ଚାଲୁଥିବା ଟ୍ରେନ ତଳେ ଜଣେ ଯାତ୍ରୀଙ୍କୁ ଦୁର୍ଘ-ଟଣାରୁ ବଞ୍ଚାଇବାର ଗୋଟିଏ ଭିଡିଓ ଅନଲାଇନ ହେବାପରେ ଜଣେ ସତର୍କ ମହିଳା କନେଷ୍ଟବଳ (Cop Saves Woman From Being Crushed Under Train) ଙ୍କୁ ନାୟକ ରୂପରେ ସମ୍ନାନିତ କରାଯାଉଛି।
ଚାଲୁଥିବା ଟ୍ରେନ ତଳେ ଜଣେ ଯାତ୍ରୀଙ୍କୁ ଦୁର୍ଘ-ଟଣାରୁ ବଞ୍ଚାଇବାର ଗୋଟିଏ ଭିଡିଓ ଅନଲାଇନ ହେବାପରେ ଜଣେ ସତର୍କ ମହିଳା କନେଷ୍ଟବଳ (Cop Saves Woman From Being Crushed Under Train) ଙ୍କୁ ନାୟକ ରୂପରେ ସମ୍ନାନିତ କରାଯାଉଛି। ଭିଡିଓକୁ ରେଳ ମନ୍ତ୍ରଣାଳୟ ଅଧିକାରୀ ଟୁଇଟର ପ୍ରୋଫାଇଲରେ ପୋଷ୍ଟ କରିଥିଲେ। ଶେୟାର କରାଯିବା ପରଠାରୁ, ଲୋକମାନେ କନେଷ୍ଟବଳଙ୍କର ବହୁତ ପ୍ରଶଂସା କରୁଛନ୍ତି। ଆଶା ରହିଛି, ଏଥିପାଇଁ ଆପଣ ମଧ୍ୟ ତାଙ୍କର ପ୍ରଶଂସା କରିବାକୁ ଚାହିଁବେ।
ଭିଡିଓରେ ଦେଖା ଯାଉଛି କି ଚାଲୁଥିବା ଟ୍ରେନରେ ମହିଳା ଜିନିଷପତ୍ର ରଖୁଛନ୍ତି ଏବଂ ଚଢ଼ିବାକୁ ଚେଷ୍ଟା କରୁଛନ୍ତି। ସେହି ସମୟରେ ତାଙ୍କ ପାଦ ଖସି ଯାଇଛି ଆଉ ସେ ଟ୍ରେନ ଏବଂ ପ୍ଲାଟଫର୍ମ ମଝିରେ ପଶି ଯାଇଛନ୍ତି। ସେଠାରେ ଉପସ୍ଥିତ ଥିବା ମହିଳା କନେଷ୍ଟବଳ ତାଙ୍କୁ ଧରି ନେଇଥିଲେ ଏବଂ ହାତକୁ ଟାଣି ନେଇଥିଲେ ଏବଂ ଭିତରକୁ ଯିବାରୁ ବଞ୍ଚାଇଥିଲେ।
ପୋ-ଲିସ କନେଷ୍ଟବଳଙ୍କ ନାମ ବିନୀତା କୁମାରୀ ଅଟେ। ସେ ଡ୍ୟୁଟିରେ ଥିଲେ ଯେତେବେଳେ ସେ ଯାତ୍ରୀଙ୍କୁ ସଙ୍କଟରେ ଦେଖିଥିଲେ ଏବଂ ତାଙ୍କ ଜୀବନ ବଞ୍ଚାଇଥିଲେ।
लखनऊ स्टेशन पर महिला यात्री चलती ट्रेन में चढ़ने का प्रयास करते हुए गिर गई, जिसे ड्यूटी पर तैनात सतर्क कॉन्स्टेबल विनीता कुमारी द्वारा त्वरित कार्रवाई करते हुए सुरक्षित बचा लिया गया।
आप से अनुरोध है की चलती हुई गाड़ी में चढ़ने-उतरने का प्रयास ना करें यह जानलेवा हो सकता है। pic.twitter.com/wLFF87yn0f
— Ministry of Railways (@RailMinIndia) February 23, 2021
ଏହି ଭିଡିଓକୁ ରେଳ ମନ୍ତ୍ରଣାଳୟ ୨୩ଫେବୃୟାରୀରେ ଶେୟାର କରିଥିଲେ, ଯାହାର ବର୍ତ୍ତମାନ ପର୍ଯ୍ୟନ୍ତ ୫୦ହଜାରରୁ ଅଧିକ ଭ୍ୟୁ ହୋଇ ସାରିଛନ୍ତି। ଏହା ସହିତ ୩ ହଜାରରୁ ଅଧିକ ଲାଇକ ଏବଂ ୬୦୦୦ରୁ ଅଧିକ ରି-ଟବିଟ୍ସ ହୋଇସାରିଛି। ଅନେକ ଲୋକ ମହିଳା କନେଷ୍ଟବଳଙ୍କର ପ୍ରଶଂସା କରୁଛନ୍ତି।
ଜଣେ ୟୁଜର ଲେଖିଛନ୍ତି, ‘ବିନୀତା କୁମାରୀ ଆପଣ ବହୁତ ଭଲ କାମ କରିଛନ୍ତି।’ ସେଠାରେ ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ‘ଆପଣ ଯେଉଁ ପ୍ରକାରରେ ଯାତ୍ରୀଙ୍କୁ ସାହାଯ୍ୟ କରିଛନ୍ତି, ସେଥିପାଇଁ ଆପଣଙ୍କୁ ଧନ୍ୟବାଦ।’
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।