ପ୍ରଥମେ ନିଜ ପତ୍ନୀ-ପିଲାଙ୍କୁ ଦେଲା ମୃ-ତ୍ୟୁ ଇଞ୍ଜେକ୍ସନ, ପରେ ନିଜେ ଡାକ୍ତର କଲେ ଆ-ତ୍ମ-ହ-ତ୍ୟା:

ଘଟଣାସ୍ଥଳରୁ ପୋ-ଲିସ ଆ-ତ୍ମ-ହ-ତ୍ୟା ନୋଟ ପାଇଥିଲା। ଡାକ୍ତର ଥୋରାଟ ଜଣେ ସାମାଜିକ କାର୍ଯ୍ୟକର୍ତା ଭାବେ କାମ କରୁଥିଲେ। ତାଙ୍କର ୧୮ବର୍ଷର ପିଲାଟିକୁ ଅଳ୍ପ ଶୁଭୁଥିଲା କାନକୁ। ସେହି କାରଣରୁ ସେ ସମାଜଠାରୁ ଅପମାନ ସହୁଥିଲେ। ଯାହା ପୋ-ଲି-ସଙ୍କ ସୂଚନାରୁ ଜଣାପଡ଼ିଛି।

ଯାଞ୍ଚ କରୁଛି ପୋ-ଲିସ:-

ମହାରାଷ୍ଟ୍ରର ଅହମ୍ମଦନଗର ଜିଲ୍ଲାରେ ଜଣେ ଜଣାଶୁଣା ଡାକ୍ତର ଡ. ମହେନ୍ଦ୍ର ଥୋରାଟ ଥିଲେ। ଡାକ୍ତର ଶନିବାର ଦିନ ନିଜ ପରିବାର ସହ ନିଜକୁ ମଧ୍ୟ ମା-ରି-ଦେଇଥିଲେ। ସେ ପ୍ରଥମେ ନିଜ ପତ୍ନୀ, ୨ ପିଲାଙ୍କୁ ମୃ-ତ୍ୟୁର ଇଞ୍ଜେକ୍ସନ ଦେଇ ମା-ରି-ଦେଇଥିଲେ। ପରେ ନିଜେ ଆ-ତ୍ମ-ହ-ତ୍ୟା କରିଥିଲେ। ମରି-ବାର କାରଣ ଓ କେଉଁ ପରିସ୍ଥିତିରେ ଆସି ମୃ-ତ୍ୟୁ କରିଛନ୍ତି ଡାକ୍ତର ଓ ତାଙ୍କ ପରିବାରର ଲୋକ, ସେହି ବିଷୟରେ ପୋ-ଲି-ସ ଯା-ଞ୍ଚ କରୁଛି।

ଡାକ୍ତରଙ୍କ ଆ-ତ୍ମ-ହ-ତ୍ୟା ସାମ୍ନାକୁ ଆସିଲା:-

ଡ. ମହେନ୍ଦ୍ର ଥୋରାଟଙ୍କ ପତ୍ନୀଙ୍କ ନାମ ବର୍ଷା, ବଡ଼ ପୁତ୍ରର ନାମ କୃଷ୍ଣା, ସାନ ପୁଅର ନାମ କୈବଲ୍ୟ ଥିଲା। ଯେତେବେଳେ ରୋଗୀମାନେ ନିଜର ଚିକିତ୍ସା ପାଇଁ ଡାକ୍ତରଙ୍କ ଘରକୁ ଆସିଥିଲେ, ସେତେବେଳେ ଜାଣିପାରିଲେ ଯେ ଡାକ୍ତର ଓ ତାଙ୍କ ପରିବାର ଲୋକ ମ-ରି-ଯା-ଇଛନ୍ତି। ପରେ ସେମାନେ ପୋ-ଲି-ସକୁ ସୂଚନା ଦେଇଥିଲେ।

ପୋ-ଲି-ସକୁ ହଜମ ହେଉନାହିଁ ଆ-ତ୍ମ-ହ-ତ୍ୟା-ର ନୋଟଟି:-

ଡାକ୍ତର ଥୋରାଟ ଥିଲେ ଜଣେ ସାମାଜିକ କାର୍ଯ୍ୟକର୍ତା। ତାଙ୍କୁ ଗରୀବର ଭଗବାନ ବୋଲି ଲୋକମାନେ କୁହନ୍ତି। ଘ-ଟଣା ସ୍ଥଳରୁ ପୋ-ଲିସ ଆ-ତ୍ମ-ହ-ତ୍ୟା ନୋଟ ଉଠାଇଥିଲା। ସେଥିରେ ଲେଖାଥିଲା ଯେ, ୧୭ ବର୍ଷର ବଡ଼ ପୁଅକୁ କମ ଶୁଣାଇ ଦଉଥିଲା। ଯାହାଫଳରେ ତାଙ୍କୁ ସମାଜଠାରୁ ଅନେକ କଥା ଶୁଣିବାକୁ ପଡୁଥିଲା। ତେଣୁ ସେ ଆ-ତ୍ମ-ହ-ତ୍ୟା କରୁଛନ୍ତି। କିନ୍ତୁ ସାମାନ୍ୟ କଥା ପାଇଁ ସମସ୍ତ ପରିବାର ଲୋକ ମରିଯିବା ଘ-ଟ-ଣା ପୋ-ଲି-ସକୁ ହଜମ ହେଉନାହିଁ। ତେଣୁ ସେ ସମସ୍ତ ପ୍ରମାଣ ଏକାଠି କରିବାରେ ଲାଗିଛି।

ଆ-ତ୍ମ-ହ-ତ୍ୟା ନୋଟରୁ କ’ଣ ପାଇଲେ:-

ଯେଉଁ ନୋଟ ଘଟଣାସ୍ଥଳରୁ ପୋ-ଲି-ସକୁ ମିଳିଥିଲା, ସେଥିରେ ଡାକ୍ତର ନିଜ ପତ୍ନୀଙ୍କ ସାହାଯ୍ୟରେ ନିଜ ଜୀବନ ଶେଷ କରିବା ପାଇଁ ବିଚାର ଆସିଥିଲା ତାହା ଲେଖାଯାଇଛି।

Leave a Reply

Your email address will not be published. Required fields are marked *