ଶୋଇବାବେଳେ ତକିଆ ତଳେ ରଖନ୍ତୁ ଏହି ୫ ଟି ଜିନିଷ ମଧ୍ୟରୁ ଗୋଟିଏ ଭାଗ୍ୟ ବଦଳିଯିବ

ବନ୍ଧୁଗଣ ମୁଣ୍ଡ ତଳେ ରଖା ଯାଉଥିବା ତକିଆ ଆପଣଙ୍କୁ ରାତାରାତି ମାଲାମାଲ କରିପାରେ। ଶୋଇବା ସମୟରେ ତକିଆର ତଳେ ଏହି ଗୋଟିଏ ଜିନିଷ ନିଶ୍ଚୟ ରଖିଦିଅନ୍ତୁ।ଏବଂ ଦେଖନ୍ତୁ ଚମତ୍କାର। ରାତାରାତି ଆପଣଙ୍କର ଭାଗ୍ୟ ଚମକି ଯାଇପାରେ। ଆମଦାନୀ ହେବ ଦୁଇ ଗୁଣା।ବନ୍ଧୁଗଣ ରାତିରେ ଶୋଇବା ସମୟରେ କୌଣସିବି ବ୍ୟକ୍ତିଙ୍କୁ ତକିଆର ଆବଶ୍ୟକତା ହୋଇଥାଏ। ଦେଖିବାରେ ତକିଆ ଏକ ମାମୁଲି ଜିନିଷ ହେଲେ ମଧ୍ୟ ସବୁ ମାମୁଲି ଜିନିଷ ମାମୁଲି ହୋଇ ନଥାଏ।

ଏମିତିରେ ଆପଣ ଶୁଣିଥିବେକି ବ୍ୟକ୍ତି କେତେବି ଧନୀ ହୋଇଯାଉନା କାହିଁକି ତାକୁ ଶୋଇବା ପାଇଁ ସୁନାର ତକିଆ ନାହିଁ ବରଂ ମାମୁଲି ତକିଆର ଆବଶ୍ୟକତା ପଡ଼ିଥାଏ।ଆପଣଙ୍କୁ ଜଣେଇ ଦେଉଛୁ ଯେ ଦେଖିବାରେ ତକିଆ ମାମୁଲି ହୋଇପାରେ। କିନ୍ତୁ ଏହାର ସଠିକ ଉପଯୋଗ କରି ଆପଣ ରାତାରାତି ନିଜର ଭାଗ୍ୟକୁ ଚମକାଇ ପାରିବେ। ଏମିତିରେ ଆଜି ଆମେ ଆପଣଙ୍କୁ ବତେଇବୁ ଯେ କଣ ଏମିତି ଗୋଟିଏ ଜିନିଷ ଅଛି ଯାହାକୁ ତକିଆରେ ରଖିକରି ଶୋଇବା ଦ୍ବାରା ବ୍ୟକ୍ତିର ଭାଗ୍ୟ ଚମକିପାରେ। ଏହାର ପ୍ରଭାବ ସକାରାତ୍ମକ ଉର୍ଜାରେ ଭରି ହୋଇ ରହିଥାଏ। ଯାହା ବ୍ୟକ୍ତିକୁ ଧନବାନ ବନେଇ ଥାଏ। ତେବେ ଆସନ୍ତୁ ଜାଣିବା। ସେଥିପାଇଁ ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ।

ପୋଜିଟିଭ ଏନାର୍ଜିରେ ଭରା ମୟୁରପୋଙ୍ଖ ସକାରାତ୍ମକ ଉର୍ଜାର ପ୍ରାପ୍ତି କରିବା ପାଇଁ ଏବଂ ସଫଳତା ଆପଣ ନିଜ ତକିଆ ତଳେ ଏକ ମୟୁର ପଙ୍ଖ ଅବଶ୍ୟ ରଖନ୍ତୁ। ଏହାର ପ୍ରଭାଵ ବହୁତ ଲାଭକାରୀ ସିଦ୍ଧ ହେବ।ତକିଆର ତଳେ ମୟୁର ପୋଙ୍ଖ ରଖି କରି ଶୋଇବାର ଦ୍ୱାରା ବ୍ୟକ୍ତିର କୁଣ୍ଡଳିର ଥିବା ଦୋଷ ଧୀରେ ଧୀରେ ସମାପ୍ତ ହୋଇଯାଇଥାଏ। ଏହା ଛଡ଼ା ବ୍ୟକ୍ତିର ଭାଗ୍ୟ ପୁରା ପୁରି ତାର ସାଥ ଦେଇଥାଏ। ଦୁର୍ଘଟଣାରୁ ଵି ମୟୁର ପୋଙ୍ଖ ଆପଣଙ୍କୁ ବଞ୍ଚେଇ ଥାଏ। ଯେତେବେଳେ ଆପଣ ସକାଳୁ ଉଠୁଛନ୍ତି ତ ତକିଆର ତଳୁ ମୟୁର ପୋଙ୍ଖ ଉଠେଇ କରି ତାର ଦର୍ଶନ ଅବଶ୍ୟ କରନ୍ତୁ। ଏହାର ପରିଣାମ ଭଲ ହୋଇଥାଏ।

ତୁଳସୀ ପତ୍ର:

ରାତିରେ ଶୋଇବା ସମୟରେ ତକିଆର ତଳେ ୪ ରୁ ୫ ଟି ତୁଳସୀ ପତ୍ର ରଖିବା ଦ୍ବାରା ପୋଜିଟିବ ଏନାର୍ଜି ପ୍ରାପ୍ତ ହୋଇଥାଏ।କିନ୍ତୁ ହଁ ସକାଳୁ ଉଠି କରି ତୁଳସୀର ପତ୍ର କୁ ଖାଇ ଦିଅନ୍ତୁ ଏମିତି କରିବା ଦ୍ବାରା ନାକାରାତ୍ମକ ଉର୍ଜାର ପ୍ରଭାବ ପଡ଼ିନଥାଏ ଏବଂ ବିମାରି ବି ଆପଣଙ୍କୁ ଏତେ ସହଜରେ ହୋଇନଥାଏ। କିନ୍ତୁ ମନେ ରଖନ୍ତୁ ତୁଳସୀ ପତ୍ରକୁ ସନ୍ଧ୍ୟା ପରେ କେବେବି ତଳନ୍ତୁ ନାହିଁ।

୧ ଟଙ୍କିଆ କଏନ:

ତକିଆ ତଳେ ରଖନ୍ତୁ ୧ ଟଙ୍କିଆ କଏନ। ରାତିରେ ଶୋଇବା ସମୟରେ ତକିଆର ତଳେ ୧ ଟଙ୍କିଆ ପଇସାର କଏନ ରଖନ୍ତୁ। ଏବଂ ସକାଳୁ ଉଠିବା ପରେ ସେହି ପଇସାକୁ କୌଣସି ଗରିବ ବ୍ୟକ୍ତିଙ୍କୁ ଦାନ କରିଦିଅନ୍ତୁ। ଏହା ଦ୍ବାରା ଆପଣଙ୍କର ସମସ୍ତ ସମସ୍ୟାର ଅନ୍ତ ହୋଇଥାଏ। ଆପଣଙ୍କର ଭାଗ୍ୟ ଚମକିପାରେ। ଏମିତି ମାସ ସାରା କରିବା ଦ୍ବାରା ଧୀରେ ଧୀରେ ବ୍ୟକ୍ତିର ଦୋଷ କମ ହୋଇଥାଏ। ଏବଂ ତା ଉପରେ ପୋଯିଟିବ ଏନାର୍ଜିର ସଂଚାର ହୋଇଥାଏ।

ଯଦି ଆପଣଙ୍କର କୁଣ୍ଡଳିରେ ଚନ୍ଦ୍ରମା ଠିକ ସ୍ଥିତିରେ ନଥାନ୍ତି ତ ଆପଣଙ୍କୁ ତକିଆ ତଳେ ଚାନ୍ଦିର ପଇସା ଅବଶ୍ୟ ରଖନ୍ତୁ। ସେମିତି ମଙ୍ଗଳ ଗ୍ରହ ଦୋଷ ବି ଦୂର କରିବା ପାଇଁ ଏବଂ ଯଦି ଆପଣଙ୍କ କୁଣ୍ଡଳିରେ ବୁଧ ଗ୍ରହର ଦୋଷ ଅଛି ତ ତକିଆ ତଳେ ସୁନା ଚାନ୍ଦିରେ ବନିଥିବା ଆଭୁଷୋଣ ଅବଶ୍ୟ ରଖିବା ଆବଶ୍ୟକ। ଏମିତି କଲେ ସବୁ ଦୋଷରୁ ବହୁତ ଜଲଦି ମୁକ୍ତି ମିଳିଥାଏ। ଏବଂ ବ୍ୟକ୍ତି ହୋଇ ଯାଇଥାଏ ମାଲାମାଲ।

ଧାର୍ମିକ ବସ୍ତୁ:

ତକିଆ ତଳେ ରଖନ୍ତୁ ଧାର୍ମିକ ବସ୍ତୁ। ତକିଆ ତଳେ ଧାର୍ମିକ ବସ୍ତୁ ରଖି କରି ଶୋଇବା ଦ୍ବାରା ବ୍ୟକ୍ତିର ଭାଗ୍ୟ ପ୍ରବଳ ହୋଇଥାଏ। ଏବଂ କୌଣସିବି କଥାର ଭୟ ମନରେ ରହିନଥାଏ। ବରଂ ସଫଳତା ଅବଶ୍ୟ ପ୍ରାପ୍ତ ହୋଇଥାଏ ଏବଂ ପୋଯିଟିବ ଏନାର୍ଜି ବ୍ୟକ୍ତି ଉପରେ ପଡ଼ିଥାଏ। ଯାହାର ପରିଣାମ ସୁଖପୂର୍ଣ ହୋଇଥାଏ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *