SBI ୪୦ କୋଟି ଲୋକଙ୍କୁ ଆଲର୍ଟ କଲା। କରନାହିଁ ଏହି ଆପ କୁ ଡାଉନଲୋଡ଼, ନହେଲେ ଆକାଉଣ୍ଟ ଖାଲି ହୋଇଯିବ

SBI ତାର ଗ୍ରାହକଙ୍କୁ ଆଲର୍ଟ କଲା କି, ଇନଷ୍ଟାଣ୍ଟ ଲୋନ ଆପକୁ ଡାଉନଲୋଡ଼ ନ କରିବା ପାଇଁ। କିମ୍ବା ଏଭଳି ସାଇଟ ଯେଉଁଥିରେ ଲୋନ ଇନଷ୍ଟାଣ୍ଟ ଦେବାର ସୂଚନା ଦିଆଯାଇଛି। ଯଦି ଲୋକମାନେ ଏହିଭଳି ଆପକୁ ଡାଉନଲୋଡ଼ କରିବେ, ତେବେ ସେମାନଙ୍କୁ ଶୀଘ୍ର ଟଙ୍କା ତ ମିଳିଯିବ। କିନ୍ତୁ ପରେ ସେମାନଙ୍କୁ ଅଧିକ ସୁଧରେ ଟଙ୍କା ଫେରେଇବାକୁ ପଡ଼ିବ। କିମ୍ବା ଇନଷ୍ଟାଣ୍ଟ ଲୋନର ଲିଙ୍କକୁ ଯଦି କେହି ଖୋଲିକରି ଭେରିଫାଏ କରେ, ତେବେ ତାର ଆକାଉଣ୍ଟ ସଙ୍ଗେ ସଙ୍ଗେ ଖାଲି ହୋଇଯିବ।

୫ ମିନିଟରେ ୨ ଲକ୍ଷ ଟଙ୍କାର ଲୋନ ଦେବାର ଭରସା:

ଏସବିଆଇ ତାର ଗ୍ରାହକଙ୍କୁ ସୂଚନା ଦେଲା ଯେ, କୌଣସି ଇନଷ୍ଟାଣ୍ଟ ଲୋନ ଲିଙ୍କକୁ ନଖୋଲିବା ପାଇଁ। ମୋବାଇଲ ମାଧ୍ୟମରେ ଆସୁଥିବା ଲୋନ ନେବାର ଲିଙ୍କକୁ ଯଦି କେହି ଓପନ କରି ନିଜର ସମସ୍ତ ତଥ୍ୟ ଦିଅନ୍ତି, ତେବେ ସେମାନଙ୍କ ଆକାଉଣ୍ଟ ଖାଲି ହୋଇଯିବ।

ଆବଶ୍ୟକ ଠାରୁ ଅଧିକ ସୁଧ:

SBI ତାର ଗ୍ରାହକଙ୍କୁ କହିଥିଲା କି, କୌଣସି ବି ଇନଷ୍ଟାଣ୍ଟ ଲୋନର ଆପକୁ ଯଦି କେହି ଖୋଲିକରି ଭେରିଫାଏ କରେ, ତେବେ ତାର ଆକାଉଣ୍ଟ ସଙ୍ଗେ ସଙ୍ଗେ ଖାଲି ହୋଇଯିବ। ଯଦିଓ ଟଙ୍କା ମିଳିଗଲା ତେବେ ଆବଶ୍ୟକତା ଠାରୁ ଅଧିକ ସୁଧ ଦେବାକୁ ପଡ଼ିବ। ଲୋକମାନେ ଏହି ସୁଧରୁ ମୁକ୍ତି ପାଇଁ କିଏ ଅନ୍ୟଠାରୁ ଧାର କରୁଛି ତ ଆଉ କି ନିଜର ଜୀବନ ହରେଇ ଦେଉଛି। ସେହି ଆପରେ ଯଦି ବିନା ପେପର ୱାର୍କରେ ଟଙ୍କା ମିଳୁଛି, ତେବେ ଜାଣ ସେହି ଆପ ଭୁଲ ଅଟେ। SBI ଆଉ ମଧ୍ୟ କହିଛି ଯେ, କୌଣସି ବି ବ୍ୟାଙ୍କର ଦାବା ଲିଙ୍କକୁ ନଖୋଲିବା ପାଇଁ। ଯଦି ଖୋଲି ନିଜର ଡିଟେଲ ଦେବାସହ ଓଟିପି ଦିଅନ୍ତି ତେବେ ତାଙ୍କର ଆକାଉଣ୍ଟ ଖାଲି ହୋଇଯିବ।

SBIର ଗାଇଡ଼ଲାଇନ:

SBI ପକ୍ଷରୁ ସୂଚନା ଆସିଥିଲା ଯେ,

୧. ଯାହା ଅଫର ଅଛି ତାହାର ନିୟମ ଓ ସର୍ତ୍ତ ପ୍ରଥମେ ଜାଣିନେବା ଆବଶ୍ୟକ।
୨. କୌଣସି ଆପ କିମ୍ବା ଲିଙ୍କକୁ ଖୋଲିବା ପାଇଁ ପ୍ରଥମେ ତାହାର ବିଶ୍ୱସନୀୟତାକୁ ଦେଖିନେବା ଦରକାର।
୩. ଆପଣ ଏହି ବିଷୟରେ ଅଧିକ ଜାଣିବା ପାଇଁ ନିମ୍ନ ଲିଙ୍କରେ ଯାଆନ୍ତୁ।
https://bank.sbi

RBI ବି ଦେଲା ଚେତାବନୀ:

ଏସବିଆଇ ଭଳି ଆରବିଆଇ ତାର ଗ୍ରାହକଙ୍କୁ ସୂଚନା ଦେଲାକି, କୌଣସି ପରିସ୍ଥିତିରେ ପଡ଼ି ଭୁଲ ନକରିବା ପାଇଁ। ଯଦି କେହି ଭୁଲରେ ଇନଷ୍ଟାଣ୍ଟ ଲୋନ ଆପ କିମ୍ବା ଲିଙ୍କ କୁ ଖୋଲିଦେବେ, ତେବେ ସେମାନଙ୍କର ଆକାଉଣ୍ଟ ଖାଲି ହୋଇଯିବ ଅଥବା ହ୍ୟା-କ ହୋଇଯିବ। ତେଣୁ କୌଣସି ବି ମ୍ୟାସେଜ କିମ୍ବା ଆପ କିମ୍ବା ଲିଙ୍କର ପ୍ରକୃତ ତଥ୍ୟ ନଜାଣିଲା ପର୍ଯ୍ୟନ୍ତ ବ୍ୟବହାର କରନ୍ତୁ ନାହିଁ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *