SBI ଦେଉଛି ଏକ ମିସ୍ଡ କଲ ଓ SMS ରେ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ। ସୁଧ ମଧ୍ୟ ବହୁତ କମ, ଜଣାନ୍ତୁ ସମ୍ପୂର୍ଣ ସୂଚନା

ଗୋଟିଏ ମିସ୍ଡ କଲ ଓ SMS ରେ SBI ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ ଲୋକମାନଙ୍କୁ ଦେଉଛି। ଏବଂ ସୁଧ ମଧ୍ୟ ବହୁତ କମ ନେଉଛି। ‘Xpress credit personal loan’ ନାମରେ ଏକ ସୁବିଧା ଲୋକମାନଙ୍କ ପାଇଁ ନେଇ ଆସିଛି SBI।

ବ୍ୟାଙ୍କ ଏହି ବିଷୟରେ କଣ କହୁଛି:

ବ୍ୟାଙ୍କ ଲୋକମାନଙ୍କୁ ସହଯୋଗ କରିବା ଉଦ୍ଦେଶ୍ୟରେ ଲୋନ ଦେଉଛି। ସେହି ଲୋନ ପାଇଁ ଲୋକମାନଙ୍କୁ ଅଧିକ ଡକୁମେଣ୍ଟର ଆବଶ୍ୟକତା ନାହିଁ। ତେଣୁ ସେମାନଙ୍କୁ ଶୀଘ୍ର ଲୋନ ମିଳିଯିବ। ଏବଂ ‘Xpress credit personal loan’ ଦଉଛି ବାର୍ଷିକ ସୁଧହାରରେ ୯.୬୦।

ଏହି ଲୋନ କାହାପାଇଁ ଉପଯୁକ୍ତ:

ଯେଉଁ ବ୍ୟକ୍ତିର ଦରମା ଆକାଉଣ୍ଟ ବହି SBI ବ୍ୟାଙ୍କରେ ଖୋଲାଯାଇଛି, ସେହିମାନେ ଏହି ଲୋନ ନେବାର ଅଧିକାରୀ ଅଟନ୍ତି। ଅନ୍ୟମାନେ ପର୍ସନାଲ ଲୋନ ନେଇପାରିବେ, କିନ୍ତୁ ସେଥିପାଇଁ ଭିନ୍ନ ସର୍ତ୍ତ ରହିଛି। ପରନ୍ତୁ, ଏମାନଙ୍କ ମଧ୍ୟରୁ ଯାହାର ମାସିକ ଲାଭ ୧୫ ହଜାରରୁ ଅଧିକ ଅର୍ଥାତ ଯାହାର ମାସିକ ଦରମା ୧୫ ହଜାରରୁ ଅଧିକ ହୋଇଥିବ। ସେ ଏହି ଲୋନର ଅଧିକାରୀ ହୋଇପାରିବ।

ଆପଣ କିପରି ଲୋନ ପାଇବେ?

ଯଦି ଆପଣ SBI ବ୍ୟାଙ୍କରୁ ଲୋନ ଆଣିବାକୁ ଚାହୁଁଛନ୍ତି, ତେବେ ଆପଣ ନିଜ ଫୋନରେ ୭୨୦୮୯୩୩୧୪୨ ନମ୍ବରରେ ମିସ୍ଡ କଲ କରି ଜଣାନ୍ତୁ। ଏହାପରେ ବ୍ୟାଙ୍କର ଜଣେ ଅଧିକାରୀ ଆପଣଙ୍କୁ ଲୋନର ସମସ୍ତ ତଥ୍ୟ କଲରେ ଜଣାଇ ଦେବ।

ଏହି ସୁବିଧା ମଧ୍ୟ ଆପଣ କଲ ନକରି ମାତ୍ର ୭୨୦୮୯୩୩୧୪୨ ନମ୍ବରରେ SMS କଲେ ମିଳିବ। ଏହି SMS ରେ ଆପଣ PERSONAL ଲେଖି ବ୍ୟାଙ୍କକୁ ପଠେଇ ଦିଅନ୍ତୁ। ପରେ ବ୍ୟାଙ୍କର ଅଧିକାରୀ ଲୋନ ବିଷୟରେ ସମସ୍ତ ତଥ୍ୟ SMS ମାଧ୍ୟମରେ ଦେବ।

ବ୍ୟାଙ୍କ କହିବା ଅନୁସାରେ:

 

ବ୍ୟକ୍ତି ଜଣକ ୨୫ ହଜାରରୁ ଆରମ୍ଭ କରି ୨୦ ଲକ୍ଷ ପର୍ଯ୍ୟନ୍ତ ଲୋନ କରିପାରିବ। କିନ୍ତୁ ସେଥିରେ ସୁଧ ପ୍ରତିଦିନ ଶେଷ ରାଶିରେ ଲାଗିବ। ସେହି ପର୍ସନାଲ ଲୋନରେ କେହି ବି ସିକ୍ୟୁରୀଟି କିମ୍ବା ଗ୍ୟାରେଣ୍ଟରରେ ଟଙ୍କା ଦେବେନାହିଁ।

ସାଧାରଣ ସ୍ଥାନରେ ଲୋନ ନେଲାବେଳେ ଲୋକମାନଙ୍କ ଠାରୁ ପ୍ରୋସେସିଂ ଫି ଅଧିକ ନିଆଯାଇଥାଏ। କିନ୍ତୁ SBI ବହୁତ କମ ପ୍ରୋସେସିଂ ଫି ନେବାସହ ଅଳ୍ପ ବାର୍ଷିକ ସୁଧହାର ନେଉଛି। ଯାହା ଲୋକମାନେ ଏହାର ଫାଇଦା ଶୀଘ୍ର ନେବା ଦରକାର।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *