50 ବର୍ଷ ବୟସରେ ରାହୁଲ ଗାନ୍ଧୀ କରିଥିଲେ ପୁସ୍-ଅପ୍(push up), ଲୋକମାନେ ଏପରି କଥା କହିବା ଆରମ୍ଭ କଲେ

କିଛି ଦିନ ପୂର୍ବରୁ ରାହୁଲ ଗାନ୍ଧୀଙ୍କ ବାଇସେପ୍ସ ଓ ଏବସେ ର ଏକ ଫଟୋ ଭାଇ-ରାଲ ହୋଇଥିଲା। ବର୍ତ୍ତମାନ ତାଙ୍କର ଗୋଟିଏ ପୁସ୍ଅପ୍ ର ଏକ ଭିଡିଓ ଇଣ୍ଟରନେଟ୍ କୁ ଆସିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜିକାଲି ତାମିଲନାଡୁ ଗସ୍ତରେ ଯାଇଛନ୍ତି। ସୋମବାର ଦିନ ସେ କନ୍ୟାକୁମାରୀର ମୁଲଗୁମୁଦୁନ୍‌ର ଏକ ବିଦ୍ୟାଳୟରେ ପହଞ୍ଚିଥିଲେ। ଯେଉଁଠାରେ ସେ ପିଲାମାନଙ୍କ ସହିତ କଥାବାର୍ତ୍ତା କରିଥିଲେ । ଏବଂ ଏହି ସମୟରେ, ଜଣେ ଛାତ୍ର ତାଙ୍କୁ 15 ଟି ପୁସ୍ଅପ୍ କରିବାକୁ ଚ୍ୟାଲେଞ୍ଜ ଦେଇଥିଲେ, ଯାହା ରାହୁଲ ଗାନ୍ଧୀଙ୍କ ଦ୍ୱାରା ଗ୍ରହଣ କରିଥିଲେ ଏବଂ ଏହାକୁ 10 ସେକେଣ୍ଡରେ 14 ଟି ପୁସ୍ଅପ୍ କରିଥିଲେ।ଏହାର ଛବି ଦେଖି ଲୋକମାନେ ସୋସିଆଲ ମିଡିଆରେଏହା ଉପରେ ନିଜର ମତାମତ ଦେଉଛନ୍ତି ।

ପ୍ରଥମେ ଦେଖନ୍ତୁ ଭିଡିଓ

ଏହି ଭିଡିଟି ସୋସିଆଲ ମିଡିଆରେ ଭାଇ-ରାଲ ହୋଇଛି। ANI ଅନୁଯାୟୀ, ମୁଲଗୁମୁଦୁନ୍‌ର ସେଣ୍ଟ ଜୋସେଫ୍ ମାଟ୍ରିକ୍ ହାଇସ୍କୁଲରେ ଛାତ୍ରମାନଙ୍କ ସହ ‘ଆକିଡୋ’ (ମର୍ଡେନ୍ ଜାପାନିଜ୍ ମାର୍ଶଲ ଆର୍ଟ) ଏବଂ ପୁସ୍ଅପ୍ ପ୍ରଦର୍ଶନ କରି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏବଂ ଏହି ଭିଡିଓକୁ 1 ଲକ୍ଷରୁ ଅଧିକ ଭ୍ୟୁ (view) ଏବଂ 4 ହଜାରରୁ ଅଧିକ ଲାଇକ୍(like) ମିଳିଛି।

କ’ଣ ଅଛି ଭିଡ଼ିଓରେ?

https://twitter.com/_RealCaptain_/status/1366311820290527233?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1366311820290527233%7Ctwgr%5E%7Ctwcon%5Es1_c10&ref_url=https%3A%2F%2Fnavbharattimes.indiatimes.com%2Fviral-adda%2Ftrending%2Fafter-boxer-abs-rahul-gandhi-one-hand-push-ups-and-aikido-with-student-in-tamilnadu-goes-viral-51171%2F

ପ୍ରଥମେ ଦେଖିପାରିବେ, ରାହୁଲ ଗାନ୍ଧୀ ଏକାଠି ‘ଆଇକିଡୋ’ ପ୍ରଦର୍ଶନ କରନ୍ତି । ଏହା ପରେ, ସେ ଦଶମ ଶ୍ରେଣୀର ପଢ଼ୁଥିବା ମେରୋଲିନ୍ ଶେନିଗା ନାମକ ଜଣେ ଛାତ୍ରଙ୍କ ସହ ଏକ ପୁସ୍-ଅପ୍ ଚ୍ୟାଲେଞ୍ଜ କରୁଛନ୍ତି। 10 ସେକେଣ୍ଡରେ 15 ଟି ପୁସ୍ଅପ୍ କରିବା ପରେ, ରାହୁଲ ଛାତ୍ରଙ୍କୁ ଚ୍ୟାଲେଞ୍ଜକୁ କଷ୍ଟସାଧ୍ୟ କରିବା ପାଇଁ ଗୋଟିଏ ହାତ ପୁସ୍ଅପ୍ କରିବାକୁ କହିଛନ୍ତି। ଏବଂ ତା’ପରେ ଗୋଟିଏ ହାତରେ ପୁସ୍ଅପ୍ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦିଅନ୍ତି।

ଏହି ଚିତ୍ର ଯେତେବେଳେ ଭାଇ-ରାଲ ହେଲା

https://twitter.com/Nootan73/status/1366310927948271616?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1366310927948271616%7Ctwgr%5E%7Ctwcon%5Es1_c10&ref_url=https%3A%2F%2Fnavbharattimes.indiatimes.com%2Fviral-adda%2Ftrending%2Fafter-boxer-abs-rahul-gandhi-one-hand-push-ups-and-aikido-with-student-in-tamilnadu-goes-viral-51171%2F

କହିବା କଥା ହେଉଛି, ରାହୁଲ ଗାନ୍ଧୀ ଅତୀତରେ ମତ୍ସ୍ୟଜୀବୀଙ୍କ ସହ ସମୁଦ୍ରକୁ ଯାଇଥିଲେ। ଓ ସେମାନଙ୍କ ସହିତ ସମୁଦ୍ରକୁ ଡେଇଁଲେ ଥିଲେ। ସେହି ସମୟ ରେ ସୋସିଆଲ ମିଡିଆରେ ରାହୁଲଙ୍କ ଏକ ଫୋଟ ଭାଇ-ରାଲ ହୋଇଥିଲା, ଯେଉଁଥିରେ ତାଙ୍କର six ପ୍ୟାକ୍ ଟି ଦେଖାଯାଉଥିଲା । ରାହୁଲଙ୍କ ଚମତ୍କାର ଫିଟନେସ୍ ଦେଖି ସୋସିଆଲ ମିଡିଆରେ ଜନସାଧାରଣ ତାଙ୍କୁ ପ୍ରଶଂସା କରିଛନ୍ତି ଏବଂ ମଜାଳିଆ ମେମ୍ ମଧ୍ୟ ପୋଷ୍ଟ କରୁଛନ୍ତି ।

Leave a Reply

Your email address will not be published. Required fields are marked *