କନ୍ଦେଇଲା ଭଳି ଫୋଟ: ଜଣେ ପିଲା ତା’ର ମୃ-ତ ମାଆର ପଣତକୁ ଟାଣି ଖେଳନା ଭଳି ଖେଳୁଛି, ଆଶା ଯେ ସେ ଉଠିଯିବ

ବଡ଼ଲୋକଙ୍କ କହିବା ଅନୁସାରେ, ହେ ଭଗବାନ ସବୁ ନେଇଯାଅ, କିନ୍ତୁ ପିଲାବେଳରୁ ମାତାର ଭଲପାଇବା କେବେ ନେବ ନାହିଁ। ଏହିଭଳି ଏକ ଘ-ଟଣା ଗୁଜୁରାଟର ଗାନ୍ଧୀନଗରରେ ହୋଇଥିଲା। ଜଣେ ମାତାର ମୃ-ତ୍ୟୁ ହେଲାପରେ, ତା’ର ପିଲା ନଜାଣି ପାରି ନିଜ ମା’ର କଫନ ସହ ଖେଳିବାକୁ ଲାଗୁଛି ଭାବୁଛି ତା’ର ମାତା ଉଠିଯିବ।

ହଠାତ ପିଲାଟିର ମାତାର ମୃ-ତ୍ୟୁ ହୋଇଗଲା:-

ଏହି ଦୁଃଖ ଘଟ-ଣାଟି ଗୁଜୁରାଟର ଅଡାଲଜ ଶନିଦେବଙ୍କ ମନ୍ଦିର ପାଖରେ ହୋଇଥିଲା। ଯେଉଁଠି ଏକ ମହିଳା ଭଙ୍ଗାରୁଜା ଜିନିଷ ଉଠାଇଥାଏ କବାଡ଼ି ବାଲାଙ୍କ ପାଇଁ। ତା’ର ହଠାତ ଦେହ ଅସୁସ୍ଥ ହେଲା ଓ ସେ ସଡ଼କ ଉପରେ ପଡ଼ିଗଲା। ସେହି କ୍ଷଣରେ ତା’ର ମୃ-ତ୍ୟୁ ହୋଇଗଲା। କିନ୍ତୁ ତା’ର ପିଲା ଏହା ନଜାଣି ପାରି ମାତା ଉପରେ ପଡ଼ିଥିବା କଫନକୁ ଟାଣି ଉଠାଇବାକୁ ପ୍ରୟାସ କରୁଥିଲା।

ଭଙ୍ଗାରୁଜା ଜିନିଷ ଏକାଠି କରି ନିଜ ପିଲାକୁ ପାଳୁଥିଲା:-

ଶନିଦେବ ମନ୍ଦିର ପାଖ ବସ୍ତିରେ ପତି ରାମନାଥ ଯୋଗୀ ଓ ପତ୍ନୀ ମଞ୍ଜୁ ଦେବୀ ଦୁହେଁ ରହୁଥିଲେ। ସେମାନଙ୍କର ୩ଟି ପିଲା ଥିଲେ। ପତି ମୂଲ ଲାଗୁଥିଲା ଓ ପତ୍ନୀ ଭଙ୍ଗା ରୁଜା ପ୍ଲାଷ୍ଟିକ, ଟିଣ ଆଦି ଏକାଠି କରି କବାଡ଼ି ବାଲାଙ୍କୁ ଦେଇ ନିଜର ଘର ପୋଷୁଥିଲା। ଏହି ଶନିବାର ଦିନ ହଠାତ ତାର ଦେହ ଅସୁସ୍ଥ ହେବାରୁ ସେ ତଳେ ପଡ଼ିଗଲା। ଏବଂ କିଛି ସମୟ ପରେ ତାହାର ମୃ-ତ୍ୟୁ ହେଇଗଲା।

କଫନକୁ କାନି ଭାବି ଖେଳୁଥିଲା ପିଲା:-

ମଞ୍ଜୁ ଦେବୀଙ୍କ ମୃ-ତ୍ୟୁ ପରେ ତାଙ୍କର ୫ ବର୍ଷର ପିଲାଟି ତାଙ୍କ ଶାଢ଼ୀସହ ଖେଳୁଥିଲା। ସେ ପ୍ରୟାସ କରୁଥିଲା ତା’ର ମାତାକୁ ଉଠାଇବା ପାଇଁ। କିନ୍ତୁ ତା’ର ମାତା ନ ଉଠିବା ଦେଖି କାନ୍ଦିଥିଲା। ସେଠାରେ ଥିବା ଲୋକ ସେହି ଦୃଶ୍ୟ ଦେଖି କାନ୍ଦିଥିଲେ। ସେମାନଙ୍କ ମଧ୍ୟରୁ କେହି ଜଣେ ପୋଲି-ସକୁ ଡାକିଦେଇଥିଲା। ପରେ ପୋ-ଲିସ ଘ-ଟଣା ସ୍ଥଳକୁ ଆସି ମହିଳାର ପତି ରାମନାଥଙ୍କୁ ଡାକି ଘଟଣାର ଯାଞ୍ଚ କରିଛନ୍ତି।

Leave a Reply

Your email address will not be published. Required fields are marked *