ଚୀନର ଚିଡିଆଘର କୁକୁରକୁ କରିଦେଲା ଗଧିଆ, ସୋସିଆଲ ମିଡିଆରେ ଭାଇ-ରାଲ ହେଉଛି Video

କୁକୁର ଏବଂ ଗଧିଆ ବହୁ ମାତ୍ରାରେ ଦେଖିବାକୁ ଏକାପରି ହିଁ ଲାଗନ୍ତି। ସେଠାର, ଚୀନର ଗୋଟିଏ ଚିଡିଆଘର (zoo in chaina) ଏହି କଥାର ଫାଇଦା ଉଠାଇ ପର୍ଯ୍ୟଟକଙ୍କୁ ବୋକା ବନେଇବା ପାଇଁ ଚେଷ୍ଟା କରୁଛନ୍ତି।

କୁକୁର ଏବଂ ଗଧିଆ ବହୁ ମାତ୍ରାରେ ଦେଖିବାକୁ ଏକାପରି ହିଁ ଲାଗନ୍ତି। ସେଠାର, ଚୀନର ଗୋଟିଏ ଚିଡିଆଘର (zoo in chaina) ଏହି କଥାର ଫାଇଦା ଉଠାଇ ପର୍ଯ୍ୟଟକଙ୍କୁ ବୋକା ବନେଇବା ପାଇଁ ଚେଷ୍ଟା କରୁଛନ୍ତି। ସୂଚନା ମୁତାବକ, ହୁବେଇ ପ୍ରାନ୍ତ (Hubei)ର ସେଣ୍ଟ୍ରାଲ ଜୁ (central China’s Xiangwushan Zoo)ରେ ପର୍ଯ୍ୟଟକଙ୍କୁ ଭ୍ରମିତ କରିବା ପାଇଁ ଗଧିଆଙ୍କ ପଞ୍ଜୁରୀରେ କୁକୁରକୁ ରଖି ଦିଆଯାଇଛି। କିନ୍ତୁ, ସେଠାର ଜଣେ ପର୍ଯଟକ ଏହା ଜାଣି ପାରିଥିଲେ କି ସେଇଟା ଗଧିଆ ନୁହେଁ ବରଂ କୁକୁର ଅଟେ ଏବଂ ତା’ର ଭିଡିଓ କରିଥିଲେ। ବର୍ତମାନ ସେହି ଭିଡିଓକୁ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଶେୟାର କରି ଦେଇଛନ୍ତି, ଯାହା ବର୍ତ୍ତମାନ ଜୋରରେ ଭାଇ-ରାଲ ହେଉଛି। ଏହି ଭିଡିଓ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ଲୋକମାନେ ଚୀନର ମଜା ଉଡାଉଛନ୍ତି।

ଏହି ଭିଡିଓକୁ ଭିଡିଓ ଶୁ ନାମକ ଜଣେ ବ୍ୟକ୍ତି ରେକର୍ଡ କରିଛନ୍ତି, ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଜୋରରେ ଭାଇ-ରାଲ ହେଉଛି। ଭିଡିଓରେ ଆପଣ ଦେଖି ପାରିବେ କି ଚିଡିଆଘରେ ଗଧିଆ ପଞ୍ଜୁରୀରେ ଗୋଟିଏ କଳା ଏବଂ ଧୂସର ରଙ୍ଗର ରୋଟବେର୍ଡଲର (Rottweiler) କୁକୁର ବସିଛନ୍ତି। ଭିଡିଓ କ୍ୟାପଶନରେ ଶୁ ମଜାଦାର କ୍ୟାପଶନ ମଧ୍ୟ ଲେଖିଛନ୍ତି, ‘ଗଧିଆ!କଣ ତୁମେ ସତରେ ଗଧିଆ ଅଟ?’

ରିପୋର୍ଟ ଅନୁସାରେ, ପର୍ଯ୍ୟଟକ ଯେତେବେଳେ ଚିଡିଆଘର ଠାରେ ଏହା ଉପରେ କଥା ହୋଇଥିଲେ, ତ ସେ କହିଥିଲେ କି କିଛିଦିନ ପୂର୍ବରୁ ହିଁ ପଞ୍ଜୁରୀରେ ରହୁଥିବା ଗଧିଆର ବୟସ ଅଧିକ ହୋଇଯାଇଥିଲା ଯେଉଁ କାରଣରୁ ତାର ମୃ-ତ୍ୟୁ ହୋଇ ଯାଇଥିଲା। ଏହାର ପଞ୍ଜୁରୀରେ କୁକୁରକୁ ଅସ୍ଥାୟୀ ରୂପରେ ରଖାଯାଇଛି।

ଚିଡିଆଘରର ଜଣେ କର୍ମଚାରୀ କହିଛନ୍ତି, କି କରୋନା ମହାମାରୀ କାରଣରୁ ଏଠାର ସ୍ଥିତି ଠିକ ନାହିଁ। ସେଠାରେ, ସୋସିଆଲ ମିଡିଆର ୟୁଜର୍ସ ବର୍ତ୍ତମାନ ଚିଡିଆଘରର ଅନ୍ୟ ପଶୁପକ୍ଷୀମାନଙ୍କୁ ନେଇ ନିଜର ଚିନ୍ତା ଜାହିର କରୁଛନ୍ତି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *