ଏପରି ଏକ ଭିଡିଓ ଭାଇ-ରାଲ ହେଉଛି, ଯାହାକୁ ଆପଣ ବହୁତ ଉପଭୋଗ କରିବାକୁ ଯାଉଛନ୍ତି । ଆଜ୍ଞା ହଁ, ଏହି ଭିଡିଓରେ ମାଙ୍କଡ଼ଗୁଡ଼ିକ ମସ୍ତି କରୁଥିବାର ନଜର ଆସିଛନ୍ତି । ମାଙ୍କଡଗୁଡ଼ିକ ପାୱରି କରୁଥିବାର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇ-ରାଲ୍ ହେଉଛି ।
ପାକିସ୍ଥାନୀ ଇନଫ୍ଲୁଏନସର୍ ଦନାନିର ମୁବିନଙ୍କ ମସ୍ତି ଭିଡିଓ ଭାଇ-ରାଲ ହେବା ପରେ ସୋସିଆଲ ମିଡିଆରେ ‘ପାୱରି ହୋ ରହି ହେ’ ଟ୍ରେଣ୍ଡ କରୁଛି । ଏହି ଭିଡିଓ ଭାଇ-ରାଲ ହେବା ପରେ ଲୋକମାନେ ବର୍ତ୍ତମାନ ଏହି ଡାୟଲଗ୍ କପି କରୁଥିବା ଦେଖାଯାଉଛି । ଅନେକ ଲୋକ ଏହି କ୍ଷୁଦ୍ର ଭିଡିଓ କ୍ଲିପ୍ କୁ ଏକ ନୂଆ ଢ଼ଙ୍ଗରେ ଏଡିଟ୍ କରି ନିଜର ପାୱରି ଭିଡିଓ ପ୍ରସ୍ତୁତ କରୁଛନ୍ତି । ବର୍ତ୍ତମାନ ଏଭଳି ଏକ ଭିଡିଓ ଭାଇ-ରାଲ ହେଉଛି, ଯାହାକୁ ଆପଣ ବହୁତ ଉପଭୋଗ କରିବାକୁ ଯାଉଛନ୍ତି । ଆଜ୍ଞା ହଁ, ଏହି ଭିଡିଓରେ ଆପଣମାନେ ମାଙ୍କଡ଼ ପାୱରି କରୁଥିବାର ଦେଖିବେ । ମାଙ୍କଡଗୁଡ଼ିକ ପାୱରି କରୁଥିବାର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇ-ରାଲ୍ ହେଉଛି ।
https://twitter.com/AnimalsWorId/status/1361599143408332801?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1361599143408332801%7Ctwgr%5E%7Ctwcon%5Es1_c10&ref_url=https%3A%2F%2Fkhabar.ndtv.com%2Fnews%2Fzara-hatke%2Fmonkeys-celebrated-birthday-party-ate-cake-people-said-pawri-ho-rahi-hai-watch-funny-video-2374758
ଏହି ଭିଡିଓକୁ ଏପର୍ଯ୍ୟନ୍ତ 1 ଲକ୍ଷରୁ ଅଧିକ ଥର ଦେଖାଯାଇଛି । ଲୋକମାନେ ଭିଡିଓରେ ମଜାଳିଆ କମେଣ୍ଟ ମଧ୍ୟ ଦେଉଛନ୍ତି । ଏହି ଭିଡିଓରେ ଆପଣ ଦେଖିପାରିବେ କି କେମିତି ଅନେକ ମାଙ୍କଡ଼ ଏକାଠି ବସି କେକ୍ ଖାଇ ମଜା କରୁଛନ୍ତି । ସେମାନଙ୍କୁ ଦେଖିଲେ ଲାଗୁଛି ଯେପରି ସେମାନଙ୍କର ଜନ୍ମଦିନ ପାର୍ଟୀ ଚାଲିଛି । ଏହା ସୋସିଆଲ ମିଡିଆରେ ଭାଇ-ରାଲ ହେଉଥିବା ସବୁଠାରୁ ମଜାଳିଆ ପାୱରି ଭିଡିଓ ହେବ । ଆପଣଙ୍କୁ କହିରଖୁଛୁ ଯେ ସଙ୍ଗୀତ କମ୍ପୋଜର ଯଶରାଜ ମୁଖାଟେ ନିକଟରେ ପାକିସ୍ଥାନୀ ଝିଅର ଭିଡିଓକୁ ଏପରି ମ୍ୟୁଜିକାଲ୍ ଟ୍ୱିଷ୍ଟ୍ ଦେଇଛନ୍ତି ଯେ ଏହା ସୋସିଆଲ ମିଡିଆରେ ଭାଇ-ରାଲ ହେବାରେ ଲାଗିଛି ।
ପାକିସ୍ଥାନର ଦନାନିର ମୁବିନ୍ ସାଙ୍ଗମାନଙ୍କ ପାର୍ଟି କରୁଥିବା ସମୟରେ ମଜାରେ ସୋସିଆଲ ମିଡିଆରେ ଏହି ଭିଡିଓ ପୋଷ୍ଟ କରିଥିଲେ । ଏଥିରେ ସେ କହିଥିଲେ – ୟେ ହମାରି କାର ହେ, ୟେ ହମ୍ ହେ ଔର ୟେ ହମାରି ପାୱରି/ ପାର୍ଟୀ ହୋ ରହି ହେ । ୟଶ ରାଜ ମୁଖାଟେ ଏହାକୁ ସମ୍ପାଦନା କରି ପୋଷ୍ଟ କରିଥିଲେ, ତାପରେ ଏହା ରାତାରାତି ଭାଇ-ରାଲ ହୋଇଥିଲା । ଏଥିସହ ଲୋକମାନେ ମଧ୍ୟ ଏହି ଭିଡିଓକୁ ନିଜ ନିଜ ଶୈଳୀରେ ନକଲ କରୁଛନ୍ତି ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।