ହଠାତ ମୃ-ତ୍ୟୁ କ’ଣ ଭଗବାନଙ୍କ ଇଚ୍ଛା କି? ଏହି ବିଷୟରେ ଭଗବତ ଗୀତା ଓ ମହାଭାରତରେ କ’ଣ ଲେଖାଯାଇଛି?

ମହାଭାରତରେ କଣ କୁହାଯାଇଛି କି, ଗଙ୍ଗା ମାତା ନିଜର ୭ଟି ପୁତ୍ରକୁ ପାଣିରେ ଭସେଇ ଦେଇଛନ୍ତି। ଅନ୍ତିମ ପୁତ୍ରକୁ ପାଣିରେ ଭସାଇବା ପୂର୍ବରୁ ରାଜା ସାନ୍ତନୁ କହିଲେ,” ହେ ଦେବୀ ଆପଣ କ’ଣ କରୁଛନ୍ତି, ମୋର ସମସ୍ତ ପିଲାକୁ ମାରି ଦେଉଛନ୍ତି”। ସେତେବେଳେ ଗଙ୍ଗା କହିଥିଲେ,” ହେ ରାଜା, ଆପଣ ମତେ ବଚନ ଦେଇଥିଲେ ଯେ ମୁଁ ଯାହା କରିବି ଆପଣ ସେଥିରେ ରୋକିବେ ନାହିଁ। ଏବେ ଆପଣ ଏହି ପିଲାକୁ ରଖନ୍ତୁ ମୁଁ ଯାଉଛି”। ସେହି ପିଲାଟି ମହାଭାରତର ଭୀଷ୍ମ ପିତାମହ ଅଟନ୍ତି। କ’ଣ ଜଣେ ମାତା ତା’ର ପିଲାକୁ ମାରିପାରିବ। କିନ୍ତୁ ଗଙ୍ଗା ମାତା ନିଜର ୭ଟି ପୁତ୍ରକୁ ମା-ରି-ଦେଇଥିଲେ। ଏହାର ପଛରେ କାରଣ ରହିଛି।

ପୁତ୍ରକୁ ମା-ରି-ବାର କାରଣ:-

ଗଙ୍ଗାମାତା ଯେଉଁ ୭ଟି ପୁତ୍ରକୁ ମା-ରି-ଥିଲେ, ସେମାନେ ବସୁ ଥିଲେ। ଅର୍ଥାତ ଦେବତାଙ୍କ ପୁତ୍ର। ଏକ ସମୟରେ ଦିଓ ନାମକ ଆଦାୟକାରୀ ନିଜର ସାଙ୍ଗ ମେଳରେ ଯାଇ ଯେତେବେଳେ ଗୁରୁ ବଶିଷ୍ଠଙ୍କ ଆଶ୍ରମକୁ ଯାଇ ଉତ୍ପାତ ଆରମ୍ଭ କରିଦେଲେ। ଅର୍ଥାତ ସେଠାର ବ୍ୟବସ୍ଥାକୁ ଅବ୍ୟବସ୍ଥାରେ ଭରିଦେଲେ। ଏହା ଦେଖି ଗୁରୁ ବଶିଷ୍ଠ କହିଲେ ଯେ,” ତମେମାନେ ଏଠାକୁ ଆସି ସନ୍ଥମାନଙ୍କ ଧ୍ୟାନରେ ବାଧା ସୃଷ୍ଟି କରୁଛ। ତେଣୁ ମୁଁ ତମକୁ ଅଭିଶାପ ଦେଉଛି କି, ଯାଅ ଏଠାରୁ ଓ ମଣିଷ ଜନ୍ମ ନିଅ। ପରେ ବସୁମାନେ ନିଜର ଭୁଲ ସ୍ୱୀକାର କରି ବଶିଷ୍ଠଙ୍କ ଚରଣରେ ଶରଣ ପଶିଲେ ଓ କ୍ଷମା ମାଗିଲେ। ବଶିଷ୍ଠ କହିଲେ ଯେ,” ତମର ମଣିଷ ଜନ୍ମ ହେବ କିନ୍ତୁ ଶୀଘ୍ର ନିଜର ଦେବତା ରୂପ ଧାରଣ କରିବ। ସେହି ୭ଟି ପୁତ୍ର ଥିଲେ ଯାହାକୁ ଗଙ୍ଗାମାତା ମାରିଥିଲେ ପାଣିରେ।

ମନୁଷ୍ୟର ମୃ-ତ୍ୟୁ ପଛର କାରଣ ଥାଏ:-

ଯେଉଁ ମନୁଷ୍ୟର ମୃ-ତ୍ୟୁ ଅତିଶୀଘ୍ର ହୋଇଥାଏ, ତା’ର ପଛରେ ଅନେକ କାରଣ ରହିଥାଏ। ଏହାର କାରଣ ହେଲା, ସେ ପୂର୍ବରୁ କୌଣସି ମାହାନ ଆତ୍ମା କିମ୍ବା ସନ୍ଥ ଅଟନ୍ତି। ଯିଏ ନିଜର ବାକିଥିବା କାର୍ଯ୍ୟସମୟ ପୂରଣ କରି ପଳାଇଥାଆନ୍ତି। ତେଣୁ ଆପଣ ଦେଖିଥିବେ କିଛି ପିଲା ଜନ୍ମହେବା ମାତ୍ରେ ମ-ରି-ଯାଆନ୍ତି, ଆଉ କିଛି ଜନ୍ମ ହେବାର କିଛି ଦିନପରେ ମ-ରି-ଯାଆନ୍ତି। ସେମାନେ ସମସ୍ତେ ମହାନ ଆତ୍ମା ଥିବେ।

ପରମାତ୍ମାଙ୍କ ଇଚ୍ଛା ନୁହେଁ:-

ଏହି ହଠାତ ମୃ-ତ୍ୟୁ ମନୁଷ୍ୟର ଭଗବାନଙ୍କ ଇଚ୍ଛାରେ ନୁହେଁ। ବରଂ ନିଜର କର୍ମଫଳ ଅନୁସାରେ ପାଇଥାଆନ୍ତି। ଏହି ପୃଥିବୀରେ ସମସ୍ତେ ନିଜର କର୍ମଫଳରେ ବିଭିନ୍ନ ରୂପ ଧାରଣ କରିଥାଆନ୍ତି। ଆମର ସମସ୍ତ ପ୍ରକାରର ପାପ ଓ ପୁଣ୍ୟର ଫଳ ହିସାବ ଉପରେ କେଉଁ ଜନ୍ମ ଓ କେତେ ସମୟ ପାଇଁ ନେବା ତାହା ନିର୍ଦ୍ଧାରିତ ହୋଇଥାଏ।

ଭଗବତ ଗୀତାରେ କୃଷ୍ଣ କଣ କହିଛନ୍ତି:-

ଭାଗବଟଗୀତାରେ କୃଷ୍ଣ ଅର୍ଜୁନଙ୍କୁ କହିଛନ୍ତି ଯେ,” ହେ ଅର୍ଜୁନ ତମର ସମସ୍ତ ମତେ ସମର୍ପଣ କରିଦିଅ। ଏବଂ ନିଜକୁ ଅଧିକ ବଡ଼ ବଦଳରେ ଯାହା ହେଉଛି ପ୍ରଭୁ ସବୁ ତମ ଆଜ୍ଞାରେ ବୋଲି ବିଚାର କର। କିଛିଲୋକ ନିଜର ବୟସ, ଆକ୍ସି-ଡେଣ୍ଟ, ଆ-ତ୍ମ-ହ-ତ୍ୟା ଆଦି ରୂପରେ ମୃ-ତ୍ୟୁ କରିଥାଆନ୍ତି। ଏଥିରେ ଭଗବାନଙ୍କ କୌଣସି ଇଚ୍ଛା ନଥାଏ। ଏଥିରେ କେବଳ ମନୁଷ୍ୟର ନିଜର କର୍ମଫଳ ଦ୍ୱାରା ହୋଇଥାଏ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *