ଆସନ୍ତାକାଲି କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ଏହାର କାରଣ, ପେଟ୍ରୋଲ, ଡିଜେଲ ଦର ଦିନକୁ ଦିନ ବଡ଼ି ଚାଲିଛି। ଏଥିପାଇଁ ସାଧାରଣ ଲୋକମାନେ ଅସହ୍ୟ ହୋଇପଡ଼ିଛନ୍ତି। ଆସନ୍ତାକାଲି ଏହି ଓଡ଼ିଶା ବନ୍ଦ ଡାକରା ୬ ଘଣ୍ଟା ଧରି ଚାଲିବ। ସଖାଳ ୭ଟାରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧ଟା ଯାଏଁ ଓଡ଼ିଶା ବନ୍ଦ ରହିବ।
କେଉଁ ଗାଡ଼ିକୁ ବାଦ ଦିଆଯିବ:
ଆସନ୍ତା କାଲି ଓଡ଼ିଶା ବନ୍ଦ, ଯେଉଁଥିରେ କିଛି ଅତି ଆବଶ୍ୟକ ଗାଡ଼ି ଗୁଡ଼ିକୁ ଛଡ଼ା ଯିବ। ଯେମିତି ଆମ୍ବୁଲାନ୍ସ, ଔଷଧ ଦୋକାନୀ, ଫୁଲ ସଜ୍ଜା ଗାଡ଼ି କୁ ଅବ-ରୋଧ କରାଯିବ ନାହିଁ। ଫୁଲସଜା ଗାଡ଼ିଟି ବାହାଘରର ହୋଇଥିଲେ ଛଡ଼ାଯିବ।
କେଉଁଥି ପାଇଁ ଓଡ଼ିଶା ବନ୍ଦ ହୋଇଛି:
ଆସନ୍ତା କାଲି ୬ ଘଣ୍ଟା ଧରି କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ହୋଇଛି। ଏହାର ମୂଳକଥା ହେଉଛି, ବିଗିଡ଼ି ଯାଇଥିବା ଆଇନ ଶୃଙ୍ଖଳାକୁ ସଜାଡ଼ିବା, ନାରୀମାନଙ୍କ ସହ ଶିଶୁ ନିର୍ଯା-ତନା, ବେକାରୀ ସମସ୍ୟାକୁ ନେଇ ସରକାରଙ୍କୁ କିଛି ପଦକ୍ଷେପ ନେବା ଦରକାର। ଏହା କେବଳ ଡିଜେଲ, ଏଲପିଜି ଗ୍ୟାସ ଓ ପେଟ୍ରୋଲ ପାଇଁ ନୁହେଁ।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।