୍ଦିର ଏତେ ଅଧିକ ଲୋକପ୍ରିୟ ଅଟେ କି ଏହି ମନ୍ଦିରରେ ହେଉଥିବା ଚମତ୍କାର ବିଷୟରେ ଅନେକ ଗୁଡ଼ିଏ ବହି ଲେଖାଯାଇ ସାରିଛି। ଏବଂ ହଜାର ହଜାର ଏମିତି କଥା ରହିଛି ଯାହା ଏହି ମନ୍ଦିରର ଚମତ୍କାର ଯୋଗୁଁ ରହସ୍ୟମୟୀ ହେବାର ପ୍ରମାଣ ଦେଇଥାଏ।
ବନ୍ଧୁଗଣ ଆପଣଙ୍କୁ ଏହି ମନ୍ଦିରରେ ଦେବୀ କାମାକ୍ଷାଙ୍କ ବ୍ୟତୀତ ଦେବୀ କାଳୀଙ୍କର ଅନ୍ୟ ଦଶରୂପ ଦେଖିବାକୁ ମଧ୍ୟ ମିଳିଥାଏ। ବର୍ତମାନ ଚାଲନ୍ତୁ ସେହି କଥା ଗୁଡିକ ଉପରେ ଟିକେ ନଜର ପକାଇବା ଯେଉଁ କାରଣରୁ ଏହି ମନ୍ଦିରକୁ ରହସ୍ୟ-ମୟୀ ଏବଂ ଅ-ଦ୍ଭୁତ ବୋଲି ମନା ଯାଇଥାଏ।
ପ୍ରସାଦ ରୂପରେ ଭକ୍ତ ମାନଙ୍କୁ ଦିଆଯାଏ ଓଦାବସ୍ତ୍ର
ବନ୍ଧୁଗଣ ଯଦି ଆମେ କାମାକ୍ଷା ଦେବୀଙ୍କ ର-ହସ୍ୟ ବିଷୟରେ କଥା ହେବା ତାହେଲେ ସବୁଠାରୁ ବିଶେଷ କଥା ଏହା ଅଟେ କି ଏଠାରେ ଭକ୍ତଙ୍କୁ ପ୍ରସାଦ ରୂପରେ ଓଦାବସ୍ତ୍ର ଦିଆଯାଇଥାଏ। ଯାହାକୁ ‘ଅମ୍ବୁବାଜୀ’ ବସ୍ତ୍ର କୁହାଯାଏ ଏବଂ ଏହି ବସ୍ତ୍ର ଅମ୍ବୁବାଜୀଙ୍କ ସମୟରେ ହିଁ ଏହି ମନ୍ଦିରକୁ ଆସିଥିବା ଭକ୍ତମାନଙ୍କୁ ହିଁ ଦିଆଯାଇଥାଏ। ଏହା କୁହାଯାଇଥାଏ କି ଦେବୀଙ୍କ ରଜଶ୍ଵନା ହେବା କାରଣରୁ ଦେବୀଙ୍କ ମୂର୍ତ୍ତି ଆଖପାଖରେ ସଫା କପଡ଼ା ବିଛା ଯାଇଥାଏ। ଏବଂ ତିନିଦିନ ପରେ ଯେତେବେଳେ ମନ୍ଦିରର କବାଟ ଖୋଲାଯାଇଥାଏ ତ ସେହି ସଫା କପଡ଼ା ସଂପୂର୍ଣ୍ଣ ଭାବରେ ଓଦା ହୋଇ ଯାଇଥାଏ ଏବଂ ପରେ ଏହି ବସ୍ତ୍ରକୁ ଭକ୍ତଙ୍କୁ ପ୍ରସାଦ ରୂପରେ ବାଣ୍ଟି ଦିଆଯାଇଥାଏ। ଶୁଣିବାକୁ ଏହି କଥା ଆପଣଙ୍କୁ ବହୁତ ଅଜବ ଲାଗିପାରେ କିନ୍ତୁ ବର୍ତ୍ତମାନ ତ ବାସ କେବଳ ଆରମ୍ଭ ହୋଇଛି। କିନ୍ତୁ କାମାକ୍ଷା ଦେବୀଙ୍କ ଏହି ମନ୍ଦିରରେ ଆହୁରି ମଧ୍ୟ ଅନେକ ରହସ୍ୟ ଯୋଡ଼ି ହୋଇ ରହିଛି।
ମନ୍ଦିରରେ ଦେବୀଶକ୍ତିଙ୍କର କୈାଣସି ମୂର୍ତ୍ତି ନାହିଁ
ବନ୍ଧୁଗଣ ଏମିତି କୁହାଯାଇଥାଏ କି ମନ୍ଦିର ଭିତରେ ଦେବୀଶକ୍ତିଙ୍କର କୈାଣସି ବି ମୂର୍ତ୍ତି ନାହିଁ। ବର୍ତମାନ ଆପଣ ଭାବୁଥିବେ କି ବିନା ମୂର୍ତ୍ତିରେ ଏହା ବାସ୍ତବରେ କେମିତି ମନ୍ଦିର ଅଟେ। ତ ବନ୍ଧୁ ଯେତେବେଳେ ଆପଣ ଏହି ମନ୍ଦିରରେ ପ୍ରବେଶ କରିବେ ତ ଆପଣଙ୍କୁ ମନ୍ଦିର ଭିତରେ ଏମିତି ପ୍ରକାରର ସଙ୍ଗର୍ଚ୍ଚନା ଦେଖାଯିବ। ଏହି ସଙ୍ଗର୍ଚ୍ଚନାର ପୂଜା ଅଦ୍ଵୈତ ଶୈଳୀରେ ଦେବୀମାଆଙ୍କର ରୂପରେ ହୋଇଥାଏ।
ସବୁଠାରୁ ମହତ୍ତ୍ଵପୂର୍ଣ୍ଣ ଶକ୍ତିପୀଠ
ବନ୍ଧୁଗଣ ଯଦି ଆମେ ହିନ୍ଦୁ ଧର୍ମର କଥା କହିବା ତ ଏହା ୫୧ ଶକ୍ତିପୀଠ ମାନଙ୍କ ମଧ୍ୟରେ ଗୋଟିଏ ଅଟେ। ଏହି କାରଣରୁ ଏହାର ଗଣତି ମହତ୍ୱପୂର୍ଣ୍ଣ ତୀର୍ଥସ୍ଥାନ ମାନଙ୍କ ମଧ୍ୟରେ ହୋଇଥାଏ। ଗୌହାଟୀ ଠାରୁ ପାଖାପାଖି ଆଠ କିଲୋମିଟର ଦୂରରେ ଅବସ୍ଥିତ ନିଲାଞ୍ଚଲ ପାହାଡ଼ ଉପରେ ଅବସ୍ଥିତ ଏହି ମନ୍ଦିର ସହିତ ଦେବୀ ମାଆଙ୍କୁ ସମର୍ପିତ ଦଶଟି ଅଲଗା ଅଲଗା ମନ୍ଦିର ମଧ୍ୟ ଉପସ୍ଥିତ ରହିଛି।
କାମାକ୍ଷା ଦେବୀଙ୍କୁ ବୋହି ଯାଉଥିବା ର-କ୍ତର ଦେବୀ ମଧ୍ୟ କୁହାଯାଇଥାଏ
ବନ୍ଧୁଗଣ ଏଠାରେ ଦେବୀଙ୍କ ଗର୍ଭ ଏବଂ ମୂତ୍ରକୁ ମନ୍ଦିରର ଗର୍ଭଗୃହରେ ରଖାଯାଇଛି। ଯେଉଁଠି ଜୁନ ମାସରେ ର-କ୍ତର ପ୍ରବାହ ହୋଇଥାଏ ଏବଂ ଏଠାର ଲୋକ ମାନିଥାନ୍ତି କି ଏହି ସମୟରେ ଦେବୀ ନିଜର ମାସିକ ଚକ୍ରରେ ଅଛନ୍ତି ଏବଂ ଏଥିପାଇଁ ଏଠାରେ ମହଜୁଦ ବ୍ରହ୍ମପୁତ୍ର ନଦୀ ନାଲି ହୋଇଯାଇଥାଏ ଏବଂ ଏଠାର ଲୋକ ଏହି କଥାକୁ ବହୁତ ଶ୍ରଦ୍ଧା ଏବଂ ବିଶ୍ବାସର ସହିତ ଦେଖିଥାନ୍ତି।
ମାସିକ ଚକ୍ର ସମୟରେ ମନ୍ଦିର ବନ୍ଦ ରହିବା
ବନ୍ଧୁଗଣ ଯଦି ଆମେ ଏହି ମନ୍ଦିର ବିଷୟରେ ଆଉ ଏକ ଆଶ୍ଚର୍ଯ୍ୟଜନକ କଥା ଜଣାଇବୁ ତ ତାହା ଏହା ଅଟେ କି ଦେବୀଙ୍କ ମାସିକ ଚକ୍ର ସମୟରେ ଏହି ମନ୍ଦିର ତିନି ଦିନ ପର୍ଯ୍ୟନ୍ତ ବନ୍ଦ ରହିଥାଏ। ଏବଂ ଏହି ବ୍ରହ୍ମପୁତ୍ର ନଦୀର ନାଲି ପାଣିକୁ ଏଠାକୁ ଆସିଥିବା ଭକ୍ତମାନଙ୍କୁ ପ୍ରସାଦ ରୂପରେ ବଣ୍ଟା ଯାଇଥାଏ ଏବଂ ଭକ୍ତମାନେ ବହୁତ ଆନନ୍ଦର ସହିତ ଦେବୀଙ୍କ ପ୍ରସାଦକୁ ନେବାକୁ ଭୁଲନ୍ତି ନାହିଁ।
ଷୋଡ଼ଶ ଶତାବ୍ଦୀରେ ଏହାକୁ ନଷ୍ଟ କରି ଦିଆଯାଇଥିଲା ବର୍ତମାନ ଏହି ମନ୍ଦିର ବିଷୟରେ ଏହା ମଧ୍ୟ କୁହାଯାଇଥାଏ କି ଷୋଡ଼ଶ ଶତାବ୍ଦୀରେ ଏହି ମନ୍ଦିରକୁ ସଂପୂର୍ଣ୍ଣ ଭାବରେ ନଷ୍ଟ କରି ଦିଆଯାଇଥିଲା ଏବଂ ପୁଣି ସପ୍ତଦଶ ଶତାବ୍ଦୀରେ ବିହାରର ରାଜା ନର ନାରାୟଣ ଏହାକୁ ଦ୍ଵିତୀୟ ଥର ପାଇଁ ନିର୍ମାଣ କରିଥିଲେ।
ମହୁମାଛିଙ୍କ ବସାପରି ନିର୍ମିତ ଛାତ
ବର୍ତମାନ ବନ୍ଧୁ ଯଦି ଆମେ ଆଗାମୀ ପଏଣ୍ଟ ବିଷୟରେ କଥା ହେବା ତାହେଲେ ବନ୍ଧୁ ଏହି ମନ୍ଦିରର ଶିଖରକୁ ବିଲକୁଲ ମହୁମାଛିଙ୍କ ବସାପରି କରାଯାଇଛି। ଯେଉଁଠାରେ ଭଗବାନ ଗଣେଶଙ୍କ ବ୍ୟତୀତ ହିନ୍ଦୁଧର୍ମ ସହିତ ଜଡିତ ଅନ୍ୟ ଦେବୀ ଦେବତା ମାନଙ୍କର ମଧ୍ୟ ପ୍ରତିମା ଗୁଡ଼ିକ ମହଜୁଦ ରହିଛି।
ନାଲି ନଦୀର ରହସ୍ୟ
ଯେମିତି କି ଆମେ ବର୍ତ୍ତମାନ ଆପଣଙ୍କୁ ଜଣାଇଛୁ କି ଯେତେବେଳେ ଦେବୀ ମାଆ ରଜଶ୍ଵଳା ହୋଇଥାନ୍ତି ତ ତାଙ୍କ ନାଲିର-କ୍ତ କାରଣରୁ ଏଠାର ନଦୀପାଣି ମଧ୍ୟ ନାଲି ହୋଇ ଯାଇଥାଏ। ହେଲେ ଏହା ଉପରେ କୈାଣସି ଦୃଢ଼ ପ୍ରମାଣ ନାହିଁ କି ନାଲିରଙ୍ଗ ଦେବୀଙ୍କ ର-କ୍ତ ହିଁ ଅଟେ। କିଛି ଲୋକ ଏହାମଧ୍ୟ କୁହନ୍ତି କି ଏଠାର ପୂଜାରୀ ନଦୀରେ ସିନ୍ଦୂର ଢାଳିଥାନ୍ତି ଯେଉଁ କାରଣରୁ ଏଠାର ପାଣି ନାଲି ହୋଇ ଯାଇଥାଏ।
ସ୍ତ୍ରୀ ରଚନାତ୍ମକତା
ବନ୍ଧୁଗଣ ଯାହା ବି କୁହନ୍ତୁ ଏହି ମନ୍ଦିର ବହୁତ ସୁନ୍ଦର ଅଟେ। ଯେଉଁଠାରେ ଆପଣଙ୍କୁ ସ୍ତ୍ରୀଙ୍କ ରଚନାତ୍ମକତା ଦେଖିବାକୁ ମିଳିଥାଏ। ଏବଂ ଏହା ମଧ୍ୟ ଜଣା ପଡିଥାଏ କି ଏହି ବ୍ରହ୍ମାଣ୍ଡକୁ ଚାଳାଉଥିବା ବ୍ୟକ୍ତି କେବଳ ଆଉ କେବଳ ସ୍ତ୍ରୀ ଅଟେ। ଏଥିପାଇଁ ଆମକୁ ପ୍ରତ୍ୟେକ ପରିସ୍ଥିତିରେ ସ୍ତ୍ରୀ ମାନଙ୍କର ସମ୍ମାନ କରିବା ଉଚିତ ଏବଂ ତାଙ୍କ ଶରିର ସହିତ ଯୋଡା ପ୍ରତ୍ୟେକ ଅଂଶକୁ ଏକ ବାୟଲୋଜିକାଲ ପେଣ୍ଟ ଏବଂ ଭ୍ୟୁ ରୂପରେ ଦେଖିବା ଉଚିତ।
ତାନ୍ତ୍ରିକଙ୍କ ଗଡ଼
ବନ୍ଧୁଗଣ ବର୍ତ୍ତମାନ କଥା ହେବା ଏହି ମନ୍ଦିରର ସବୁଠାରୁ ମୁଖ୍ୟ କଥା ବିଷୟରେ। ଆପଣ ଭଲରେ ଜାଣି ନଥାଇ ପାରନ୍ତି କିନ୍ତୁ ଏହି ମନ୍ଦିରକୁ ତାନ୍ତ୍ରିକଙ୍କ ଗଡ଼ ବୋଲି କୁହାଯାଇଥାଏ। ଯେଉଁଠାରେ ଆପଣଙ୍କୁ ଅନେକ ତାନ୍ତ୍ରିକ ନିଜ ତନ୍ତ୍ରବିଦ୍ୟାର ପ୍ରୟୋଗ କରି ଦେବୀ କାଳୀଙ୍କ ସମ୍ପର୍କରେ ଆସିବାକୁ ଚାହିଁଥାନ୍ତି। କାରଣ ସେମାନଙ୍କୁ ଜଣାଅଛି କି ଏହି ମନ୍ଦିର ବହୁତ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ଅଟେ ଯେଉଁଠାରେ ଅଲଗା ଅଲଗା ପ୍ରକାରର ଚମତ୍କାର ଦେଖିବାକୁ ମିଳିଥାଏ। ଏଥିପାଇଁ ଆପଣଙ୍କୁ ଏଠାରେ ଅନେକ ତାନ୍ତ୍ରିକ ଦେବୀଙ୍କୁ କାଳୀଙ୍କ ସ୍ଵରୁପରେ ପୂଜା ହେଉଥିବାର ଦେଖାଯିବ।
ତ ବନ୍ଧୁ ଆଜି ପାଇଁ ବାସ ଏତିକି ଆଶା ରହିଛି କି ଆପଣଙ୍କୁ ଆମର ଏହି ଆର୍ଟିକିଲ ପସନ୍ଦ ଆସିଥିବ। ଯଦି ହଁ ତାହେଲେ ଏହାର ବିଚାର କମେଣ୍ଟରେ ନିଶ୍ଚିତ ଜଣାନ୍ତୁ।