ଆପଣଙ୍କ ଅଞ୍ଚଳରେ ପାଣିର ଉଚ୍ଚ ଟାଙ୍କି ଅଛି? ଯଦି ନାହିଁ ତାହାଲେ ଖୋଜି ନିଅନ୍ତୁ। କାରଣ ୨୦୨୧ରେ ମଧ୍ୟ ୧୯୭୫ରେ ଆସିଥିବା ସିନେମା ‘ଶୋଲେ’ର ଗୋଟିଏ ଦୃଶ୍ୟକୁ ଲୋକମାନେ ପୁନଃ ସୃଷ୍ଟି କରୁଛନ୍ତି। ବାସ୍ତବରେ, ଆମେ ସେହି ସିନେମାର ଗୋଟିଏ ଦୃଶ୍ୟର କଥା କହୁଛୁ, ଯେଉଁଥିରେ ବୀରୁ ବସନ୍ତିଙ୍କ ସହିତ ବାହା ହେବାପାଇଁ ଜିଦି କରି ପାଣିର ଟାଙ୍କି ଉପରେ ଚଢି ଯାଇଥିଲେ। ବର୍ତମାନ ଜଣେ ସ୍ଵାମୀ ଏପରି କାର୍ଯ୍ୟ କରିଛନ୍ତି। କିନ୍ତୁ ସେ ପାଣି ଟାଙ୍କି ଉପରେ ନୁହେଁ ବରଂ ବିଜୁଳି ଖୁଣ୍ଟ ଉପରେ ଚଢ଼ିଯାଇଥିଲେ। କାରଣ ଭାଇ.. ତାଙ୍କର ସ୍ତ୍ରୀ ତାଙ୍କୁ ନକହି ଘରୁ ଚାଲିଯାଇଥିଲେ। ଏହି କଥାରେ ଦୁଃଖିତ ହୋଇ ସେ ଏମିତି କାରନାମା କରି ବସିଥିଲେ।
ପୋ-ଲିସ କେଉଁ ପ୍ରକାରରେ ତଳକୁ ଓହ୍ଲାଇଥିଲେ
‘ଏଏନଆଈ’ ରିପୋର୍ଟ ଅନୁଯାୟୀ,ଏହି ଘଟଣାଟି ଛତିଶଗଡ଼ ବଳରାମପୁରର ଅଟେ। ଏଠାର ଜଣେ ସ୍ଵାମୀ ବିଜୁଳି ଖୁଣ୍ଟ ଉପରେ ଚଢି ଯାଇଥିଲେ ତ ଲୋକମାନେ ତାଙ୍କୁ ଦେଖି ଭୟ-ଭୀତ ହୋଇଯାଇଥିଲେ। ପ୍ରଥମେ ତ ଲୋକମାନେ ବ୍ୟକ୍ତିଙ୍କୁ ତଳକୁ ଓହ୍ଲାଇବା ପାଇଁ ବହୁତ ବୁଝାଇଥିଲେ। କିନ୍ତୁ ଯେତେବେଳେ ସେ ରାଜି ହୋଇନଥିଲେ, ତ ଲୋକମାନେ ପୋ-ଲିସଙ୍କୁ ଏହାର ସୂଚନା ଦେଇଥିଲେ। ପୋ-ଲିସ ଘଟଣାସ୍ଥଳରେ ପହଁଞ୍ଚିଥିଲେ ଏବଂ ସେମାନେ ବହୁତ ବୁଝାଇବା ପରେ ସେ ବ୍ୟକ୍ତିଙ୍କୁ ତଳକୁ ଓହ୍ଲାଇଥିଲେ।
କ’ଣ ଅଟେ ପୂରା ଘଟ-ଣା?
ଏହି ଘ-ଟଣା ଗୁରୁବାର ଦିନର ଅଟେ। ପୋ-ଲିସଙ୍କ ଅନୁସାରେ, ବ୍ୟକ୍ତି ଜଣଙ୍କ ମଦ ନିଶାରେ ଥିଲେ ଏବଂ ତାଙ୍କ ସ୍ତ୍ରୀ ତାଙ୍କୁ କିଛି ନକହି କେଉଁଆଡେ ଚାଲି ଯାଇଥିଲେ। ଏହି କଥାରେ ସେ ଚିନ୍ତିତ ହୋଇ ବିଜୁଳି ଖୁଣ୍ଟ ଉପରକୁ ଚଢ଼ି ଯାଇଥିଲେ। ହେଲେ ଘ-ଟଣା ସ୍ଥଳରେ ପହଞ୍ଚି ପୋ-ଲିସମାନେ ବହୁତ ମୁସ୍କିଲରେ ବ୍ୟକ୍ତିଙ୍କୁ ତଳକୁ ଓହ୍ଲାଇଥିଲେ ଏବଂ ତାଙ୍କୁ ଥା-ନାକୁ ନେଇଯାଇଥିଲେ। ସେତେବେଳକୁ ତାର ନିଶା ଛାଡ଼ି ଯାଇଥିଲା ଯାହାପରେ ପୋ-ଲିସ ତାଙ୍କୁ ବୁଝାଇ ଘରକୁ ପଠାଇ ଦେଇଥିଲେ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।