ହାତର ଏବଂ ଗୋଡ଼ ଆଙ୍ଗୁଠିରେ ଏହିପରି ଧଳା ଚିହ୍ମ ଥିଲେ ଆପଣ ବହୁତ ଭାଗ୍ୟଶାଳୀ ଅଟନ୍ତି

ବନ୍ଧୁଗଣ ପ୍ରାୟତଃ ଆମେ ଦେଖି ଥାଉକି ଆମର ହାତ ଏବଂ ଗୋଡ଼ର ଆଙ୍ଗୁଠିରେ ଗୋଟେ ଅଲଗା ପ୍ରକାରର ଧଳା ଚିହ୍ନ ହୋଇଥାଏ। ଆମ ଭିତରୁ ଅଧିକାଂଶ ଲୋକ ତାହା ଉପରେ ଧ୍ୟାନ ଦେଇନଥାଉ। ଏହାକୁ ପ୍ରାକୃତିକ ଚିହ୍ନ ଭାବିକି ଅଣଦେଖା କରିଦେଇଥାଉ। ପୁଣି କିଛି ଦିନ ପରେ ସେହି ଚିହ୍ନ ନିଜେ ନିଜେ ଲିଭି ଯାଇଥାଏ। କିଛି ଲୋକଙ୍କ ନଖ ଉପରେ ଏହି ଚିହ୍ନ ହଳଦିଆ ରଙ୍ଗର ହୋଇଥାଏ ତ ଆଉ କିଛି ଲୋକଙ୍କର ଧଳା ଚିହ୍ନର ହୋଇଥାଏ। କିଛି ଲୋକଙ୍କ ନଖ ଉପରେ କଳା ରଙ୍ଗର ଚିହ୍ନ ବି ହୋଇଥାଏ। ଯଦି ଆପଣଙ୍କର ନଖରେ ଏପରି ଚିହ୍ନ ଅଛି ତ ତାକୁ ଅଣଦେଖା କରନ୍ତୁ ନାହିଁ। ଏହି ପ୍ରକାରର ଚିହ୍ନ ଆପଣଙ୍କର ବ୍ୟକ୍ତିତ୍ୱ, ଚରିତ୍ର ଏବଂ ସ୍ୱଭାବ ବିଷୟରେ ବହୁତ କିଛି କହିଥାଏ। ତ ଆସନ୍ତୁ ଜାଣିବା।

ସୌଭାଗ୍ୟଶାଳୀ ହେବାର ଚିହ୍ନ:

ଯଦି ଆପଣଙ୍କର ନଖରେ ବି କିଛି ଏହି ପ୍ରକାରର ଚିହ୍ନ ଅଛି ତାହେଲେ ଆପଣ ସୌଭାଗ୍ୟଶାଳୀ ହେବାର ପ୍ରତୀକ ଅଟେ। ନଖ ଉପରେ ଧଳା ରଙ୍ଗର ଚିହ୍ନର ସହାୟତାରେ ବ୍ୟକ୍ତିତ୍ୱ ବିଷୟରେ ଜାଣିବାର ବିଧିକୁ ୱନିକମନସିଂ କୁହାଯାଏ। ଏହି ବିଧିର ନଖର ଆକାର, ରଙ୍ଗ ତାହା ଉପରେ ଥିବା ଚିହ୍ନର ସହାୟତାରେ ବ୍ୟକ୍ତି ବିଷୟରେ କେତେ କଥା ଜାଣି ହେବ। ଏବେ ଆସନ୍ତୁ ଜାଣିବା କେଉଁ ଆଙ୍ଗୁଠିର ଧଳା ଚିହ୍ନ ଥିଲେ ଆପଣଙ୍କର ବିଷୟରେ କଣ କହିଥାଏ। ଯଦି ଆପଣଙ୍କର ତର୍ଜନି ଆଙ୍ଗୁଳିର ନଖରେ ଧଳା ରଙ୍ଗର ଚିହ୍ନ ଦେଖାଯାଏ ତ ଏହାର ଅର୍ଥ ହେଲା ଆପଣଙ୍କର ଜୀବନରେ ନୁଆ ସାଙ୍ଗ କିମ୍ବା ନୁଆ ସାଥୀ ଆସିବାର ଅଛି।

କିନ୍ତୁ ଯଦି ଏହି ଧଳା ରଙ୍ଗର ଚିହ୍ନ ଆପଣଙ୍କର ମଧ୍ୟମ ଆଙ୍ଗୁଳିର ନଖରେ ଦେଖାଯାଏ ତ ଏହାର ଅର୍ଥ ହେଲା କେହି ଜଣେ ନିଜର ଲୋକ ଆପଣଙ୍କର ଶତୃ ବନି ପାରେ।

କିନ୍ତୁ ଯଦି ଅନାମିକା ଆଙ୍ଗୁଳିର ନଖରେ ଧଳା ଚିହ୍ନ ଦେଖାଯାଏ ତ ଆପଣ ବହୁତ ଭାଗ୍ୟଶାଳୀ ଅଟନ୍ତି। ଆଉ ଆପଣଙ୍କର ଜୀବନରେ ଭଲ ପାଇବା ଏବଂ ଖୁବ ଟଙ୍କା ଆସିବାର ଯୋଗ ଅଛି।

ଯଦି ଏହି ଧଳା ଚିହ୍ନ ସବୁଠୁ ଛୋଟ ଆଙ୍ଗୁଠି ବା କନିଷ୍ଠ ଆଙ୍ଗୁଠିରେ ଦେଖାଯାଏ ତ ଏହାର ଅର୍ଥ ହେଲା ଆପଣ କୁଆଡେ ବାହାରକୁ ବୁଲିବାକୁ ଯାଇ ପାରନ୍ତି।

ଯଦି ଆପଣଙ୍କର ହାତର ନଖ ନୀଳରୁ ଧଳା ହେଉଛି ତ ଏହି ଚିହ୍ନ ଏହା କହିଥାଏ କି ଯେଉଁ ପର୍ଯ୍ୟନ୍ତ ଏହି ଚିହ୍ନ ପୁରା ଭାବେ ଧଳା ହେବ ସେ ପର୍ଯ୍ୟନ୍ତ ଆପଣଙ୍କର ହାତରେ କୌଣସି ସରପ୍ରାଇଜ ଗିପ୍ଟ ନିଶ୍ଚୟ ଆସିବ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *