ସୋସିଆଲ ମିଡ଼ିଆରେ ଏକ ଗାଈର ଭିଡିଓ ଅତି ଜୋରରେ ପ୍ରସାରିତ ହେଉଛି। ଭିଡିଓଟି ୫୦ ସେକେଣ୍ଡର। ସେଥିରେ ଗାଈର ଛୁଆ ବାଛୁରୀ ମାଲିକ ସହ ଖେଳୁଥିବାର ଦେଖାଯାଇଛି। ମାଲିକ ଗାଈକୁ ସ୍ନେହ କରୁଛି।
ପଶୁମାନଙ୍କର ସ୍ନେହଭରା ଭିଡିଓ ଦେଖିଲେ ଆମ ଦିନ ଆନନ୍ଦମୟରେ କଟିଯାଇଥାଏ। ଯେମିତି କି, କୁକୁର ତାର ମାଲିକ ସହ ଖେଳ, ବିଲେଇର ମସ୍ତି, ଏବଂ ହାତୀ ଛୁଆର ଖେଳ ଇତ୍ୟାଦି। ଏମାନଙ୍କର ଫନି ଭିଡିଓ ଦେଖିବାକୁ ଭାରି ମଜା ଲାଗିଥାଏ। ଏହି ଭିତରେ ଏକ ଗାଈର ଭିଡିଓ ଭାଇ-ରାଲ ହୋଇଛି।
ମାଲିକ ସହ ବାଛୁରୀ ଖେଳିଥାଏ:
ଭିଡ଼ିଓଟିରେ ଆମେ ଦେଖିବାକୁ ପାଇବା ଗାଈର ଛୁଆ ( punganuru baby cow ) କିଭଳି ଭାବେ ତାର ମାଲିକ ସହ ଖେଳୁଛି। ମାଲିକ ତାର ଗାଈକୁ କିଭଳି ଭାବେ ଗେହ୍ଲା କରୁଛି। ସେ ଚାରିଆଡ଼େ ବୁଲୁଛି, ଓ ଚାଲିବା, ଦୌଡ଼ିବା ଦ୍ୱାରା ତାର ବେକରେ ଲାଗିଥିବା ଘଣ୍ଟି ବାଜୁଛି। ଏହି ଭିଡିଓଟି ପ୍ରାୟ ୫୦ ସେକେଣ୍ଡର।
ଲୁପ୍ତପ୍ରାୟ ପ୍ରଜାତିର ଗାଈ:
Baby Punganuru cow at home. Punganuru cows are an endangered species. Very pretty to look at. They grow to a height of 3-4 ft & weigh 150-200 kgs. They give 4-5 Lts of high fat milk per day. @ParveenKaswan @IfsJagan @SudhaRamenIFS @Dept_of_AHD #SundayVideo pic.twitter.com/DKGkWLKqvZ
— S. Rajiv Krishna (@RajivKrishnaS) February 14, 2021
ଲୁପ୍ତପ୍ରାୟ ପ୍ରଜାତିର ପୁଙ୍ଗାନୁରୁ ( punganuru cow ) ଗାଈକୁ ଜଣେ ଘରେ ପାଳିଥିଲା। ସେହି ଗାଈର ଏକ ଛୁଆ ଥିଲା। ଏବଂ ସେମାନେ ୩ରୁ ୪ ଫୁଟ ଉଚ୍ଚତାରେ ବଡ଼ିପାରିବେ। ତାଙ୍କର ଓଜନ ପ୍ରାୟ ୧୫୦ ରୁ ୨୦୦ କେ. ଜି ହୋଇପାରିବ। ସେମାନେ ୪ ରୁ ୫ ଲିଟର କ୍ଷୀର ପ୍ରତିଦିନ ଦେଇପାରିବେ।
ଟ୍ୱିଟର ଉପଯୋଗୀ କର୍ତ୍ତା କଣ କହୁଥିଲେ:
ଜଣେ ଟ୍ୱିଟର ଉପଯୋଗୀକର୍ତାଙ୍କ ଅନୁସାରେ, ପୁଙ୍ଗାନୁରୁ ଗାଈ ଯିଏ ଏବେ ଲୁପ୍ତପ୍ରାୟ ପ୍ରଜାତିର। ସେ ତାର ଜୀବନରେ ୩-୪ ଫୁଟ ବଡ଼ିପାରେ, ୧୫୦-୨୦୦ କେ.ଜି ପର୍ଯ୍ୟନ୍ତ ତାର ଓଜନ ହୋଇପାରିବ, ୪-୫ ଲିଟର ପ୍ରତିଦିନ କ୍ଷୀର ଦେଇପାରିବ।
ଆଉ ଜଣେ ରାଜୀବ କୃଷ୍ଣା ନାମକ ଟ୍ୱିଟର ୟୁଜର ୧୪ ଫେବ୍ରୁଆରୀରେ ଏହି ଭିଡ଼ିଓକୁ ରିଟ୍ୱିଟ କରିଥିଲେ। ତାଙ୍କର ଏହି ଭିଡିଓ ୭ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି, ୩୮ ହଜାରରୁ ଅଧିକ ଲୋକ ଲାଇକ କରିଛନ୍ତି। ୮ ହଜାରରୁ ଅଧିକ ଥର ରିଟ୍ୱିଟ କରିସାରିଲେଣି। ୧୦୦୦ରୁ ଅଧିକ ଲୋକ ଏହି ପୋଷ୍ଟରେ କମେଣ୍ଟ କରିସାରିଲେଣି।
ସାଇପ୍ରିୟା (@priya_27_) କହିଛନ୍ତି:- ଏହି ଆଦରକାରୀ ଛୋଟ ପ୍ରାଣୀ କଣ ? ଆମେ ତାହାର ଯୋଗ୍ୟ ନୁହଁ।
what is this adorable little creature? we don’t deserve them
— sai priya (@priya_27_) February 14, 2021
ଆଶା ନକୁମ (@AshaNakumBJP) କହିଛନ୍ତି:- ମୁଁ ତାକୁ ନିଜର କରିବାକୁ ଚାହେଁ। ସେ ସୁନ୍ଦରତାରେ ଭରପୁର ଅଟେ।
Wanna own her…cuteness overloaded❤️
— Asha Nakum🇮🇳 (@AshaNakumBJP) February 14, 2021
ରେଶ୍ମା (@reshraobhat) କହିଛନ୍ତି:- ତାର ଆଖି ଦେଖିବାକୁ ଅତ୍ୟନ୍ତ ସୁନ୍ଦର। ତାର ଆଖି ଦୁଇଟି ବଡ଼ ଓ ରୋମାଞ୍ଚକ ଅଟେ।
https://twitter.com/reshraobhat/status/1360978165401677824?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1360978165401677824%7Ctwgr%5E%7Ctwcon%5Es1_c10&ref_url=https%3A%2F%2Fkhabar.ndtv.com%2Fnews%2Fzara-hatke%2Fcute-punganuru-baby-cow-playing-around-with-its-owner-adorable-video-goes-viral-on-social-media-2372414
ରାଧେ ରାଧେ (@radvind) କହିଥିଲେ ଯେ:- ତାର ସୁନ୍ଦରତା ଉତ୍ତମ।
https://twitter.com/radvind/status/1360890329654697985?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1360890329654697985%7Ctwgr%5E%7Ctwcon%5Es1_c10&ref_url=https%3A%2F%2Fkhabar.ndtv.com%2Fnews%2Fzara-hatke%2Fcute-punganuru-baby-cow-playing-around-with-its-owner-adorable-video-goes-viral-on-social-media-2372414
ଇଣ୍ଡିଆ ଫାର୍ଷ୍ଟ (@Khushboosinha19) କହିଛନ୍ତି:- ସୋ ପ୍ରେଟି।
So pretty 😍
— India First 🇮🇳 (@khushboosinha19) February 14, 2021