ଛୁଆକୁ କୋଳରେ ନେଇ ଡ୍ୟୁଟି କରୁଥିବାର ନଜର ଆସିଲେ ମହିଳା ଟ୍ରାଫିକ ପୋଲି-ସକର୍ମୀ, ଦେଖନ୍ତୁ Video

ଜଣେ ମହିଳା ପୁରୁଷଙ୍କ ତୁଳନାରେ ବହୁଗୁଣା ଅଧିକ ପରିଶ୍ରମୀ ହୋଇଥାନ୍ତି। ବିଶେଷକରି ଯଦି ସେମାନେ ଚାକିରି କରୁଛନ୍ତି ତାହେଲେ ତାଙ୍କର ଏହି ପରିଶ୍ରମ ଆହୁରି ଅଧିକ ବଢିଯାଇଥାଏ। ଜଣେ ପୁରୁଷ ଯେତେବେଳେ ଚାକିରି କରିଥାଏ ତ ତାକୁ ନିଜ ଘର ପରିବାରର ଚିନ୍ତା ନଥାଏ। ଆପଣ ମଧ୍ୟ କୌଣସି ପୁରୁଷକୁ ଚାକିରି ସମୟରେ ନିଜ ଛୁଆକୁ ସମ୍ଭାଳୁଥିବାର ଦେଖିଥିବେ। ସେଠାର ଅନ୍ୟ ପକ୍ଷରେ କାର୍ଯ୍ୟ କରୁଥିବା ମହିଳାମାନଙ୍କୁ ବୋଧହୁଏ ଚାକିରି ସହିତ ଛୁଆର ଦେଖାଶୁଣା ମଧ୍ୟ କରିବାକୁ ପଡିଥାଏ।

ଏମିତି ହିଁ ଜଣେ ଟ୍ରାଫିକ ପୋ-ଲିସ ଅଧିକାରୀ, ପ୍ରିୟଙ୍କାଙ୍କର ଗୋଟିଏ ଭିଡିଓ ସୋସିଆଲ ମିଡ଼ିଆରେ ବହୁତ ଭାଇ-ରାଲ ହେଉଛି। ଏହି ଭିଡିଓ ଚଣ୍ଡୀଗଡ଼ ସେକ୍ଟର ୧୫/୨୩ର ଗୋଲଘର ପାଖର ବୋଲି ଜଣାଯାଉଛି। ଏଠାରେ ଜଣେ ମହିଳା ଟ୍ରାଫିକ କର୍ମଚାରୀ ଡ୍ୟୁଟି ସମୟରେ ନିଜର ଛୋଟ ଛୁଆକୁ କୋଳରେ ଧରି ଥିବାର ଦେଖାଯାଇଛି। ମହିଳା ଜଣଙ୍କ ନିଜର ଚାକିରି ସହିତ ମାଆ ହେବାର କର୍ତ୍ତବ୍ୟ ମଧ୍ୟ ତୁଲାଉଛନ୍ତି।

ଏହି ଭିଡିଓରେ ଦେଖା ଯାଉଛି କି ମହିଳା ଯାତାୟତ ପୋ-ଲିସ ଅଧିକାରୀଙ୍କ ଗୋଟିଏ ହାତରେ ଛୁଆ ଅଛି। ସେହି ଛୁଆଟି ମାଆ କୋଳରେ ବହୁତ ଆରାମରେ ଶୋଇଛି। ସେହି ମାଆ ଛୁଆକୁ ସମ୍ଭାଳିବା ସହିତ ଟ୍ରାଫିକକୁ ମଧ୍ୟ ନିୟନ୍ତ୍ରିତ କରୁଛନ୍ତି। ନିଜ କର୍ତ୍ତବ୍ୟର ପ୍ରତି ସମର୍ପିତ ଏହି ମହିଳା କର୍ମଚାରୀଙ୍କର ସୋସିଆଲ ମିଡିଆରେ ବହୁତ ପ୍ରଶଂସା ହେଉଛି। ତାଙ୍କ ଭିଡିଓକୁ ଯେଉଁମାନେ ବି ଦେଖୁଛନ୍ତି ସେମାନେ ଏହି ମହିଳାଙ୍କୁ ସଲାମ କରିବାକୁ ଲାଗୁଛନ୍ତି।

ଆଶ୍ଚର୍ଯ୍ୟଜନକ କଥା ଏହା ହେଉଛି କି ଏହି ମହିଳାଙ୍କ ଷ୍ଟାଫ ତାଙ୍କୁ ମଧ୍ୟ ପଚାରିଥିଲେ କି ସେ କ’ଣ ପୁଣି ଘରକୁ ଫେରି ଯିବାକୁ ଚାହୁଁଛନ୍ତି ତ ସେ ମନା କରିଦେଇଥିଲେ। ମହିଳା କର୍ମଚାରୀଙ୍କ କହିବା କଥା ଥିଲା କି ସେ ନିଜର କାର୍ଯ୍ୟ ତୁଲାଇବାକୁ ଚାହୁଁଛନ୍ତି। ଏହି ଭିଡିଓକୁ ସେଠାର ଜଣେ ସ୍ଥାନୀୟ ବ୍ୟକ୍ତି ରଚନା କରିଛନ୍ତି। ଏହା ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି।

ଯେଉଁଠାର ଗୋଟିଏ ପକ୍ଷରେ ଅନେକ ଲୋକ ମହିଳା ଟ୍ରାଫିକ ପୋ-ଲିସଙ୍କର ପ୍ରଶଂସାର ପୋଲ ବାନ୍ଧୁଛନ୍ତି ତ ଅନ୍ୟ ପକ୍ଷରେ କିଛି ଲୋକ ତାଙ୍କୁ ଛୁଆକୁ ଘରେ ରଖିବା ପାଇଁ ଉପଦେଶ ଦେଉଛନ୍ତି। ସେମାନଙ୍କର କହିବା କଥା ହେଉଛି କି କରୋନାର ପରିସ୍ଥିତିରେ ଛୁଆକୁ ଜନଗହଳି ସ୍ଥାନକୁ ନନେବା ଉଚିତ ନୁହେଁ। ତା ଉପରେ ପୁଣି ଏତେ ଖରା ଏବଂ ଗରମରେ ଛୁଆର ରହିବା ତା ସ୍ବାସ୍ଥ୍ୟକୁ କିଛି କ୍ଷତି ପହଁଞ୍ଚାଇ ପାରେ ।

ଏହାଛଡା ଆପଣମାନଙ୍କୁ ଏହି ଭିଡିଓ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚିତ ଜଣାନ୍ତୁ। ଏହା ସହିତ ଯଦି ଏହି ଭିଡିଓ ପସନ୍ଦ ଆସିଛି ତ ଏହାକୁ ଅଧିକ ରୁ ଅଧିକ ଲୋକଙ୍କୁ ସେୟାର କରନ୍ତୁ। ଏହିପରି ଭାବରେ ଅନ୍ୟ ଲୋକମାନେ ମଧ୍ୟ ମହିଳାଙ୍କ ଠାରୁ ପ୍ରେରଣା ନେଇ ନିଜ କର୍ତ୍ତବ୍ୟକୁ ସଚ୍ଚୋଟତାର ସହ ତୁଲାଇବେ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *