ଜଗତସିଂ ପୁର ଜିଲ୍ଲା ଏକ ବିଚିତ୍ର ଜିଲ୍ଲା। ଏହି ଜିଲ୍ଲାରେ ଜଗତ ଜନନୀ ମା ସାରଳା ଅଛନ୍ତି। ଆମେ କହୁଛୁ ଯାହା ସୁରମଣ୍ଡଳରେ ପ୍ରଥମରେ ସାରଳା ମଣ୍ଡଳ ଦ୍ୱିତୀୟରେ ଭଗବତୀ ଆଳ।ଜୁମର ସୋଇନ୍ତାରେ ମାଳିକାରେ ଲେଖା ଅଛି ପ୍ରଥମରେ ସାରଳା ମଣ୍ଡଳ ଦ୍ୱିତୀୟରେ ଭଗବତୀ ଆଳ। ଅମର ଜୁମର ସୋଇନ୍ତା ନାମକ ଗ୍ରନ୍ଥ ବୁଝିବା ବହୁତ କଷ୍ଟକର। କିନ୍ତୁ ଯେତେକ ଶବ୍ଦ ଅର୍ଥ ତା ଦେହରେ ଦିଆଯାଇଛି ତା ଦେହରୁ କିଛି କିଛି ଜଣାପଡେ ଯେ ଯେଉଁ ଶବ୍ଦ ଗୁଡ଼ିକ ବାରି ହୋଇଯାଏ ସାରଳା ମଣ୍ଡଳ ହେଉଛି ପ୍ରଥମ।
ଓଡ଼ିଶାରେ ଯେତେ ମଣ୍ଡଳ ସୁର ମଣ୍ଡଳ ଭିତରେ ସାରଳା ମଣ୍ଡଳ ପ୍ରଥମ। ଜଗତସିଂ ପୁର ଜିଲ୍ଲାରେ ବିରାଜିତ। ଏଇଟା ହେଉଛି ଗୋଟେ କଥା। କିନ୍ତୁ ସାରଳାଯେ ଖାଲି ଜଗତସିଂ ପୁର ଜିଲ୍ଲାରେ ନୁହଁ ସମଗ୍ର ଭାରତ ବର୍ଷରେ ପୃଥିବୀରେ ସମଗ୍ର ଓଡିଶା ବାସୀଙ୍କର ମା ସିଏ। କିନ୍ତୁ ଜିଲ୍ଲା ଭିତରେ ଗୋଟେ ଥିବାରୁ ସେ ଜିଲ୍ଲା ସ୍ତରରେ ମାଙ୍କର ମୂଳ ପୀଠ ବୋଲି କୁହା ଯାଉଛି। ତେଣୁ ସାରଳା ହେଉଛନ୍ତି ଜଗତ ଜନନୀ, ଜଗତ ମାତା, ଜଗତ ହର୍ତା କର୍ତା। ତେଣୁ ମା ସାରଳା ଜଗତସିଂ ପୁର ଜିଲ୍ଲା ଠୁ ନେଇ ପାରାଦୀପ ପର୍ଯ୍ୟନ୍ତ ଅବସ୍ଥିତ। ପାରାଦୀପ ଯେଉଁ ଦୀପ ଯେଉଁଠି ଜମ୍ବୁ ଆଜ୍ଞ ଦରିଆ ରାମ ଚଣ୍ଡୀ। ଯେଉଁଠି ପାରାଦୀପରେ ବତୀ ଘର ଅଛି।
ତେଣୁ କଥା ହେଉଛି ପାରାଦିପ ଯାହା ଏଭଳି ଏକ ସ୍ଥାନ ଯେଉଁଠିକି ପ୍ରତ୍ୟକ୍ଷ ପରୋକ୍ଷରେ ବହୁ ସେଠାରେ ଜମ୍ବୁ ଦୀପ। ଯେଉଁଠି ଆମର ଭାରତ ବର୍ଷରେ ଜମ୍ବୁ ଦୀପ। ଜମ୍ବୁ ଦୀପରେ ଆଗମନରେ ପାରାଦୀପ ହୋଇଛି। ପାରାଦୀପକୁ ହିଁ ଜମ୍ବୁ ଦୀପ ବୋଲି କୁହାଯାଏ। ଆଉ ସେ ଦୀପ ଗୋଟିଏ ଦୀପରୁ ଦୀପକୁ ଅନ୍ୟ ନଦୀକୁ ପାରି ହେବା ପରେ ପାରିକୁଦ ପାରାଦୀପି। ପରାସର ଋଷି ପୂର୍ବେ ହେଉଥିଲେ ପାରି। ପାରାଦୀପ ନାମ ହୋଇଲା ତାହାରି। ଋଷି ପରାସର ପୂର୍ବେ ସେଇ ପଟେ ପାରି ହୋଇଥିବାରୁ ତା ନାମ ହେଲା ପାରାଦିପି। ଏବଂ ସେଠୀ ପରାସର ଆଦି ବହୁ ଋଷି ସେହି ସ୍ଥାନରେ ତପସ୍ୟା ଆଳତ ହେଉଥିଲେ।
