ବ୍ୟକ୍ତିଙ୍କୁ ଭାରି ପଡ଼ିଲା ଚ୍ୟାଲେଞ୍ଜ, Gorilla Glue ଦ୍ଵାରା ନାକରେ ଲଗାଇଦେଲେ ପ୍ଲାଷ୍ଟିକ ଗ୍ଲାସ, ତାପରେ ଯାହା ହେଲା ଦେଖିଲେ ଉଡିଯିବ ହୋସ – ଦେଖନ୍ତୁ ଭିଡିଓ

ଲେନ ମାର୍ଟିନ ନାମକ ଜଣେ ବ୍ୟକ୍ତି ଗୋଟିଏ ଏମିତି ଚ୍ୟାଲେଞ୍ଜ ନେଇଥିଲେ। ଯାହାଦ୍ଵାରା ସେ ନିଜକୁ ଅସୁବିଧାରେ ପକାଇ ଦେଇଥିଲେ।ସେ ଗୋରିଲ୍ଲା ଗ୍ଲୁ ଦ୍ଵାରା ଗୋଟିଏ ପ୍ଲାଷ୍ଟିକ ଗ୍ଲାସକୁ ନିଜ ନାକରେ ଲଗାଇ ଦେଇଥିଲେ। ଯାହାକୁ ହଟେଇବା ପାଇଁ ତାଙ୍କୁ ବଡ଼ ସର୍ଜରୀ କରିବାକୁ ପଡ଼ିଥିଲା।

କିଛି ଲୋକଙ୍କୁ ଚ୍ୟାଲେଞ୍ଜ ନେବାର ବଡ଼ ସଉକ ଥାଏ। ଚ୍ୟାଲେଞ୍ଜ ନେଇ ଲୋକମାନେ ଜିତି ମଧ୍ୟ ଯାଆନ୍ତି। କିନ୍ତୁ, ଅନେକ ଥର ଏମିତି ହୋଇଛି କି ଚ୍ୟାଲେଞ୍ଜ ନେବା ପରେ ମଣିଷକୁ ପଶ୍ଚାତାପ କରିବାକୁ ମଧ୍ୟ ପଡ଼ିଥାଏ ଏବଂ ସେମାନେ ଏହା ଭାବିଥାନ୍ତି କି ପରିଶେଷରେ ସେ ଚ୍ୟାଲେଞ୍ଜ ନେଇଥିଲେ କଣ ପାଇଁ? ଏମିତି ହିଁ କିଛି ହୋଇଛି ଜଣେ ବ୍ୟକ୍ତିଙ୍କ ସହିତ, ଯିଏ ଚ୍ୟାଲେଞ୍ଜ ନେବାପରେ ପଶ୍ଚାତାପ କରିଛନ୍ତି। ଜଣା ଯାଉଛି କି କିଛି ଦିନ ପୂର୍ବରୁ ହିଁ ଗୋରିଲ୍ଲା ଗ୍ଲୁ ଦ୍ଵାରା ନିଜ ଚୁଟିକୁ ଲଗାଇଥିବା ଝିଅର ଭିଡିଓ ବହୁତ ଭାଇରାଲ (Viral Video) ହୋଇଥିଲା। ଏହି ଭିଡିଓରୁ ଶିକ୍ଷା କରିବା ପରିବର୍ତ୍ତେ ଜଣେ ବ୍ୟକ୍ତି ଓଲଟା ଚ୍ୟାଲେଞ୍ଜ ନେଇ ଯାଇଥିଲେ ଏବଂ ନିଜକୁ ଅସୁବିଧାରେ ପକାଇ ଦେଇଥିଲେ।

ବର୍ତମାନ ସୋସିଆଲ ମିଡିଆରେ ସେହି ବ୍ୟକ୍ତିଙ୍କ ଭିଡିଓ ମଧ୍ୟ ବହୁ ମାତ୍ରାରେ ଭାଇରାଲ ହେଉଛି। ଚ୍ୟାଲେଞ୍ଜ ପରେ ଏହି ବ୍ୟକ୍ତିଙ୍କୁ ନିଜ ଜୀବନ ପାଇଁ ବଡ଼ ସ-ର୍ଜରୀ କରିବାକୁ ପଡ଼ିଥିଲା। ଜଣା ଯାଉଛି କି କିଛି ଦିନ ପୂର୍ବରୁ ଆମେରିକା (America) ର ଲୁଇସିୟାନାରେ ରହୁଥିବା ଟେସିକା ବ୍ରାଉନ (Tessica Brown) ଗୋରିଲ୍ଲା ଗ୍ଲୁ (Gorilla Glue) ନାମକ କଂପାନୀର ଗ୍ଲୁ ନିଜ ଚୁଟିରେ ଲଗାଇଥିଲେ। ଯାହାକୁ ଦେଖିବା ପରେ ଲେନ ମାର୍ଟିନ ନାମକ ବ୍ୟକ୍ତି ମଧ୍ୟ କିଛି ଏମିତି ହରକତ କରି ବସିଥିଲେ ଏବଂ ନିଜକୁ ଅସୁବିଧାରେ ପକାଇ ଦେଇଥିଲେ। ସେ ଗୋରିଲ୍ଲା ଗ୍ଲୁ ଦ୍ଵାରା ଏକ ପ୍ଲାଷ୍ଟିକ ଗ୍ଲାସକୁ ନିଜ ନାକରେ ଲଗାଇ ଦେଇଥିଲେ। ଯାହାକୁ ହଟାଇବା ପାଇଁ ତାଙ୍କୁ ବଡ଼ ସର୍ଜରୀ କରିବାକୁ ପଡ଼ିଥିଲା।

 

View this post on Instagram

 

A post shared by Len Martin (@lenise_martin3)

ଲେନ ମାର୍ଟିନ (Len Martin) ନିଜର ଏହି ହରକତର ଭିଡିଓ ମଧ୍ୟ ପ୍ରସ୍ତୁତ କରିଥିଲେ। ଭିଡ଼ିଓରେ ସ୍ପଷ୍ଟ ଭାବରେ ଦେଖା ଯାଇଛି କି ସେହି ପ୍ଲାଷ୍ଟିକ ଗ୍ଲାସ ତାଙ୍କ ମୁହଁରେ ଲାଗି ଯାଇଥିଲା। ଯାହାକୁ ହଟାଇବା ପାଇଁ ତାଙ୍କୁ ସର୍ଜରୀ (Surgery) କରିବାକୁ ପଡ଼ିଥିଲା। ଏହାପରେ ହିଁ ତାଙ୍କୁ ସେହି ଗ୍ଲୁର ଶକ୍ତି ଉପରେ ଭରଷା ହୋଇଥିଲା।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *