ବ୍ୟକ୍ତି ଜଣଙ୍କ ସିନେମା ଷ୍ଟାଇଲରେ ଗାର୍ଲଫ୍ରେଣ୍ଡଙ୍କୁ କଲେ ପ୍ରପୋଜ, ପବନରେ ଉଡି ପିନ୍ଧେଇଲେ ମୁଦି, କହିଲେ- ମୋତେ ବାହା ହେବ?- ଦେଖନ୍ତୁ Video

ବର୍ତମାନ ପ୍ରପୋଜ(Marriage proposal) କରିବାର ଏକ ଏମିତି ନୂତନ ପ୍ରଣାଳୀ ସୋସିଆଲ ମିଡିଆରେ ଭାଇ-ରଲ ହେଉଛି, ଯେଉଁଥିରେ ଜଣେ ବ୍ୟକ୍ତି ଆକାଶରେ ଉଡି ନିଜ ଗାର୍ଲଫ୍ରେଣ୍ଡଙ୍କୁ ବାହାହେବା ପାଇଁ ପ୍ରପୋଜ କରିଛନ୍ତି। ବ୍ୟକ୍ତିଙ୍କ ପ୍ରପୋଜ କରିବାର ଏହି ଭିଡିଓ ବହୁତ ଜୋରରେ ଭାଇ-ରଲ ହେଉଛି।

ଆଜିକାଲି ଲୋକମାନେ ପ୍ରେମକୁ ପ୍ରକାଶ ପାଇଁ ନୂଆ ନୂଆ ଏବଂ ଭିନ୍ନଭିନ୍ନ ପ୍ରଣାଳୀକୁ ନିଜର କରିବାକୁ ଲାଗିଛନ୍ତି। ଏଥି ମଧ୍ୟରୁ କିଛି ଲୋକଙ୍କ ଶୈଳୀ ତ ବହୁତ ଆଶ୍ଚର୍ଯ୍ୟ ଜନକ ହୋଇଥାଏ, ତ କିଛି ଲୋକଙ୍କ ଶୈଳୀ ହୃଦୟକୁ ଜିତି ନେଇଥାଏ। ବର୍ତମାନ ପ୍ରପୋଜ (Marriage proposal) କରିବାର‌ ଏକ ଏମିତି ନୂତନ ପ୍ରଣାଳୀ ସୋସିଆଲ ମିଡିଆରେ ଭାଇ-ରଲ ହେଉଛି, ଯେଉଁଥିରେ ଜଣେ ବ୍ୟକ୍ତି ଆକାଶରେ ଉଡି ନିଜ ଗାର୍ଲଫ୍ରେଣ୍ଡଙ୍କୁ ବାହାହେବା ପାଇଁ ପ୍ରପୋଜ କରିଛନ୍ତି। ବ୍ୟକ୍ତିଙ୍କ ପ୍ରପୋଜ କରିବାର ଏହି ଭିଡିଓ ବହୁତ ଜୋରରେ ଭାଇ-ରଲ ହେଉଛି ଏବଂ ଲୋକମାନେ ଏହାକୁ ବହୁତ ପସନ୍ଦ କରୁଛନ୍ତି।

ବାସ୍ତବରେ, ବ୍ୟକ୍ତି ଜଣଙ୍କ ନିଜ ଗାର୍ଲଫ୍ରେଣ୍ଡଙ୍କୁ ବାହାଘର ପାଇଁ ଯେଉଁ ଶୈଳୀରେ ପ୍ରପୋଜ କରିଛନ୍ତି ତାହା ବହୁତ ଅଲଗା ଥଲା। ସୋସିଆଲ ମିଡିଆରେ ଭାଇ-ରାଲ ହେଉଥିବା ଏହି ଭିଡିଓରେ ଆପଣ ଦେଖିପାରିବେ କି କେମିତି ଜଣେ ବ୍ୟକ୍ତି ସ୍କାଇଡାଇବିଙ୍ଗ ସମୟରେ ନିଜ ଗାର୍ଲଫ୍ରେଣ୍ଡଙ୍କୁ ବାହାହେବା ପାଇଁ ପ୍ରପୋଜ କରିଛନ୍ତି। ଏହି ଭିଡିଓକୁ ‘Wingmanskydive’ ନାମକ ୟୁଜର ଶେୟାର କରିଛନ୍ତି। ଭିଡିଓଟି ଶେୟାର କରିବା ସମୟରେ କ୍ୟାପଶନରେ ଲେଖିଛନ୍ତି, ‘ସ୍କାଇଡାଇବିଙ୍ଗ ମ୍ୟାରେଜ ପ୍ରପୋଜାଲ (Skydive marriage proposal)।’ ଏହି ଭିଡିଓରେ ଜଣେ କପଲ ସ୍କାଇଡାଇବିଙ୍ଗ କରୁଛନ୍ତି। ସେହି ସମୟରେ ଆକାଶରେ ଉଡି ବ୍ୟକ୍ତି ଜଣଙ୍କ ନିଜ ଗାର୍ଲଫ୍ରେଣ୍ଡଙ୍କୁ ମୁଦି ବାହାରକରି ବାହାହେବା ପାଇଁ ପ୍ରପୋଜ କରିଛନ୍ତି।

 

View this post on Instagram

 

A post shared by Wingman (@wingmanskydive)

ଲୋକମାନେ ଏହି ଭିଡିଓକୁ ବହୁତ ପସନ୍ଦ କରୁଛନ୍ତି। କାରଣ, ଯେଉଁଭଳି ଭାବରେ ବ୍ୟକ୍ତି ଜଣଙ୍କ ପବନରେ ଉଡି ବଡ଼ ଜୋଶର ସହିତ ଗାର୍ଲଫ୍ରେଣ୍ଡଙ୍କୁ ପ୍ରପୋଜ କରିଛନ୍ତି ସେ ଲୋକମାନଙ୍କ ହୃଦୟକୁ ଜିତି ନେଇଛନ୍ତି। ଲୋକମାନେ କପଲଙ୍କ ପ୍ରଶଂସା କରୁଛନ୍ତି। ଏହା ସହିତ ସେମାନଙ୍କୁ ବହୁତ ସାରା ଅଭିନନ୍ଦନ ଜଣାଉଛନ୍ତି।

Leave a Reply

Your email address will not be published. Required fields are marked *