ମାଛମାନଙ୍କୁ ଲାଗୁଥିଲା ଭୋକ, ତ ବତକ ଥଣ୍ଟରେ ଭରି ଏମିତି ଖୁଆଇଲେ ତାଙ୍କୁ ଖାଦ୍ୟ, IAS କହିଲେ- ‘ବାଣ୍ଟିକି ଖାଇବା ହିଁ ପ୍ରେମ ଅଟେ’- ଦେଖନ୍ତୁ Video

ସୋସିଆଲ ମିଡିଆରେ ଗୋଟିଏ ଏମିତି ଭିଡିଓ ଭାଇ-ରଲ ହେଉଛି, ଯାହା ନିଶ୍ଚିତ ରୂପରେ ଆପଣ ସମସ୍ତଙ୍କ ହୃଦୟ ଜିତି ନେବ। ଏହି ଭିଡିଓରେ ଗୋଟିଏ ବତକ, ମାଛ ମାନଙ୍କୁ ଖାଦ୍ୟ ଖୁଆଉ ଥିବାର ନଜର ଆସିଛି। ସେ ଯେଉଁ ଭଳି ଭାବରେ ମାଛମାନଙ୍କୁ ଖାଦ୍ୟ ଖୁଆଉଛି, ତାକୁ ଦେଖିକରି ସମସ୍ତଙ୍କ ହୃଦୟ ଖୁସି ହୋଇଯାଇଛି।

ସୋସିଆଲ ମିଡ଼ିଆରେ ଗୋଟିଏ ଏମିତି ଭିଡିଓ ଭାଇ-ରଲ ହେଉଛି, ଯାହା ନିଶ୍ଚିତ ରୂପରେ ଆପଣ ସମସ୍ତଙ୍କ ହୃଦୟ ଜିତି ନେବ। ଏହି ଭିଡିଓରେ ଗୋଟିଏ ବତକ, ମାଛ ମାନଙ୍କୁ ଖାଦ୍ୟ ଖୁଆଉ ଥିବାର ନଜର ଆସୁଛି। ସେ ଯେଉଁ ଭଳି ଭାବରେ ମାଛମାନଙ୍କୁ ଖାଦ୍ୟ ଖୁଆଉଛି, ତାକୁ ଦେଖିକରି ସମସ୍ତଙ୍କର ହୃଦୟ ଖୁସି ହୋଇଯାଇଛି। ଲୋକମାନେ ଏହି ଭିଡିଓକୁ ବହୁତ ପସନ୍ଦ କରୁଛନ୍ତି।

ଏହି ଭିଡିଓକୁ ଆଇଏଏସ ଅଫିସର ଅବନୀଶ ଶରଣ ଶେୟାର କରିଛନ୍ତି। ଭିଡିଓ ସହିତ ସେ କ୍ୟାପଶନ ଲେଖିଛନ୍ତି,’ସେୟାରିଙ୍ଗ ଇଜ କେୟାରିଙ୍ଗ’ ୩୦ସେକେଣ୍ଡର ଏହି ଭିଡିଓରେ ଆପଣ ନିଜେ ଦେଖି ପାରିବେ କି କେମିତି କିଛି ମାଛ ପାଣିରେ ଏକାଠି ଅଛନ୍ତି ଏବଂ ବତକ ନିଜ ଥଣ୍ଟରେ ଦାନାଭରି ତାଙ୍କର ପାଟିରେ ଖୁଆଉଛି। ଏହି ଭିଡିଓ ଦେଖିବାକୁ ବହୁତ ସୁନ୍ଦର ଅଟେ।

ଏହି ଭିଡିଓ ଏପର୍ଯ୍ୟନ୍ତ ୮୬ ହଜାରରୁ ଅଧିକ ଥର ଦେଖା ଯାଇସାରିଛି। ଭିଡିଓକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି ଏବଂ ବହୁତ କମେଣ୍ଟ ମଧ୍ୟ କରୁଛନ୍ତି। ଲୋକମାନେ ଏହି ଭିଡିଓକୁ ଦେଖିବା ପରେ ଏହା ମନୁଷ୍ୟ ମାନଙ୍କ ପାଇଁ ଆଦର୍ଶ ହୋଇ ଯାଇଛି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *