ଏହି ଟୁଇଟ୍ ସୋସିଆଲ ମିଡିଆରେ ଭାଇ-ରାଲ ହେବାରେ ଲାଗିଛି। କାରଣ ଏକାଦଶ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ର ଜଣେ ମହିଳାଙ୍କୁ ଗର୍ଲଫ୍ରେଣ୍ଡ ହେବାକୁ ପ୍ରସ୍ତାବ ଦେଇଥିଲେ । କିନ୍ତୁ ଏହି ଛାତ୍ରଙ୍କ ଆତ୍ମବିଶ୍ୱାସ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ବାସ୍ତବରେ ଟ୍ୱିଟର ବ୍ୟବହାରକାରୀ Anti pigeon ମାର୍ଚ୍ଚ ୩ ରେ ଏକ ଚାଟ୍ ର ସ୍କ୍ରିନସଟ୍ ସେୟାର କରି ଲେଖିଥିଲେ, ‘ଦୟାକରି ବିଦ୍ୟାଳୟ ଖୋଲନ୍ତୁ।’ ତାଙ୍କର ଏହି ଟ୍ୱିଟ ଚର୍ଚ୍ଚାର ବିଷୟ ପାଲଟିଛି। ଏହାକୁ ୮୦୦୦ରୁ ଅଧିକ ଲାଇକ ଏବଂ ୬୨୯ଥର ରି-ଟ୍ୱିଟ୍ କରାଯାଇଛି ।
ସ୍କ୍ରିନସଟରେ କ’ଣ ଲେଖାଯାଇଛି?
Please restart schools pic.twitter.com/MgYDFG7RKL
— anti pigeon (@aluminiummaiden) March 3, 2021
‘ମୁଁ ଦିଲ୍ଲୀରେ ରୁହେ ଏବଂ ବର୍ତ୍ତମାନ ଏକାଦଶ ଶ୍ରେଣୀରେ ପଢୁଛି। ତୁମେ ଅତି ସୁନ୍ଦର ତୁମେ ମୋର ଗର୍ଲଫ୍ରେଣ୍ଡ ହେବ କି? ବାସ୍ତବରେ, ମୋ ବାପାଙ୍କର ଏଠାରେ ଏକ ବଡ଼ ଶିପିଂ ବ୍ୟବସାୟ ଅଛି… ମୁଁ ତୁମ ପାଇଁ କିଛି ବି କରିପାରିବି… କିନ୍ତୁ ଦୟାକର ମୋର ଗର୍ଲଫ୍ରେଣ୍ଡ ହୋଇଯାଅ ।
ଏହା ଅତ୍ୟନ୍ତ ଦୁଃଖଦାୟକ!
just disappointed to see eleventh graders picking up the same patriarchal values, thinking they’ll be able to woo the woman with “good business” UM NO THANKS
— Rhea Singhvi (@RheaSinghvi) March 3, 2021
ତାଙ୍କୁ କୁହ ପଢ଼ିବା ପ୍ରତି ଧ୍ୟାନ ଦେବେ
https://twitter.com/khaaanba/status/1367152213592711170?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1367152213592711170%7Ctwgr%5E%7Ctwcon%5Es1_c10&ref_url=https%3A%2F%2Fnavbharattimes.indiatimes.com%2Fviral-adda%2Fphoto-gallery%2Ffunny-photos%2Fdelhi-student-sent-message-be-my-girlfriend-the-girl-tweeted-please-restart-schools-viral-tweet-51336%2F
ସ୍କୁଲ ଶୀଘ୍ର ଖୋଲ
https://twitter.com/aatmnirbhar2021/status/1367344375261401089?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1367344375261401089%7Ctwgr%5E%7Ctwcon%5Es1_c10&ref_url=https%3A%2F%2Fnavbharattimes.indiatimes.com%2Fviral-adda%2Fphoto-gallery%2Ffunny-photos%2Fdelhi-student-sent-message-be-my-girlfriend-the-girl-tweeted-please-restart-schools-viral-tweet-51336%2F
ପିଲାମାନଙ୍କ ମନ ସତ୍ୟ
https://twitter.com/_mr_amn/status/1367146926517350408?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1367146926517350408%7Ctwgr%5E%7Ctwcon%5Es1_c10&ref_url=https%3A%2F%2Fnavbharattimes.indiatimes.com%2Fviral-adda%2Fphoto-gallery%2Ffunny-photos%2Fdelhi-student-sent-message-be-my-girlfriend-the-girl-tweeted-please-restart-schools-viral-tweet-51336%2F
ମତେ ଏହା ମଜାଳିଆ ଲାଗିଲା
Please restart schools pic.twitter.com/MgYDFG7RKL
— anti pigeon (@aluminiummaiden) March 3, 2021
ମହିଳା ଜଣକ ତାଙ୍କ ପରବର୍ତ୍ତୀ ଟ୍ୱିଟରେ ଲେଖିଛନ୍ତି, ‘ପ୍ଲିଜ୍…ସାଙ୍ଗମାନେ ମତେ ଏହି କଥା ଖରାପ ଲାଗିଲା ନାହିଁ, କେବଳ ମଜାଳିଆ ଲାଗିଲା ! କାରଣ ତାଙ୍କ ପିତାଙ୍କ ସିପିଂ ବ୍ୟବସାୟ ଆଧାରରେ ଜଣେ ପିଲା ମୋତେ ଏପରି ମେସେଜ ପଠାଉଛି |