ପ୍ରେମ କେବେବି, କେଉଁଠାରେ ବି ଏବଂ କାହା ସହିତ ମଧ୍ୟ ହୋଇପାରେ। ବର୍ତମାନ ବିହାର କଟିହାରର ଏହି ବିଚିତ୍ର ପ୍ରେମ କାହାଣୀ ହିଁ ଦେଖି ନିଅନ୍ତୁ। ଏଠାରେ ଝିଅଟି ନିଜର ମ୍ୟାଟ୍ରିକ ପରୀକ୍ଷା ଦେବାପାଇଁ ସେଣ୍ଟର ଠାରେ ପହଞ୍ଚିଥିଲେ, ସେତେବେଳେ ତାଙ୍କ ନଜର ନିଜ ପ୍ରେମିକଙ୍କ ଉପରେ ପଡ଼ି ଯାଇଥିଲା। ବାସ ପୁଣି କ’ଣ ହେଲା ଦୁଇଜଣ ସଙ୍ଗେ ସଙ୍ଗେ ବାହା ହେବାପାଇଁ ଜିଦି କରିଥିଲେ। ସେହି ସମୟରେ ଦୁଇଜଣଙ୍କ ପରିବାର ମଧ୍ୟରେ ହାଇ ଭୋଲ୍ଟେଜ ଡ୍ରାମା ମଧ୍ୟ ହୋଇଥିଲା, ପୋ-ଲିସ ମଧ୍ୟ ଆସିଥିଲେ, କିନ୍ତୁ ପରିଶେଷରେ ହାପ୍ପୀ ଏଣ୍ଡିଙ୍ଗ ମଧ୍ୟ ହୋଇଥିଲା।
ବାସ୍ତବରେ ଆକାଶ ଗୁଞ୍ଜରା ଗାଁରେ ରହୁଥିବା ନୀତୀଶ ଏବଂ ମନିହାରୀ ଥାନାକ୍ଷେତ୍ରର ଗୋବାଗାଚ୍ଛୀ ଗାଁରେ ରହୁଥିବା ଗୌରୀ ଜଣେ ଅନ୍ୟ ଜଣଙ୍କୁ ପୂର୍ବ ଚାରି ବର୍ଷରୁ ପ୍ରେମ କରୁଥିଲେ। ତାଙ୍କ ପ୍ରେମ କାହାଣୀ ଏକ ଅସମୟରୁ ଆରମ୍ଭ ହୋଇଥିଲା। ପୁଣି ଦୁଇଜଣ ଅପରିଚିତା ଆରମ୍ଭରେ ଅଳ୍ପ ଅଳ୍ପ କଥା ହେବାକୁ ଲାଗିଥିଲେ। ଏମାନେ ନିଜ ମଧ୍ୟରେ ଜଣେ ଅନ୍ୟ ଜଣଙ୍କୁ ଅଭିନନ୍ଦନ ମେସେଜ ପଠାଉଥିଲେ। ପୁଣି ଦୁଇଜଣଙ୍କ ମଧ୍ୟରେ ବନ୍ଧୁତା ହୋଇ ଯାଇଥିଲା। ପରେ ଏହି ବନ୍ଧୁତା କେତେବେଳେ ପ୍ରେମରେ ବଦଳିଗଲା ଦୁଇଜଣଙ୍କୁ ଜଣା ମଧ୍ୟ ପଡ଼ିନଥିଲା। ଏମାନେ ଜଣେ ଅନ୍ୟ ଜଣଙ୍କ ପାଇଁ ଜୀବନ ଦେବାକୁ ଲାଗିଥିଲେ।
ବର୍ତମାନ ନୀତୀଶ ଏବଂ ଗୌରୀ ଦୁଇଜଣ ଯାକ ନିଜ ପରିବାର ସଦସ୍ୟଙ୍କ ସହିତ ମ୍ୟାଟ୍ରିକ ପରୀକ୍ଷା ଦେବାପାଇଁ ସେଣ୍ଟରକୁ ଆସିଥିଲେ। ଏଠାରେ ଯେତେବେଳେ ଦୁଇଜଣ ଜଣେ ଅନ୍ୟ ଜଣଙ୍କୁ ଦେଖିଥିଲେ ତ ବାହା ହେବା ପାଇଁ ଜିଦି କରିଥିଲେ। ଦୁଇଜଣଙ୍କ ପରିବାର ଲୋକେ ବାହାଘରକୁ ବି-ରୋଧ କରୁଥିଲେ। କିନ୍ତୁ ପୁଅ ଝିଅ ମାନିନଥିଲେ। ଶେଷରେ ପୋ-ଲିସଙ୍କୁ ଡାକିବାକୁ ପଡ଼ିଥିଲା। ପୋ-ଲିସ ମଧ୍ୟ ବୁଝାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ପ୍ରେମୀ ଯୁଗଳ ମାନିନଥିଲେ।
ବର୍ତମାନ ପରିଶେଷରେ ଦୁଇଜଣ ବୟସ୍କ ଥିଲେ ଏଥିପାଇଁ ପୋ-ଲିସ କପଲଙ୍କୁ ନିଜ ସହିତ ଥା-ନାକୁ ନେଇ ଯାଇଥିଲେ। ଏଠାରେ ସେମାନେ ପାଖ ମନ୍ଦିରରେ ଦୁଇଜଣଙ୍କ ବାହାଘର କରିଥିଲେ। ବାହାହୋଇ ନୀତୀଶ ଗୌରୀ ବହୁତ ଖୁସି ହୋଇଥିଲେ ଏବଂ ସେମାନେ ପୋ-ଲିସଙ୍କ ପାଦତଳେ ପଡ଼ି ସେମାନଙ୍କ ଆଶିର୍ବାଦ ନେଇଥିଲେ। ହେଲେ ଏହି ଖୁସି ସହିତ ତାଙ୍କୁ ଏହି କଥାର ଦୁଃଖ ମଧ୍ୟ ରହିଛି କି ବାହାଘର ଚକରରେ ତାଙ୍କ ମ୍ୟାଟ୍ରିକ ପରୀକ୍ଷା ଶେଷ ହୋଇ ଯାଇଥିଲା। ତାଙ୍କର କହିବା କଥା ହେଉଛି କି ଦୁଇଜଣ ଆଗାମୀ ବର୍ଷ ପୁଣି ଏହି ପରୀକ୍ଷା ଦେବେ।
ବାହାଘର ପରେ ଦୁଇଜଣଙ୍କ ପରିବାର ଲୋକ ତାଙ୍କୁ ନିଜର କରିବା ପାଇଁ ମନା କରିଦେଇଥିଲେ। ଏହାଦ୍ଵାରା ଏହି ଯୋଡ଼ି ଗୋଟିଏ ଝଟକାରେ ରାସ୍ତା କଡକୁ ଚାଲି ଆସିଥିଲେ। ହେଲେ ନୀତୀଶଙ୍କ କହିବା କଥା ହେଉଛି କି ସେ ନିଜ ଘରଲୋକଙ୍କୁ ବୁଝାଇବା ପାଇଁ ସବୁବେଳେ ଚେଷ୍ଟା କରିବେ। ତାଙ୍କର ବିଶ୍ଵାସ ଅଛି କି ଘରଲୋକ ତାଙ୍କୁ ଏବଂ ଖୁସି ଦୁହିଁଙ୍କୁ ହିଁ ଆପଣେଇ ନେବେ।
ବାସ୍ତବରେ ଏହି ଲଭ ଷ୍ଟୋରୀରେ ଆପଣଙ୍କର କଣ ମତ ରହିଛି? କଣ କପଲ୍ସଙ୍କର ଏପରି ବାହା ହେବାଟା ଠିକ ନିଷ୍ପତ୍ତି ଥିଲା? ଯଦି ଆପଣ ଏହି ପ୍ରକାର ପରିସ୍ଥିତିରେ ଥାଆନ୍ତେ ତାହେଲେ କ’ଣ କରିଥାନ୍ତେ? ଆପଣଙ୍କ ମତ ଆମକୁ କମେଣ୍ଟ ସେକସନରେ ନିଶ୍ଚିତ ଦିଅନ୍ତୁ। ଆମେ ଆପଣଙ୍କ ପ୍ରତିକ୍ରିୟାର ଅପେକ୍ଷାରେ ରହିଛୁ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।