ଜଣେ ବ୍ୟକ୍ତି ଏମିତି ମଧ୍ୟ ଅଛନ୍ତି ଯିଏ ନିଜ ଘର ଲୋକଙ୍କ ସହିତ ଅଧିକ ସମୟ ବିତେଇବାରେ ବିରକ୍ତ ହୋଇ ଯାଇଥିଲେ ଏବଂ ଏହି କାରଣରୁ ସେ ନିଜକୁ ପୋ-ଲିସକୁ ହସ୍ତାନ୍ତର କରିବାର ନିଷ୍ପତ୍ତି ନେଇଥିଲେ।
କୋରୋନା ଭାଇରସ ମହାମାରୀ (Covid 19 Pandemic) ଅନେକ ଲୋକଙ୍କୁ ନିଜ ପରିବାର ସହିତ କିଛି ଭଲ ସମୟ ବିତେଇବା ପାଇଁ ସୁଯୋଗ ଦେଇଛି। ସେଠାରେ, କିଛି ଏମିତି ମଧ୍ୟ ହୋଇଛି, ଯିଏ ଏହି ସମୟର ଉପଯୋଗ ନିଜକୁ ଖୋଜିବା ପାଇଁ କରିଛନ୍ତି। ହେଲେ, ସମସ୍ତଙ୍କୁ ଘରେ ରହିବାକୁ ଭଲ ଲାଗେନାହିଁ। ଯେତେବେଳେ କି କିଛି ଲୋକ ଏକୁଟିଆ ରହିବା ପାଇଁ ବାଧ୍ୟ ଅଟନ୍ତି, କିଛି ଲୋକ ଏମିତି ମଧ୍ୟ ଅଛନ୍ତି, ଯେଉଁମାନେ ନିଜ ଘରେ ହିଁ ନିଜ ପାଇଁ ଅଳ୍ପଟିକେ ଅଲଗା ସ୍ଥାନ ଚାହାନ୍ତି, ଯେଉଁଠାରୁ ତାଙ୍କୁ ଶାନ୍ତି ଏବଂ ଆରାମ ମିଳି ପାରିବ। ସେଠାରେ, ଜଣେ ବ୍ୟକ୍ତି ଏମିତି ମଧ୍ୟ ଅଛନ୍ତି ଯିଏ ନିଜ ଘର ଲୋକଙ୍କ ସହିତ ଅଧିକ ସମୟ ବିତେଇବାରେ ବିରକ୍ତ ହୋଇ ଯାଉଥିଲେ ଏବଂ ଏହି କାରଣରୁ ସେ ନିଜକୁ ପୋ-ଲିସକୁ ହସ୍ତା-ନ୍ତର କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।
ଯେଉଁ ବ୍ୟକ୍ତିଙ୍କର ଏ ପର୍ଯ୍ୟନ୍ତ ଚିହ୍ନଟ ହୋଇ ପାରିନାହିଁ, ସେ ବୁଧବାର ଦିନ ବର୍ଗେସ ହିଲ ପୋ-ଲିସ ଷ୍ଟେସନ (Burgess Hill Po-lice station)କୁ ଫୋନ କରିଥିଲେ ଏବଂ ନିଜକୁ ନିଜ ଇଛା ମୁତାବକ ପୋ-ଲିସକୁ ହସ୍ତାନ୍ତର କରିଥିଲେ କାରଣ ତାଙ୍କୁ ଲାଗୁଥିଲା କି ଘରେ ରହିବା ଠାରୁ ଭଲ ହେବ କି ସେ ହାଜତରେ ରହୁଥିବା ଲୋକଙ୍କ ସହିତ ରହିବେ। ସେ ଚାହୁଁଥିଲେ କି ତାଙ୍କୁ ଶାନ୍ତି ମିଳୁ, ଯାହାକି ତାଙ୍କ ଘର ଲୋକଙ୍କ ପାଇଁ କୈାଣସି ଖରାପ ସ୍ବପ୍ନ ଭଳି ଥିଲା।
ସସେକ୍ସ ପାଖର ପୁଲିସିଙ୍ଗ ଇନସ୍ପେକ୍ଟର ଡେରେନ ଟେଲର (Inspector Darren Taylor) କହିଛନ୍ତି, କି ସେହି ବ୍ୟକ୍ତିଜଣଙ୍କ ଜେଲକୁ ପୁଣିଥରେ ଯିବାକୁ ଚାହୁଁଥିଲେ ଏବଂ ସେ ବୁଧବାର ସଂଧ୍ୟା ପାଖାପାଖି ୫ଟାରେ ନିଜକୁ ପୋଲିସକୁ ହସ୍ତାନ୍ତର କରିଥିଲେ। ଇନ୍ସପେକ୍ଟର ଟେଲର ଅସାମାନ୍ୟ ଘ[ଟଣା ବିଷୟରେ ଟୁଇଟ କରି କହିଥିଲେ, “ଶାନ୍ତି ଏବଂ ଶାନ୍ତ! ଚାହୁଁଥିବା ପୁରୁଷ ଜଣଙ୍କ କାଲି ଦ୍ୱିପ୍ରହରରେ ନିଜକୁ ଟିମକୁ ହସ୍ତାନ୍ତର କରି ଦେଇଥିଲେ, ଆମକୁ ସୂଚିତ କରିବା ପରେ ହିଁ ସେ ପୁଣିଥରେ ହା-ଜତକୁ ଯିବାକୁ ଚାହୁଁଥିଲେ, କାରଣ ସେ କିଛି ସମୟ ପାଇଁ ଏକୁଟିଆ ରହିବାକୁ ଚାହୁଁଥିଲେ।”
Peace and quiet! Wanted male handed himself in to the team yesterday afternoon after informing us he would rather go back to prison then have to spend more time with the people he was living with! One in custody and heading back to prison to serve some further time on his own pic.twitter.com/zCwLo0fgDQ
— Inspector Darren Taylor (@InspectorDarren) February 18, 2021
ଏହି ଅଜବପ୍ରକାର ଘ-ଟଣା ପରେ ସୋସିଆଲ ମିଡିଆରେ ଲୋକମାନେ ନିଜର ପ୍ରତିକ୍ରିୟା ଦେବା ଆରମ୍ଭ କରିଦେଇଛନ୍ତି। କିଛି ଲୋକ ନିଜକୁ ଗି-ରଫ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ସହ ସହମତ ଥିଲେ, ତ ସେଠାରେ କିଛି ଲୋକ କହିଥିଲେ, କି ହୋଇପାରେ ସେହି ପରିବାର ପାଇଁ ଏହି ଘଟ-ଣାଟି ବହୁତ ଦୁଃଖ ଦାୟକ ହେବ।