ଉତ୍ତର ପ୍ରଦେଶର ବିଜନୌରରେ ଗୋଟିଏ ପରିବାର ବସିବାର ତୃତୀୟ ଦିନ ହିଁ ଉଜୁଡି ଯାଇଥିଲା। ଯେଉଁ ମାଆ ବାପା ନିଜ ଝିଅକୁ ନାଲି ଯୋଡ଼ାରେ ବିଦା କରିଥିଲେ କିଛିଦିନ ପରେ ତା ଉପରେ ଧଳା ଶାଢ଼ୀ ଚଢା ଯାଇଥିଲା। ବାହାଘରର ତିନିଦିନ ପରେ ହିଁ କନିଆଁର ମୃ-ତ୍ୟୁ ହୋଇଥିଲା। ସେଠାରେ ବର ଗମ୍ଭୀ-ରତାର ସହ ଆଘା-ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ବର୍ତମାନ ଏହି ଦୁଃଖଦ ଘଟ-ଣାକୁ ଦେଖି ଦୁଇପରିବାର ଲୋକ ଚିତ୍କାର କରି କାନ୍ଦୁଛନ୍ତି।
ବାସ୍ତବରେ ବଢାପୁର ନିବାସୀ ପୂଜାର ବାହାଘର ୧୬ ଫେବୃଆରୀରେ କିରତପୁରର ଗାଁ ମୋଚୀପୁରାରେ ହୋଇଥିଲା।୧୯ଫେବୃଆରୀରେ ସେ ମାଆଘରୁ ବିଦାହୋଇ ନିଜ ଶଶୁରଘର ମୋଚୀପୁରକୁ ଯାଉଥିଲେ। ଏଠାର ରାସ୍ତା ନଜୀବାବାଦର ରାୟପୁର ରୋଡରେ ଗୋଟିଏ ଅଜଣା ଟ୍ରାକ୍ଟର ଟ୍ରଲି ପୂଜାଙ୍କ କାରକୁ ବହୁତ ଜୋରରେ ଧକ୍କା ଦେଇଥିଲା। ଏହି ଧକ୍କା ଏତେ ଭୟା-ନକ ଥିଲା କି ପୂଜା ସହିତ କାରରେ ବସିଥିବା ସବୁ ୬ଜଣ ଲୋକ ଗମ୍ଭୀରତାର ସହ ଆ-ଘାତ ହୋଇଛନ୍ତି।
ଏହି ଦୁର୍ଘ-ଟଣାରେ ହାତରେ ମେହେନ୍ଦି ଲଗାଇ ଏବଂ ନାଲିଯୋଡା ପିନ୍ଧି ବସିଥିବା ପୂଜାଙ୍କୁ ସବୁଠାରୁ ଅଧିକ କ୍ଷତି ପହଁଞ୍ଚିଥିଲା। ସେ ରକ୍ତରେ ଜୁଡୁବୁଡୁ ହୋଇ ଅନେକ ସମୟ ପର୍ଯ୍ୟନ୍ତ ରାସ୍ତାରେ ପଡ଼ି ରହିଥିଲେ। ଏହି କାରଣରୁ ତାଙ୍କର ମୃ-ତ୍ୟୁ ହେଇଥିଲା। ସେଠାରେ ବର ସହିତ ଅନ୍ୟ ପରିବାର ଲୋକ ଗମ୍ଭୀରତାର ସହ ଆ-ଘାତ ହୋଇଥିଲେ। ପରେ ଯେତେବେଳେ ଏହାର ସୂଚନା ତାଙ୍କ ପରିବାର ଲୋକଙ୍କୁ ଜଣା ପଡିଥିଲା ତ ସେମାନେ ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ଏଠାରେ କନିଆଁ ପୂଜାଙ୍କ ଜୀବନ ବଞ୍ଚି-ଯାଇ ପାରିନଥିଲା। ବାକି ସବୁ ଲୋକଙ୍କର ଚିକିତ୍ସା ହେଉଛି।
ଦୁର୍ଘ-ଟଣାର ସୂଚନା ମିଳିବା ମାତ୍ରେ ହିଁ ପୋ-ଲିସ ଘଟ-ଣାସ୍ଥଳରେ ପହଞ୍ଚି ଥିଲେ। ତଦ-ନ୍ତରୁ ତାଙ୍କୁ ଜଣା ପଡିଥିଲା କି ଟ୍ରାକ୍ଟର ଡ୍ରାଇଭର କାରକୁ ଧକ୍କା ଦେବାପରେ ଚାଲି ଯାଇଥିଲା। ପରିଶେଷରେ ପୋ-ଲିସ ତାର ତ-ର୍ଜମା କରୁଛନ୍ତି। ସେଠାରେ ଉପସ୍ଥିତ ଲୋକମାନଙ୍କ ଅନୁସାରେ ଦୁଇଟି ଯାକ ଯାନ ଦ୍ରୁତ ଗତିରେ ଯାଉଥିଲା। ସ୍ଥାନୀୟ ବାସିନ୍ଦା କହିଛନ୍ତି କି ଏହି ରାସ୍ତାରେ ସ୍ପିଡ ବ୍ରେକର ନଥିବା କାରଣରୁ ବୋଧହୁଏ ଦୁର୍ଘ-ଟଣା ହେଉଛି। ସେମାନେ ପ୍ରଶାସନକୁ ଅନେକ ଥର ଏଠାରେ ସ୍ପିଡ ବ୍ରେକର ଲଗାଇବା ପାଇଁ କହିଛନ୍ତି କିନ୍ତୁ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ପରେ ପୋ-ଲିସ ଲୋକମାନଙ୍କୁ ଆଶ୍ଵସନା ଦେଇଛନ୍ତି କି ସେମାନେ ବହୁତ ଶୀଘ୍ର ସ୍ପିଡ ବ୍ରେକର ଲଗାଇବେ।
ଏହି ଦୁର୍ଘ-ଟଣା ବିଷୟରେ ବର-କନିଆଁଙ୍କ କାର ଚଲାଉଥିବା ଚାଳକ ତନ୍ମୟ କହିଛନ୍ତି କି ଆମେମାନେ କାରରେ ଯାଉଥିଲୁ ସେତେବେଳେ ଟ୍ରାକ୍ଟର ଟ୍ରଲି ଆମ ଗାଡ଼ିକୁ ସାଇଡରୁ ଧକ୍କା ମାରିଥିଲା। ଏହି କାରଣରୁ ମୁଁ କାରକୁ ନିୟନ୍ତ୍ରଣ କରି ପାରିନଥିଲି। କାର ଚାଳକ ଏହା ମଧ୍ୟ କହିଛନ୍ତି କି ଧକ୍କା ଦେବାପରେ ଟ୍ରାକ୍ଟର ଟ୍ରଲି ଡ୍ରାଇଭର ନିଜ ଯାନକୁ ନେଇ ସେଠାରୁ ପଳାଇ ଯାଇଥିଲେ।
ଘଟଣା ବହୁତ ଦୁଃଖଦ ଅଟେ, କିନ୍ତୁ ଏଥିରୁ ଏକ ଶିକ୍ଷା ଏହା ନେବା ଉଚିତ କି ଯାନକୁ ଦ୍ରୁତ ଗତିରେ ଚଲାଇବା ଉଚିତ ନୁହେଁ।