ସୋସିଆଲ ମିଡିଆରେ ମହିଳା ମାନଙ୍କ ମଧ୍ୟରେ ହୋଇଥିବା ଲ-ଢେ-ଇର ଏକ ଭିଡିଓ ଭାଇ-ରାଲ ହେଉଛି। ଘ-ଟଣା ଆମେରିକା ଏରିଜୋନା ସ୍କାଟସଡେଲର ଅଟେ। ଯେଉଁଠାର ୬ମାର୍ଚ୍ଚରେ ଫେଶନ ସ୍କ୍ବାୟର ମଲରେ ଲାଇନ ଭାଙ୍ଗିବାକୁ ନେଇ Bath & Body Worksର କର୍ମଚାରୀ ଏବଂ ଗ୍ରାହକ ନିଜ ଭିତରେ ଟ-ଣା-ଓଟରା ହୋଇ ଯାଇଥିଲେ। ଏହି ପୂରା ଘଟ-ଣାଟି କ୍ୟାମେରାରେ ବନ୍ଦି ହୋଇ ଯାଇଛି, ଯାହାକୁ ସୋସିଆଲ ମିଡିଆର ଅଲଗା-ଅଲଗା ପ୍ଲାଟଫର୍ମରେ ଶେୟାର କରାଯାଉଛି। ରିପୋର୍ଟ ମୁତାବକ, ଦୁଇ ମହିଳାଙ୍କୁ ପୋ-ଲିସ ହାଜତକୁ ନେଇ ଯାଇଛନ୍ତି।
ଗୋଟିଏ ଟୁଇଟର ପୋଷ୍ଟ ମୁତାବକ, କର୍ମଚାରୀ ଏବଂ ଗ୍ରାହକ ସ୍କ୍ବାୟର ମଲର ‘ବାଥ ଆଣ୍ଡ ବଡି ବର୍କ୍ସ’ରେ ଲଢ଼ୁଥିବାର ନଜର ଆସିଛନ୍ତି। ଟୁଇଟର ୟୁଜର କହିଛନ୍ତି କି ଜଣେ ମହିଳା ଅନ୍ୟ ଜଣେ କଷ୍ଟମରଙ୍କର ବହୁତ ପାଖରେ ଛିଡ଼ା ହୋଇଥିଲେ। ହଠାତ ଦୁଇଜଣ ଝ-ଗ-ଡ଼ା କରିବାକୁ ଲାଗିଥିଲେ। ଷ୍ଟୋରର କର୍ମଚାରୀମାନେ ତାଙ୍କୁ ଶାନ୍ତ କରିବା ପାଇଁ ଚେଷ୍ଟା କରିଥିଲେ ତ ଘଟ-ଣାଟି ଆହୁରି ଅଧିକ ବିଗିଡି ଯାଇଥିଲା!
ଲୋକମାନଙ୍କୁ ଲାଗୁଛି ମଜା
So we’re going to ignore the ‘Maintain 6ft of distance’ sign? Some people can’t follow store policy pic.twitter.com/FozNF5gpkn
— Jamel Herring (@JamelHerring) March 7, 2021
ଏହି ୧ମିନିଟ ୫ସେକେଣ୍ଡର ଭିଡି-ଓରେ ଦେଖା ଯାଇଛି କି କେମିତି ଗ୍ରାହକ ଏବଂ ଷ୍ଟୋରର କର୍ମଚାରୀ ଜଣେ ଅନ୍ୟ ଜଣଙ୍କୁ ମୁ-ଥ ମା-ରି-ବାକୁ ଲାଗିଛନ୍ତି। ଖବର ଲେଖାଯିବା ପର୍ଯ୍ୟନ୍ତ ଭିଡିଓକୁ ୨ଲକ୍ଷରୁ ଅଧିକ ଲାଇକ ଏବଂ ୧କୋଟିରୁ ଅଧିକ ଭ୍ୟୁ ମିଳିସାରିଛି। ଏହା ସହିତ, ଶହଶହ ଲୋକ ଏହା ଉପରେ ନିଜର ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି।