କଳିଯୁଗର ପୁଅ, କିଛି ଟଙ୍କା ପାଇଁ ଯୋଗେଶ ନିଜ ମାତାର ଜୀବନ ନେଇଯାଇଥିଲା। ଗୋଟିଏ କଲ ଖୋଲିଲା ରହସ୍ୟ

ସରାଫ କୁଲଦୀପଙ୍କ ପତ୍ନୀ କାଞ୍ଚନ ବର୍ମାଙ୍କ ହ-ତ୍ୟା ମାମଲାରେ ପୋ-ଲିସ ପାଇଁ ଏକ ଫୋନ କଲ ଅତ୍ୟନ୍ତ ସହାୟକ ପ୍ରମାଣ ହୋଇଥିଲା ଏବଂ ଏହି ଫୋନ କଲ ମାଧ୍ୟମରେ ପୋ-ଲିସ କାଞ୍ଚନ ବର୍ମାଙ୍କ ପୁଅ ଏବଂ ପୁଅର ପତ୍ନୀଙ୍କୁ ସନ୍ଦେହ କରିଥିଲା। ଶୁକ୍ରବାର ଦିନ ୟୁପିର ଆଲିଗଡ ମହାନଗରର ଏଟା ଚୁଙ୍ଗି ନିକଟ ସରୋଜ ନଗର କଲୋନୀରେ ଥିବା ସରାଫ କୁଲଦୀପଙ୍କ ଘରେ ଚୋରି ଘଟ-ଣା ଘଟିଥିଲା ଏବଂ ଘରୁ କୋଟିଏ ଟଙ୍କାର ଜିନିଷ ଚୋରି ହେବା ସହ ତାଙ୍କ ପତ୍ନୀ କାଞ୍ଚନଙ୍କୁ ମଧ୍ୟ ହ-ତ୍ୟା କରାଯାଇଥିଲା। ଏହି ଘଟ-ଣାର ତ-ଦନ୍ତ କରି ପୋ-ଲିସ ଜାଣିବାକୁ ପାଇଛି ଯେ, କାଞ୍ଚନଙ୍କୁ ତାଙ୍କ ପୁଅ ଯୋଗେଶ ବା ରାଜା ହ-ତ୍ୟା କରିଛି ଏବଂ ଏହି ହତ୍ୟାକାଣ୍ଡରେ ଯୋଗେଶଙ୍କୁ ତାଙ୍କ ପ୍ରେମିକା ଏବଂ ବନ୍ଧୁମାନେ ସାହାଯ୍ୟ କରିଛନ୍ତି।

ପୋ-ଲିସ କଲା ଗୋଟିଏ ଦିନରେ ସମାଧାନ:-

ଏହି ମାମଲାରେ ପୋ-ଲିସ ଏବଂ ବିବାହିତ ଭଉଣୀମାନେ ଆରମ୍ଭରୁ ଭାଇ ଯୋଗେଶ ଉପରେ ସନ୍ଦେହ କରୁଥିଲେ। କିନ୍ତୁ ଶନିବାର ଦିନ ଏକ ଫୋନ୍ କଲ ସାହାଯ୍ୟରେ ମିଳିଥିବା ସୂଚନାର ଆଧା-ରରେ ପୋ-ଲିସ ଯୋଗେଶକୁ ତଥା ତା’ର ପତ୍ନୀ, ବନ୍ଧୁ ଏବଂ ତା’ର ପ୍ରେମିକାକୁ କାଞ୍ଚନ ବର୍ମାଙ୍କ ହ-ତ୍ୟା ମାମଲାରେ ଗି-ରଫ କରିଥିଲେ। କେବଳ ଏତିକି ନୁହେଁ ପୋ-ଲିସ ୧ କୋଟି ମୂଲ୍ୟର ଅଳଙ୍କାର ଏବଂ ୧ ଲକ୍ଷ ଟଙ୍କାର ନଗଦ ଟଙ୍କା ମଧ୍ୟ ପାଇଛି। ଗୋଟିଏ ଦିନ ମଧ୍ୟରେ ପୋ-ଲିସ ଏହି ସମସ୍ୟାର ସମାଧାନ କରିଛି।

ପୋ-ଲିସ ସବୁ ଜିନିଷ ପାଇବା ସହ ଜେ-ଲରେ ରଖିଛି ଦୋଷୀଙ୍କୁ:-

ଏସଏସପିଙ୍କ ଅନୁସାରେ, ସନ୍ଧ୍ୟାରେ କୁଲଦୀପଙ୍କ ପୁଅ ଯୋଗେଶ ବା ରାଜାକୁ ପୋ-ଲିସ ଷ୍ଟେସନକୁ ନିଆଯିବା ପରେ ସେ ନିଜେ ଏହି ଅପ-ରାଧ ସ୍ୱୀକାର କରିଥିଲା। ସେ ତା’ର ପତ୍ନୀ ସୋନମ ବା ଚିତ୍ରା, ବନ୍ଧୁ ତନୁଜ ଚୌଧୁରୀ ଏବଂ ତା’ର ଗର୍ଲଫ୍ରେଣ୍ଡ ଶେହଜାଲ ଚୌହାନ ବା ରିନିଙ୍କ ସହ ଏହି ଘ-ଟଣା ଘଟାଇଥିବା ପୋ-ଲିସକୁ କହିଥିଲା। ଏହା ପରେ ପୋ-ଲିସ ଅନ୍ୟ ଅଭି-ଯୁକ୍ତଙ୍କୁ ମଧ୍ୟ ଗି-ରଫ କରିଥିଲା। ତନୁଜକୁ ତାଙ୍କ ଘରୁ ଏବଂ ରିନିକୁ ତାଙ୍କ ଘରୁ ଗି-ରଫ କରାଯାଇଛି।

ଡକାୟତି ରାଶିରୁ ତନୁଜଠାରୁ ୫୦ ହଜାର ଟଙ୍କା ଜବତ କରାଯାଇଛି। ଏହି ଭଳି ଭାବରେ ସମୁଦାୟ ୧ କୋଟି ସୁନା, ରୂପା ଏବଂ ହୀରା ଅଳଙ୍କାର ଓ ୧ ଲକ୍ଷ ଟଙ୍କା ଜବତ କରାଯାଇଛି। ପୋ-ଲିସ ଅନୁସନ୍ଧାନରୁ ଜଣାପଡିଛି ଯେ, ଘ-ଟ-ଣା ସମୟରେ ଯୋଗେଶ ଏବଂ ତନୁଜ ଘର ଭିତରକୁ ଯାଇଥିଲେ। ଯେତେବେଳେ ରିନି ବାହାରେ ପହରା ଦେଉଥିଲା। ତିନିଜଣ ଭଡ଼ାଘରର ଛାତ ଉପରେ ନିଜର ପୋଷାକ ଜାଳି ଦେଇଥିଲେ। ସେହି ପାଉଁଶରୁ ଭାଲ୍ଟ କାଟିବା ପାଇଁ ବ୍ୟବହୃତ ଗ୍ରାଇଣ୍ଡର ମଧ୍ୟ ଉଦ୍ଧାର କରାଯାଇଥିଲା | ଏହି ଚାରିଜଣ ଅଭି-ଯୁକ୍ତ ବର୍ତ୍ତମାନ ଜେ-ଲରେ ଅଛନ୍ତି।

ଏସଏସପି କଲେ ପୁରଷ୍କାର ଘୋ-ଷଣା:-

ଏସଏସପି ଏହି ମାମଲାର ସମାଧାନ ପାଇଁ ପୋ-ଲିସ ଦଳକୁ ୨୫ ହଜାର ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି। ଏହା ବ୍ୟତୀତ ଆଇଜି, ଏଡିଜି ଜୋନ୍ ସ୍ତରରୁ ନଗଦ ପୁରସ୍କାର ମଧ୍ୟ ଘୋ-ଷଣା କରାଯାଇଛି। ଡିଜିପି ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ଏହା ସହ ସମ୍ମାନ ଦେବାରେ ଘୋଷଣା କରାଯାଇଛି।

ଏହି କାରଣରୁ ଯୋଗେଶ ତା ମାତାର କଲା ହ-ତ୍ୟା:-

ଯୋଗେଶଙ୍କ ଗର୍ଲଫ୍ରେଣ୍ଡ ପୂର୍ବରୁ ବିବାହିତ ଏବଂ ତାହାର ଏକ ସନ୍ତାନ ଥିଲା। ଯେଉଁଥିପାଇଁ ଯୋଗେଶଙ୍କ ପରିବାର ଏହି ସମ୍ପର୍କକୁ ପସନ୍ଦ କରୁନଥିଲେ। ଯୋଗେଶଙ୍କୁ ମଧ୍ୟ ତାଙ୍କ ପରିବାର ଲୋକ ଘରୁ ବାହାର କରି ଦେଇଥିଲେ। ପରେ ସେ ତା’ର ଗର୍ଲଫ୍ରେଣ୍ଡ ସହିତ ରହୁଥିଲା ଏବଂ ସେମାନେ ବିବାହ କରିଥିଲେ | ଏଥିସହିତ ଯୋଗେଶ ଚାକିରି ହରାଇ ଥିଲା ଏବଂ ତାଙ୍କୁ ପରିବାରରୁ ଟଙ୍କା ଦିଆଯାଉ ନଥିଲା। ଏଭଳି ପରିସ୍ଥିତିରେ ଯୋଗେଶ ତାଙ୍କ ଘରୁ ଚୋରି କରିବାକୁ ଯୋଜନା କରିଥିଲେ। ସେତେବେଳେ ଯୋଗେଶର ମାତା ଘରେ ଉପସ୍ଥିତ ଥିଲେ। ଯିଏ ଯୋଗେଶଙ୍କୁ ଦେଖିଥିଲେ। ଏଭଳି ପରିସ୍ଥିତିରେ ଯୋଗେଶ ତା’ର ସାଥି ସହିତ ନିଜ ମାତାର ଗଳା ଚିପି ମାରିଦେଇଥିଲା।

Leave a Reply

Your email address will not be published. Required fields are marked *