ଉତ୍ତର ପ୍ରଦେଶ ଦେବରିୟାରୁ ହୃଦୟକୁ ଦୋହଲାଇ ଦେବା ଭଳି ଘ-ଟଣା ସାମ୍ନାକୁ ଆସିଛି ଯେଉଁଠାର ଜଣେ ମହିଳା ନିଜର ତିନି ଛୁଆଙ୍କ ସହିତ ବିଷ ଖାଇ ଦେଇଛନ୍ତି। କାରଣ ଏହା ଥିଲା କି ତାଙ୍କ ଶଶୁରଘର ଲୋକମାନେ ତାଙ୍କ ଦିଅରଙ୍କ ବାହାଘରରେ ଦେବାପାଇଁ ଗୋଟିଏ ଗହଣା ଅଧିକ ନେଇ ଆସିଛନ୍ତି ଏବଂ ଏହି କଥାରେ ମହିଳା ଜଣଙ୍କ ନିରାଶ ଅଟନ୍ତି।
ଏହି ଘ-ଟଣାଟି ଦେବରିୟାର ବାରହଜ ସ୍ଥିତ କଟଇଲବାର ଅଟେ, ଏଠାର ୩୨ବର୍ଷିୟ ରଙ୍ଗୀତାଙ୍କ ଦିଅରଙ୍କ ବାହାଘର ମଇ ମାସରେ ହେବାର ଥିଲା ଏବଂ ଦେବାପାଇଁ ଗହଣା କିଣିବାକୁ ଯାଇଥିଲେ। ଏହି ସମୟରେ ରଙ୍ଗିତାର ପାଖରେ ଯେତେ ଗହଣା ଥିଲା ତାଠାରୁ ଗୋଟିଏ ଗହଣା ଅଧିକ କିଣା ଯାଇଥିଲା। ଏହି କଥା ରଙ୍ଗିତାକୁ ନିରାଶ କରିଥିଲା ଏବଂ ଏହି କଥାକୁ ନେଇ ସେ ବହୁତ କ୍ରୋ-ଧରେ ଥିଲେ।
ରାତିରେ ପରିବାର ଲୋକଙ୍କୁ ଖାଇବାକୁ ଦେବାପରେ ସେ ନିଜ ପିଲାଙ୍କ ସହିତ କୋଠରୀରେ ଶୋଇବାକୁ ଚାଲି ଯାଇଥିଲେ ଏବଂ ଅଧା ରାତିରେ ସେ ପିଲାଙ୍କୁ ଏବଂ ନିଜେ ମଧ୍ୟ କୀଟନାଶକ ପିଇ ଦେଇଥିଲେ। ଏହା ପରେ ତାଙ୍କ ୧୦ବର୍ଷ, ୬ବର୍ଷ ଏବଂ ୫ବର୍ଷ ପୁଅଙ୍କର ଦେହ ଖରାପ ହୋଇ ଯାଇଥିଲା ତ ସେ ଚି-ତ୍କାର କରିବାକୁ ଲାଗିଥିଲେ। ଘର ଲୋକଙ୍କ ନିଦ ଭାଙ୍ଗି ଯାଇଥିଲା ତ ସେମାନେ ସଙ୍ଗେସଙ୍ଗେ ସମସ୍ତଙ୍କୁ ଡାକ୍ତରଖାନାକୁ ନେଇଯାଇଥିଲେ କିନ୍ତୁ ମହିଳା ଏବଂ ତାଙ୍କର ଜଣେ ଛୁଆ ରାସ୍ତାରେ ହିଁ ମୃ-ତ୍ୟୁ ବ-ରଣ କରିଥିଲେ। ଯେତେବେଳେ କି ଦୁଇଜଣ ଛୁଆଙ୍କର ଚିକିତ୍ସା କରାଯାଉଛି।
ମୃ-ତ ମହିଳାଙ୍କ ଶାଶୁ କହିଛନ୍ତି କି ଛୋଟ ପୁଅର ବାହାଘରରେ ଦେବାପାଇଁ ସେମାନେ ଗୋଟିଏ ଗହଣା ଅଧିକ କିଣି ଆଣିଥିଲେ ତ ସେହି କଥାକୁ ନେଇ ରଙ୍ଗୀତା ଚିତ୍କାର କରିବାକୁ ଲାଗିଥିଲେ କି ଅଧିକ କଣ ପାଇଁ କିଣା ଯାଇଛି, ମୋର ବି ଦରକାର। ଏହାପରେ ମୁଁ ତାଙ୍କ ଆଗରେ ହାତ ଯୋଡ଼ି କହିଥିଲି କି ଗୋଟିଏ ଥର ବାହାଘରକୁ ସରିବାକୁ ଦିଅ, ମୁଁ ଏମିତି ହିଁ ତୁମପାଇଁ କିଣି ଆଣିବି। କିନ୍ତୁ ସେ ନିରାଶ ଥିଲେ।
ଜିଲ୍ଲାର ଏସପି ଶ୍ରୀପତି ମିଶ୍ରଙ୍କ କହିବା କଥା ହେଉଛି କି ଏହି ଜନପଦ ଥାନା ବରହଜ ଗ୍ରାମ କଟଇଲବାର ମହିଳା କାଲି ରାତି ପାଖାପାଖି ୧୧.୩୦ରେ ନିଜ ୩ଛୁଆଙ୍କ ସହିତ, ଘରେ ଝ-ଗଡ଼ା ହେବାରୁ ବି-ଷ ଖାଇ ଦେଇଛନ୍ତି। ପୋଲି-ସଙ୍କ ଦ୍ବାରା ପଞ୍ଚନାମା ପୂରଣ କରି ନିର୍ଧାରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।