ଆଜିକାଲି ପାରାଦୀପିରେ ଯାହା ସବୁ ଦେଖୁଛନ୍ତି ଯାହା ଅଧିକ ବଦଳୁଛି। କିନ୍ତୁ ବହୁ କାଳରୁ ପାରାଦୀପରେ ବେପାର ବାଣିଜ୍ୟ କାର୍ଯ୍ୟକାରି ଥିଲା ବହୁତ କିଛି ଥିଲା କିନ୍ତୁ ପାରାଦୀପରେ ଗୋଟେ କପିଳ ମୁନିଙ୍କର ଆଶ୍ରମ ଥିଲା। ସେଥିରେ ଗୋଟେ ଅମାଣିଆ କ୍ଷେତ୍ର ଅଛି ଆମୁଳା ଦେଉ ମଧ୍ୟ ଅଛି ବୋଲି ପ୍ରମାଣ ରହିଛି। ପାରାଦୀପରେ ସିଧ୍ୟ ପୀଠ ମାନଙ୍କରେ କୁବେର ବଟ ଯାହା ମହାନ ବଟ ଅଛି ପାରାଦୀପ ନିକଟରେ ଅଛି। ଯେଉଁଠି କୁବେର ବଟ ରାଜୀବଲୋଚନ ଦାସ ପଞ୍ଚସଖା ଯୁଗ ବହୁତ ପରେ ରାଜୀବଲୋଚନ ହିଁ ସେହି ସ୍ଥାନକୁ ସାଧନା ସିଦ୍ଧ ପୀଠ ଭାବରେ ମାନିନେଇଥିଲେ।
ସେ ଉଦୟ ମଠ ସମ୍ପର୍କରେ ମହାପୁରୁଷ ଅଚ୍ୟୁତ ଲେଖିଛନ୍ତି ଉଦୟ ବଟର ପାରି ସେ ନିଳା ଉଦୟ ହେବ ଅନାହାର ନାତ ସେ ତ୍ରିପୁର କମ୍ପିବ। ପାରାଦୀପ କୁଜଙ୍ଗ ମହାପୁରୁଷ ଅତୀତରେ ଲେଖିଛନ୍ତି କେବେ ହେବ କେବେ ହୋଇଛି ସେ ଅଲଗା କଥା। କିନ୍ତୁ କୁଜଙ୍ଗ ଅଞ୍ଚଳ ପାଣିରେ ବୁଡିବ ନୁପ ସିଂହାସନ ଯିବ ଶିବ କଳ୍ପ ଅନୁଯାୟୀ। ପାରାଦୀପ ଠାରେ ଆମର ସମାଦି ସେହିକାଳେ। ପାରାଦୀପରେ ପୁର୍ବରୁ ମହାପୁରୁଷ ରହୁଥିଲେ ଅଚୁତାନନ୍ଦ। କୁଜଙ୍ଗରେ ବା ଅନ୍ତର୍ଗତ ଉଦୟ ବଟରେ ମଧ୍ୟ ରହୁଥିଲେ ଅଚୁତାନନ୍ଦ। ତାଙ୍କର ଗୋଟେ ଗୁପ୍ତ କ୍ଷେତ୍ର ଅଛି ଯାହା ବହୁକାଳ ଫୁଟିବ।
ଉଦୟ ମଠ ତାହାର ମହିମା ବହୁତ ଅଛି। ପାରିଦୀପରେ ସେହି ତ୍ରିକୋଣ ଭୂମିରେ ବହୁ ଦେବା ଦେବୀଙ୍କର ସ୍ଥାନ ଅଛି। ସେଠାରେ ମା ସାରଳାଙ୍କର ଶକ୍ତି ସେଠୀ ଅଛି,ଶିବ ଶକ୍ତି ମଧ୍ୟ ଅଛି,ବ୍ରହ୍ମ ଶକ୍ତି ମଧ୍ୟ ଅଛି ଏବଂ ଅନ୍ୟାନ୍ୟ ବହୁ ଧର୍ମର ସମାନତାର ମଧ୍ୟ ପାରାଦୀପ ଥରେ ଘଟିଛି। ପାରାଦୀପ ଏକ ସମାନତା କ୍ଷେତ୍ର। ଐତିହାସିକ ଦୃଷ୍ଟିରୁ ପାରାଦୀପ ମଧ୍ୟ ସମୃଦ୍ଧିଶିଳ ଏବଂ ବିଭିନ୍ନ ଜ୍ଞାନ ବିଜ୍ଞାନ ଦୃଷ୍ଟିରୁ ମଧ୍ୟ ସ୍ୱତନ୍ତ୍ରତା ମାନ ରହିଛି। ମହାପୁରୁଷ ଅରକ୍ଷିତ ଦାସ ମହୀମଣ୍ଡଳର ଲେଖକ ସେ ପାରାଦୀପକୁ ଆଗମନ କରିଛନ୍ତି ତାଙ୍କ ସମୟରେ। ଏତେ ଆଗମନ କରିଥିଲେ ସେ ଖାଇ ନଥିଲେ। ସେ ଖାଇବାକୁ ପାଇ ନଥିଲେ ଅରକ୍ଷିତ ଦାସ ମହାପୁରୁଷ।
ତାଙ୍କ ଭାଷାରେ ସେ ଲେଖିଲେ ଆରେ ମନ କେବେ ତୁ ନକର ଗରୁଡ଼ ଯେବେ ତୁ ପାରାଦୀପ ଯିବୁ ଦେଖିବୁ ନିଶ୍ଚୟ ହାରିବୁ ମାନେ କଣ ହାରିବୁ କଣ ଜିତିବୁ ସେ ତାଙ୍କ ତତ୍ତ୍ୱ ଦର୍ଶନରେ କହିଗଲେ। ଅରକ୍ଷିତ ଦାସ ମହା ପୁରୁଷ ପାରାଦୀପକୁ ଯାଇଥିଲେ କିନ୍ତୁ କୁଜମିଆରେ ବି ଦର୍ଶନ କରିଥିଲେ କୁଜଙ୍ଗରେ କିନ୍ତୁ ପାରାଦୀପକୁ ଯାଇଥିଲେ ସେସବୁ କଥା ତାଙ୍କର ଅଛି। ମହା ପୁରୁଷ ଅଚୁତା ନନ୍ଦ ପଞ୍ଚ ସଖା ମାନେ ଏ ପାରାଦୀପ ସମ୍ପର୍କରେ ବହୁ ବିଧି ମାଳିକା ରହିଛି। ମହା ପୁରୁଷ ଅଚ୍ୟୁତ ନନ୍ଦ ନିଜେ ଯେତେବେଳେ ସାଧନା ରତ ଥିଲେ ଉଦୟ ମଠରେ ସାଧନା କରୁଥିବା ସମୟରେ ମା ତାଙ୍କୁ ମା ସ୍ୱୟଂ ପ୍ରଭୁଙ୍କ ପାଖରେ ପାର୍ଥେଇଲେ ମୁଁ ଏତେ ଆଡେ ଧାମେଇଲି କିନ୍ତୁ ମତେ କେଉଁ ସ୍ଥାନ ଦେବୁ।
ତାଙ୍କୁ ସେ ପଦ ବର୍ଣ୍ଣ ସେ ହେମାଳ ସେ ସ୍ଥାନ ଦେବେ ବୋଲି କହିଲେ। ଉଦୟ ବଟରୁ ମା ରାମଜ ଅଛନ୍ତି ମା ଆମର ଯେଉଁ ଜଗତସିଂ ପୁର ଜିଲ୍ଲାର ଅନ୍ତରଗତ ଆମର ଗଲା ବେଳକୁ ପଡ଼ିଯାଏ ପାରାଦୀପ ନିକଟରେ ପଡ଼ନ୍ତି ମା ରାମଚଣ୍ଡୀ କହନ୍ତି। ସେ ମା ଅଛନ୍ତି ସେ ମାଙ୍କ କୃପାରୁ ଶୂନ୍ୟରୁ ଉଡି ଆସି ନିମାଳୟରେ ପହଁଚିଲେ ଅଚ୍ୟୁତା ନନ୍ଦ।କୁବେର ମଠରୁ ସେ ଶୂନ୍ୟରେ ଉଡି ଆସି ମା ତାଙ୍କୁ ଶୂନ୍ୟରେ ନେଇ ଆସିଲେ କହିଲେ ଏଇଠି ତମେ ତପସ୍ୟା କର।
ଏମିତି ବହୁତ କଥା ଅଛି।ସେ ଦୃଷ୍ଟିରୁ ପାରାଦୀପରେ ଅନ୍ୟାନ୍ୟ ବାଣିଜ୍ୟ ଠାରୁ ଆରମ୍ଭ କରି ବିଦ୍ୟା ବୈସଇକ କଳା ଏବଂ ପାରାଦୀପରେ ବହୁମୁଖି ଚିନ୍ତନ ଅଛି। ଧର୍ମରେ ସାମିଳିତ, କବି ବୁଦ୍ଧି ଯିବି, ଚିନ୍ତା ସିଳ ବ୍ୟକ୍ତି ଏବଂ ଜ୍ଞାନ ବିଜ୍ଞାନ ବହୁତ କଥା ପାରାଦୀପ ଠାରେ ଘଟିଛି। ତେବେ ମୋଟା ମୋଟୀ ଭାବେ ଜମ୍ବୁଦୀପ ଅନ୍ତର୍ଗତ ପାରାଦୀପ ସେଠାରେ ସମୁଦ୍ର ନିକଟବର୍ତି ଜମ୍ବୁଦୀପ ଆରମ୍ଭ।ଆଧ୍ୟାତ୍ମିକ କଥା ରହିଛି।