ବିଶ୍ୱାସ ହେବନି, କେବଳ ୨ ମିନିଟରେ ଦାନ୍ତ ହୀରା ଭୋଳି ଚମକି ଧଳା ହୋଇଯିବ।

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କ ଗୋଟେ ଘରୋଇ ଉପଚାର ନେଇ ଆସିଛୁ ଯାହାର ପ୍ରୟୋଗରେ ଆପଣଙ୍କର ଦାନ୍ତ ୨ ମିନିଟରେ ହୀରା ଭୋଳି ଚମକି ଧୋଳା ହୋଇଯିବ।

ବନ୍ଧୁଗଣ ଅନେକ କାରଣ ବଶତଃ ଆମ ଦାନ୍ତ ବା ଆମ ଟିଥ ହଳଦିଆ ବା ଅପରିଷ୍କାର ହୋଇଯାଏ। କଳା ଏବଂ ବହୁତ ଖରାପ ଦେଖାଯାଇଥାଏ। ଏମିତି ପରିସ୍ଥିତିରେ ଆପଣ କରିବେ କଣ? ବନ୍ଧୁଗଣ ଅନେକ ଲୋକଙ୍କର ଦାନ୍ତର ରଙ୍ଗ ଖରାପ ଯୋଗୁ ଏମାନେ ଡ଼େଣ୍ଟେସ ପାଖକୁ ଯାଇଥାନ୍ତି ଏବଂ ସେମାନେ ମନ ଖୋଲି ହସି ପାରିନଥାନ୍ତି । କାରଣ ସେମାନଙ୍କ ଖରାପ ଦାନ୍ତ ଲୋକ ମାନଙ୍କ ଆଖି ଆଗକୁ ଆସିଯିବ। ସେହି ଡରରେ ସେମାନେ କେବେ ମନ ଖୋଲି ହସି ପାରନ୍ତି ନାହିଁ।

ସେଥିପାଇଁ ଆମେ ଆପଣଙ୍କୁ ଏମିତି ଗୋଟେ ଘରୋଇ ଉପଚାର ବନେଇବା ଶିଖେଇବୁ ଯାହା ଦ୍ବାରା ଆପଣଙ୍କ ଦାନ୍ତ ବା ଆପଣଙ୍କ ଟିଥ ମୋତି ଭୋଳି ଚମକିବାକୁ ଲାଗିବ। ଏହା ବହୁ ପୂରାତନ କାଳରୁ ବ୍ୟବହାର ହୋଇ ଆସୁଛି ଏବଂ ଆପଣ ଏହାକୁ ଥରେ ନିଶ୍ଚୟ ବ୍ୟବହାର କରନ୍ତୁ ଦେଖିବେ ଆପଣଙ୍କ ଟିଥ ଧଳା ହୋଇଯିବ ଏବଂ ଆପଣଙ୍କ ଟିଥ ଧଳା କରିବା ପାଇଁ ଏହା ଏକ ଚମତ୍କାରୀ ଘରୋଇ ଉପଚାର ଅଟେ।

ବନ୍ଧୁଗଣ ଟିଥ ଧଳାର ଏହି ଘରୋଇ ଉପଚାରକୁ ବନେଇବା ପାଇଁ ଆପଣଙ୍କୁ ପ୍ରଥମ ସାମଗ୍ରୀର ଆବଶ୍ୟକତା ପଡ଼ିବ ତାହା ଅଟେ ବିଲାତି। ବିଲାତିତ ଆପଣଙ୍କ ରୋଷେଇ ଘରୁ ବହୁତ ସହଜରେ ମିଳିଯିବ। ପ୍ରଥମେ ଆପଣ ଏମିତି ମିଡ଼ୀୟମ ସାଇଜର ବିଲାତି ନିଅନ୍ତୁ କିମ୍ବା ବଡ଼ ସାଇଜର ବିଲାତି ନେଇପାରନ୍ତି। ଆପଣ ଗୋଟେ ବିଲାତି ନିଅନ୍ତୁ ଏବଂ ତାକୁ ଧୀରେ ଧୀରେ କରି କୌଣସି ଜିନିଷ ମାଧ୍ୟମରେ ପିଟନ୍ତୁ ଯେମିତି ଫାଟିବ ନାହିଁ କାରଣ ଏଥିରୁ ଯେମିତି ଏହାର ରସ ବହୁତ ସହଜରେ ବାହାରି ପଡ଼ିବ।

ଦାନ୍ତ ଧଳା କରିବା ପାଇଁ ଆପଣଙ୍କୁ ବିଲାତି ରସର ଆବଶ୍ୟକତା ପଡ଼ିବ। ସେଥିପାଇଁ ବିଲାତିକୁ ଧୀରେ ଧୀରେ ଛୁରୀ ସାହାଯ୍ୟରେ ପିଟନ୍ତୁ। ଏହାକୁ ଭଲ ଭାବରେ ପିଟି ସାରିବା ପରେ ବିଲାତିକୁ କାଟି ଦିଅନ୍ତୁ। ଏହା ପରେ ଏଥିରୁ ରସ ବାହାର କରିଦିଅନ୍ତୁ। ରସ ବାହାର କରିବା ପରେ ତାକୁ ଛାଣି ଦିଅନ୍ତୁ। ଏଥି ପାଇଁ ଦିତୀୟ ସାମଗ୍ରୀର ଆବଶ୍ୟକତା ପଡ଼ିବ ତାହା ହେଉଛି ଲେମ୍ବୁ। ବନ୍ଧୁଗଣ ଏଥି ପାଇଁ ଆପଣ ଗୋଟେ ଛୋଟ ସାଇଜର ଲେମ୍ବୁ ନିଅନ୍ତୁ। ପ୍ରଥମେ ଆପଣ ଲେମ୍ବୁକୁ କାଟି ଦିଅନ୍ତୁ। ଏବେ ଆପଣ ସେମିତି ପୁରା ଗୋଟେ ଲେମ୍ବୁକୁ ଚିପୁଡ଼ି ଛାଣି ଦିଅନ୍ତୁ।

ଛାଙ୍କିଣୀ ସାହାର୍ଯ୍ୟରେ ଆପଣ ଛାଙ୍କି ଦେବେ ଯେମିତି ଲେମ୍ବୁର ମଞ୍ଜି ସେହି ଉପଚାରରେ ନରହିବ। ଏବେ ବିଲାତି ଏବଂ ଲେମ୍ବୁରସକୁ ଗୋଟେ ପାତ୍ରରେ ରଖିଦିଅନ୍ତୁ। ଏବେ ଏଥିରେ ଆମକୁ ତୃତୀୟ ବା ଶେଷ ସାମଗ୍ରୀର ଆବଶ୍ୟକତା ପଡ଼ିବ ତାହା ଅଟେ ଟୁଥପେଷ୍ଟ। ଆପଣ କୌଣସିବି ଧଳା ଟୁଥପେଷ୍ଟର ପ୍ରୟୋଗ ଏଥିରେ କରିପାରିବେ। ଏବେ ଏଥିରେ ଧଳା ରଙ୍ଗର ଟୁଥପେଷ୍ଟ ନିଅନ୍ତୁ। କାରଣ କଲଗେଟ କୌଣସି ଫ୍ରେବରୋଗ ହିନ ହୋଇଥାଏ ଏବଂ ଏହାର ରଙ୍ଗ ସମ୍ପୂର୍ଣ ଅଲଗା ହୋଇଥାଏ। ଯେତିକି ମାତ୍ରାରେ ଆପଣ ବ୍ରସ କରିବା ପାଇଁ ଟୁଥପେଷ୍ଟର ପ୍ରୟୋଗ କରନ୍ତି ସେତିକି ମାତ୍ରା ଆପଣ ଏଥିରେ ନିଅନ୍ତୁ।

ଏହି ସମସ୍ତ ସାମଗ୍ରୀକୁ ଭଲ ଭାବରେ ଏକା ସହିତ ମିଶେଇ ଦିଅନ୍ତୁ ଦେଖିବେ ଏହି ମିଶ୍ରଣ ଧଳା ହୋଇଯିବ। ବନ୍ଧୁଗଣ ଟିଥ ଧଳା କରିବା ପାଇଁ ଏହି ଉପଚାର ଏବେ ପ୍ରସ୍ତୁତ।

ଏବେ ଆସନ୍ତୁ ଜାଣିବା ଦାନ୍ତ ଧଳା କରିବା ପାଇଁ ଏବଂ ଆପଣଙ୍କ ଟିଥର କଳାପଣ ବା ହଳଦିଆପଣକୁ ଦୂର କରିବା ପାଇଁ ଏହି ଉପଚାରର ପ୍ରୟୋଗ ଆପଣ ଦାନ୍ତରେ କେମିତି ପ୍ରକାରରେ କରିବେ।

ବନ୍ଧୁଗଣ ଏହାର ପ୍ରୟୋଗ କରିବା ବହୁତ ସହଜ ଯେମିତି ଆପଣ ବ୍ରସ କରନ୍ତି ସେମିତି ଏକ ଟୁଥପ୍ରସର ଆବଶ୍ୟକତା ପଡ଼ିବ। ଆପଣ ଯେମିତି ବ୍ରସ କରନ୍ତି ସେମିତି ସେହି ମିଶ୍ରଣରେ ବୁଡେ଼ଇ ନେଇ ବ୍ରସ କରନ୍ତୁ। ଆପଣ ବ୍ରସ କରି ଦେଖନ୍ତୁ ଆପଣଙ୍କ ଟିଥ ସଙ୍ଗେ ସଙ୍ଗେ ଧଳା ହୋଇଯିବ। ବହୁତ ଚମତ୍କାରି ଘରୋଇ ଉପଚାର ଅଟେ। ବୋହୁ ପୂରାତନ କାଳରୁ ଲୋକ ମାନେ ନିଜ ଦାନ୍ତକୁ ସୁନ୍ଦର କରିବା ପାଇଁ ବା ନିଜର ଦାନ୍ତକୁ ଧଳା କରିବା ପାଇଁ ଏହି ଘରୋଇ ଉପଚାରର ପ୍ରୟୋଗ କରିଆସୁଛନ୍ତି।

ଆପଣ ନିହାତି ଥରେ ଏହି ଘରୋଇ ଉପଚାରର ପ୍ରୟୋଗ କରନ୍ତୁ। ଦେଖିବେ ଆପଣଙ୍କ ଅସୁନ୍ଦର କଳା ହଳଦିଆ ମଇଳା ଦାନ୍ତ ମୋତି ଭୋଳି ଚମକିବାକୁ ଲାଗିବ। ବନ୍ଧୁଗଣ କିଛି କଥାର ଧ୍ୟାନ ରଖିବାକୁ ପଡ଼ିବ ଯେମିତିକି ଆପଣ ପାନ, ଗୁଟ୍କା, ବିଡି, ସିଗାରେଟ ଏହି ସମସ୍ତ ଜିନିଷରୁ ନିବୃତ ରହିବେ। ଯଦି ଆପଣ ଏହି ସବୁ ଜିନିଷ ସେବନ କରୁଛନ୍ତି ତ ସେଥିରୁ ଦୂରେଇ ରୁହନ୍ତୁ। ଯାହା ଫଳରେ ଆପଣଙ୍କ ଦାନ୍ତ କଳା ପଡ଼ିଯାଏ ଏହି ସମସ୍ତ ଜିନିଷ ଯଦି ଆପଣ ସେବନ କରିଥାନ୍ତି ତାହେଲେ ଆପଣଙ୍କ ଦାନ୍ତ ବହୁତ ଖରାପ ହୋଇଯାଇଥାଏ। ସେଥି ପାଇଁ ଆପଣଙ୍କ ଦାନ୍ତର ଧଳାପଣ ଚାଲିଯାଏ।

ସେଥିପାଇଁ ଆପଣ ଏହି ଉପଚାରର ପ୍ରୟୋଗ କରନ୍ତୁ ଦେଖିବେ ଆପଣଙ୍କ ଦାନ୍ତ ନିଟ ଏବଂ କ୍ଲିନ ହୋଇଯିବ ଏବଂ ଆପଣଙ୍କ ଦାନ୍ତ ଧଳା ଦେଖାଯିବାକୁ ଲାଗିବ। ଏବଂ ଆପଣଙ୍କ ଦାନ୍ତ ମୋତି ଭୋଳି ଚମକିବାକୁ ଲାଗିବ। ଏହି ଉପଚାରର ପ୍ରୟୋଗ କରନ୍ତୁ ଦେଖିବେ ଆପଣଙ୍କୁ ୧୦୦% ରେଜାଲ୍ଟ ମିଳିବ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *