ଜନ୍ମ ତିଥିରୁ ଜାଣନ୍ତୁ ଆପଣଙ୍କୁ କେବେ ମିଳିବ ବଡ଼ ଧରଣର ସଫଳତା।କେବେ ହେବ ଆପଣଙ୍କ ଭାଗ୍ୟର ଉଦୟ

ବ୍ୟକ୍ତିର ଜନ୍ମ ତିଥି ବା ମୁଳାଙ୍କ ଅବା ଯାହାକୁ ଆମେ ଜନ୍ମ ତାରିଖବି ମଧ୍ୟ କହିଥାଉ। ତାହା ବ୍ୟକ୍ତିଙ୍କ ସହିତ କିଛି ଏପରି ଯୋଡ଼ି ହୋଇ ରହିଥାଏ ଯାହା ତାଙ୍କ ଜୀବନରେ ବହୁତ ଜିନିଷ ଉପରେ ନିର୍ଭର କରିଥାଏ। ବନ୍ଧୁଗଣ ଏହି ଦୁନିଆରେ ପ୍ରତ୍ୟକ ବ୍ୟକ୍ତି ସଫଳତା ପାଇବାକୁ ଚାହେଁ। ପ୍ରତ୍ୟକ ବ୍ୟକ୍ତି ଧନ କମେଇବା ପାଇଁ ମଧ୍ୟ ଚାହେଁ, କିନ୍ତୁ ଯେମିତି ଆମେ ଚାହୁଁଛେ ସେମିତି ଯଦି ଆମର ସବୁ ଇଛା ପୁରଣ ହୋଇଯାଏ ତାହେଲେ କଥା ହିଁ ଆଉ କିଛି ରହିବ ନାହିଁ।

ବନ୍ଧୁଗଣ କଣ ଆପଣଙ୍କୁ ଜଣା ଅଛି କି ବ୍ୟକ୍ତିର ଅଲଗା ଅଲଗା ଜନ୍ମ ତିଥିର ଭାଗ୍ୟ ଉଦୟର ବର୍ଷବି ଅଲଗା ଅଲଗା ହୋଇଥାଏ। ଏହାତ ସତ୍ୟ କି ସଫଳତା ଓ ଧନ କମେଇବା ପାଇଁ କଠିନ ପରିଶ୍ରମ ସହିତ ଭାଗ୍ୟର ସାଥ ଥିବା ଦରକାର। ଅଙ୍କ ଜ୍ୟୋତିଷ ଶାସ୍ତ୍ର ମାନେ ନ୍ୟୁରଲୋଜି ହିସାବରେ ଆଜି ଆମେ ଆପଣଙ୍କୁ ଜଣେଇବୁ କି ଆପଣଙ୍କ ଜନ୍ମ ତାରିଖ ବା ମୂଳାଙ୍କ ହିସାବରେ କେବେ ମିଳିବ ଆପଣଙ୍କୁ ସଫଳତା ଓ କେବେ ହେବ ଆପଣଙ୍କ ଭାଗ୍ୟର ଉଦୟ।

ମୂଳାଙ୍କ ୧: ଯଦି ଆପଣଙ୍କର ଜନ୍ମ ତାରିଖ ୧ ଅଟେ ଅର୍ଥାତ ଆପଣଙ୍କ ଜନ୍ମ ତାରିଖ କୌଣସି ବି ମାସର ୧ ତାରିଖ ହୋଇଥାଏ ତାହେଲେ ଆପଣଙ୍କ ଜୀବନର ୨୨ ବର୍ଷ ଆପଣଙ୍କ ପାଇଁ ବହୁତ ଭଲ ରହିବ। ଏହା ସେହି ବର୍ଷ ଅଟେ ଯେଉଁ ବର୍ଷ ଠାରୁ ଆପଣଙ୍କ ଜୀବନରେ କେବଳ ଧନ ହିଁ ଧନ ଆସିବ। ଏହି ବର୍ଷ ଠାରୁ ଆପଣଙ୍କ ଭାଗ୍ୟ ଖୋଲିଯିବ।

ମୂଳାଙ୍କ ୨: ଯଦି ଆପଣଙ୍କ ଜନ୍ମ ତାରିଖ ୨ ହୋଇଥାଏ ମାନେ ଜେଉଥିରେ ୨, ୧୧,୨୦ ଏବଂ ୨୯ ଥାଏ ତାହେଲେ ଆପଣଙ୍କ ପାଇଁ ୨୪ ବର୍ଷଟି ବହୁତ ଲକି ରହିବ। ମାନେ ଆପଣ ଯେବେ ୨୪ ବର୍ଷର ହୋଇଯାଇଥାନ୍ତି ସେବେ ଆପଣ ସଫଳତାର ସିଡ଼ିରେ ପାଦ ଦେବା ଆରମ୍ଭ କରନ୍ତି ଓ ୩୪ ବର୍ଷ ଭିତରେ ଆପଣ ବଡ଼ଧରଣର ସଫଳତା ପାଇସାରିଥାନ୍ତି।

ମୂଳାଙ୍କ ୩: ଯେଉଁ ଲୋକମାନଙ୍କର ଜନ୍ମ ତାରିଖ ୩,୧୨, ୨୧ ଏବଂ ୩୦ ହୋଇଥାଏ। ୩ ଅଙ୍କ ଜନ୍ମ ତାରିଖ ଥିବା ବାଲା ଲୋକଙ୍କୁ ସଫଳତା ପାଇଁ ଟିକେ ଲମ୍ବା ସମୟ ଅପେକ୍ଷା କରିବାକୁ ପଡ଼ିଥାଏ। ଅଙ୍କ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଲୋକମାନଙ୍କୁ ୩୨ ବର୍ଷରେ ସଫଳତା ମିଳିଥାଏ।

ମୂଳାଙ୍କ ୪: ଯଦି ଆପଣ ୪ ଅଙ୍କ ଅଟନ୍ତି ମାନେ ଆପଣଙ୍କ ଜନ୍ମ ତାରିଖ ୪,୧୩,୨୨,୩୧ଅଟେ ତାହେଲେ ଆପଣଙ୍କ ମୂଳାଙ୍କ ୪ ଅଟେ। ଏମିତିରେ ତ କଠିନ ପରିଶ୍ରମରୁ ସଫଳତା ନିଶ୍ଚୟ ମିଳିଥାଏ। କିନ୍ତୁ ଅଙ୍କ ଜ୍ୟୋତିଷଙ୍କ ଅନୁସାରେ ୪ ମୂଳାଙ୍କ ଲୋକ ମାନଙ୍କୁ ୩୬ କିମ୍ବା ୪୨ ବର୍ଷରେ ସଫଳତା ମିଳିଥାଏ।

ମୂଳାଙ୍କ ୫: ଯେଉଁ ମାନଙ୍କର ଅଙ୍କ ୫ ଅଟେ ସେମାନଙ୍କ ଜନ୍ମ ତାରିଖ ୫,୧୪ ଏବଂ ୨୩ ହୋଇଥାଏ। ଏହି ତାରିଖକୁ ଜନ୍ମ ନେବା ଲୋକ ୩୨ ବର୍ଷରେ ଧନ ଓ ସଫଳତା ହାସିଲ କରିଥାନ୍ତି।

ମୂଳାଙ୍କ ୬: ଅଙ୍କ ୬ ମାନେ ଯେଉଁ ମାନଙ୍କର ଜନ୍ମ ତାରିଖ ୬, ୧୫ ବା ୨୪ ଅଟେ। ତାହେଲେ ଅଙ୍କ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୨୫ ବର୍ଷ ଆପଣଙ୍କ ପାଇଁ ବହୁତ ଭଲ ହେବ। ଏହି ବର୍ଷରେ ଭାଗ୍ୟ ଆପଣଙ୍କ ସାଥ ଦେବ। ଆପଣଙ୍କ ଘରକୁ ନିଶ୍ଚିତ ଧନ, ସୁଖ ଶାନ୍ତି ଆସିବ।

ମୂଳାଙ୍କ ୭: ଯଦି ୭ ଅଙ୍କ ଲୋକଙ୍କ ବିଷୟରେ କୁହାଯିବ ତ ତାହେଲେ ସେମାନଙ୍କ ଜନ୍ମ ତାରିଖ କୌଣସି ବି ମାସର ୭,୧୬, ୨୫ ହୋଇଥାଏ। ଏହି ଲୋକ ମାନଙ୍କର ୩୮ ଓ ୪୪ ବର୍ଷ ବହୁତ ଶୁଭଦାୟକ ହେବ। ଏହି ଦୁଇ ବର୍ଷରେ ଏମାନଙ୍କ ସହ ଭାଗ୍ୟ ଏମିତି ସାଥ ଦେବ କି ଯେମିତି ଏମାନେ କୋଟିପତି ବି ବନି ପାରିବେ।

ମୂଳାଙ୍କ ୮: ଅଙ୍କ ୮ ଥିବା ଲୋକମାନେ ଯାହାର ଜନ୍ମ ତାରିଖ ୮,୧୭ ଏବଂ ୨୬ ହୋଇଥାଏ ତାହେଲେ ଅଙ୍କ ଜ୍ୟୋତିଷ ଶାସ୍ତ୍ର ହିସାବରେ ଏହି ପ୍ରକାର ଲୋକମାନଙ୍କର ଭାଗ୍ୟ ୩୬ ବର୍ଷ ବା ୪୨ ବର୍ଷରେ ଭାଗ୍ୟ ଚମକି ଥାଏ। ଏହି ବର୍ଷରେ ଏହି ଲୋକମାନେ ଯାହା କରିଥାନ୍ତି ଯାହା ଆଜି ପର୍ଯ୍ୟନ୍ତ ବି କରିପାରି ନଥିଲେ।

ମୂଳାଙ୍କ ୯: ଯଦି ଆପଣଙ୍କ ଜନ୍ମ ତାରିଖ ୯,୧୮ ବା ୨୭ ହୋଇଥାଏ ତାହେଲେ ଆପଣଙ୍କ ଜୀବନରେ ଆପଣଙ୍କୁ ୨୮ ବର୍ଷ ବୟସରେ ସଫଳତା ମିଳିଥାଏ। ଆପଣ ଏହି ବର୍ଷରେ ସୁନାମ ଅର୍ଜନ କରିଥାନ୍ତି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *