ଦୀପରେ ଏହି ୨ ଜିନିଷ ପକାଇ ଜାଳି ଦିଅନ୍ତୁ ଘରକୁ ଧନର ଆଗମନ ହେବ।

ବନ୍ଧୁଗଣ ଏପରି ଏକ ଚମତ୍କାରୀ ଉପାୟ ବିଷୟରେ କହିବି ଯାହାକୁ କରିବା ଦ୍ବାରା ଆପଣ ମଧ୍ୟ ଜଣେ ଧନବାନ ବ୍ୟକ୍ତି ହୋଇପାରିବେ। ଘରେ ଯଦି ଏହି ୨ ଟି ଜିନିଷକୁ ଜାଳିବେ ତେବେ ଆପଣଙ୍କୁ ଧନୀ ହେବାରୁ କେହିବି ରୋକି ପାରିବେ ନାହିଁ। ବନ୍ଧୁଗଣ ଜୀବନରେ କିଏବା ଧନୀ ହେବାକୁ ଚାହିଁନାଥାଏ। ସମସ୍ତେ ଖୁସିରେ ଜୀବନ ବିତାଇବାକୁ ଚାହିଁଥାନ୍ତି। ବିଳାସ ବ୍ୟସନରେ ସମୟ କାଟିବା ପାଇଁ ଚାହିଁ ଥାନ୍ତି। ଏଥି ପାଇଁ ଟଙ୍କା ପଇସାର ଆବଶ୍ୟକତା ହୋଇଥାଏ।

କିନ୍ତୁ ଆଜିର ସମୟରେ ଧନ କମାଇବା ଏତେଟା ସହଜ ହୋଇନଥାଏ। ଆଜିର ସମାଜରେ ମଣିଷ ଅକ୍ଳାନ୍ତ ପରିଶ୍ରମ କରି ମଧ୍ୟ ଜୀବନ ବଞ୍ଚିବା ପାଇଁ ଅଳ୍ପ ଧନ କମାଇ ପାରିଥାଏ। ଏଣୁ ସବୁ ମନୁଷ୍ୟ ଭୋଗବିଳାସରେ ଜୀବନ କାଟି ପାରନ୍ତି ନାହିଁ। ବନ୍ଧୁଗଣ ଆଜିର ଏହି ପୋଷ୍ଟରେ ଏମିତି ଏକ ବିଷୟ ବିଷୟରେ କହିବୁ ଯାହାକୁ କରିବା ଦ୍ବାରା ଆପଣ ମଧ୍ୟ ଧନୀ ହୋଇପାରିବେ। ଏହି ୨ ଟି ଜିନିଷକୁ ଘରେ ଜଳାଇବା ଦ୍ବାରା ଧନୀ ହେବାର ସୌଭାଗ୍ୟ ଅର୍ଜନ କରିପାରିବେ। ଏଣୁ ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ।

ପ୍ରଥମେ କିଛି କର୍ପୁର ଏବଂ କିଛି ଲବଙ୍ଗ ଘରକୁ ଆଣନ୍ତୁ। ଏହି ୨ ଟି ଜିନିଷକୁ ଜଳାଇ ଆପଣଙ୍କର ଦୁର୍ଭାଗ୍ୟକୁ ସୌଭାଗ୍ୟରେ ପରିଣତ କରିପାରିବେ। କେଵଳ ଏତିକି ଜାଣିବାର ଅଛି ଯେ ଆପଣ ଏହାକୁ କିପରି ଜାଳିବେ। ଏହାକୁ ଜାଳିବା ଦ୍ବାରା ଆପଣଙ୍କର ଧନ ସମ୍ବୋଦ୍ଧିତ ସମସ୍ୟା ଦୂର ହୋଇଯିବ ଏବଂ ନିଜ କରଜରୁ ମୁକ୍ତି ପାଇ ପାରିବେ। ଏହି କାର୍ଯ୍ୟ କରିବା ଦ୍ବାରା ଆପଣଙ୍କର ଅଟକି ରହିଥିବା ସମସ୍ତ କାର୍ଯ୍ୟ ଜୋରସୋରରେ ଚାଲିବାକୁ ଲାଗିବ।

ଏବଂ ଆପଣଙ୍କର ସମସ୍ତ ମନସ୍କାମନା ଏବଂ ସମସ୍ତ ଇଛା ପୂରଣ ହେବାକୁ ଲାଗିବ। ଧନ ସମସ୍ୟାକୁ ଦୂର କରିବ। ଏଣୁ ଏହି ଉପାୟ ବହୁତ ଲାଭକାରୀ ଅଟେ। ତେବେ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ। ବନ୍ଧୁଗଣ ରାତି ସମୟରେ ଗୋଟିଏ ମାଟି ଦୀପରେ ଗୋଟିଏ କର୍ପୁର ରଖି ଦିଅନ୍ତୁ ଏବଂ ସେଥିରେ ୫ ଗୋଟି ଲବଙ୍ଗ ରଖି ଦିଅନ୍ତୁ। ଏହା ପରେ ଏହି କର୍ପୁରକୁ ନିଆଁ ଲଗାଇ ଦିଅନ୍ତୁ। ଏହି କର୍ପୁରକୁ ନିଆଁ ଲଗାଇବା ଦ୍ବାରା ସେଥିରେ ଥିବା ଲବଙ୍ଗ ମଧ୍ୟ ଜଳିବାକୁ ଲାଗିବ। ଏବଂ ୨ ଟି ଯାକ ଜଳିବାକୁ ଲାଗିଥାଏ। ଏହା ପରେ ୨ ଟି ଜାକ ଜଳିବା ସମୟରେ ଏହାକୁ ନେଇ ଆପଣଙ୍କ ମୁଖ୍ୟ ଦ୍ବାରର ବାହାର ପଟେ ବାମ ପଟରେ ରଖି ଦିଅନ୍ତୁ।

କାରଣ ଏହି କର୍ପୁର ଜଳିବା ଦ୍ବାରା ସମସ୍ତ ନାକାରାତ୍ମକ ଉର୍ଜା ଠାରୁ ମୁକ୍ତି ମିଳିଥାଏ। ଘରକୁ ଧନ ଆସିବାର ସବୁ ରାସ୍ତା ଖୋଲି ଯାଇଥାଏ। ଧନ ସମ୍ବୋଦ୍ଧିୟ ସମସ୍ତ ସମସ୍ୟା ଦୂର ହୋଇଥାଏ। ଧନ ସମ୍ପତ୍ତି ଆସିବାକୁ ଲାଗିଥାଏ। ଏବଂ ଆପଣଙ୍କର ସବୁ ଅଭାବ ଦୂର ହେବାକୁ ଲାଗିଥାଏ। କାରଣ କର୍ପୁର ଜାଳିବା ଦ୍ବାରା ସମସ୍ତ ନାକାରାତ୍ମକ ଉର୍ଜାରୁ ମୁକ୍ତି ମିଳିଥାଏ। ଘରକୁ ଟଙ୍କା ପଇସାର ଆଗମନ ହୋଇଥାଏ ଏହା ସହିତ ସଞ୍ଚୟ ମଧ୍ୟ ବୃଦ୍ଧି ହୋଇଥାଏ। ଏହା ଦ୍ବାରା ଆପଣଙ୍କର ଘରେ ମା ଲକ୍ଷ୍ମୀଙ୍କର ବାସ ହୋଇଥାଏ। ମା ଲକ୍ଷ୍ମୀ ଟାଣି ହୋଇ ଆସନ୍ତି। ଏବଂ ଯେଉଁ ଘରେ ମା ଲକ୍ଷ୍ମୀଙ୍କର ବାସ ହୋଇଥାଏ ସେହି ଘରେ କେବେବି ଧନ ଟଙ୍କା ପଇସାର ଅଭାବ ହୋଇନଥାଏ।ସେହି ଘରେ ସମସ୍ତ ଭୋଗ ବିଳାସରେ ଜୀବନ ବିତାଇଥାନ୍ତି।

ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ଲାଭ କରିବା ପାଇଁ ହୃଦୟରୁ ଗୋଟେ ଲାଇକ ଏବଂ ଶେୟାର ନିଶ୍ଚିନ୍ତ କରନ୍ତୁ | ଏବଂ ମନରେ ଭକ୍ତି ଥିଲେ ଲେଖିଦିଅନ୍ତୁ ” ଜୟ ମା ଲକ୍ଷ୍ମୀ “

Leave a Reply

Your email address will not be published. Required fields are marked *