ଜଣେ ବ୍ୟକ୍ତି ନିଜ ବସଙ୍କୁ ମା-ରିବା ପାଇଁ କରୋନା ଭାଇରସର ସାହାଯ୍ୟ ନେଇଥିଲେ ଏବଂ ଏହି ଭାଇରସ ମାଧ୍ୟମରେ ନିଜ ବସଙ୍କୁ ମା-ରିବା ପାଇଁ ଯୋ-ଜନା କରିଥିଲେ। କିନ୍ତୁ ସେ ତାଙ୍କ ଯୋ-ଜନାରେ ସଫଳ ହୋଇ ପାରିନଥିଲେ। ଏହି ଅଜବପ୍ରକାର ଘ-ଟଣା ତୁର୍କୀ ଦେଶର ଅଟେ। ସାଉଥ ତୁର୍କୀ ଅଦାନାର ଜଣେ କର୍ମଚାରୀ ବସଙ୍କୁ ଜୀ-ବନରୁ ମା-ରିବା ପାଇଁ ତାଙ୍କ ଡ୍ରିଙ୍କରେ କୋରୋନା ଭାଇରସ ମିଶାଇ ଦେଇଥିଲେ। ଏହି କର୍ମଚାରୀଙ୍କୁ ଲାଗିଥିଲା କି ଏହି ଡ୍ରିଙ୍କ ପିଇବା ଦ୍ବାରା ତାଙ୍କ ବସଙ୍କର କୋରୋନା ଭାଇରସରେ ମୃ-ତ୍ୟୁ ହୋଇଯିବ। କିନ୍ତୁ ବସଙ୍କର ଭାଗ୍ୟ ଭଲ ଥିଲା ଏବଂ ସେ ବଞ୍ଚିଗଲେ। ସେହି ବସ ବର୍ତ୍ତମାନ ପୋ-ଲି-ସରେ ନିଜ କର୍ମଚାରୀଙ୍କ ବି-ରୁ-ଦ୍ଧରେ ଅଭି-ଯୋଗ ଜମା କରିଛନ୍ତି ଏବଂ ନିଜ ପରିବାର ପାଇଁ ସୁ-ରକ୍ଷା ମଧ୍ୟ ମାଗିଛନ୍ତି।
ଅଦାନା ସିଟିର ଜଣେ କାର ଡିଲର ଇବ୍ରାହିମ ଉନବର୍ଦୀ ପୋ-ଲି-ସଙ୍କୁ କହିଥିଲେ କି ତାଙ୍କର ଜଣେ କର୍ମଚାରୀ ତାଙ୍କୁ ମା-ରିବା ପାଇଁ ଚେଷ୍ଟା କରିଥିଲେ। ଇବ୍ରାହିମ ଉନବର୍ଦୀଙ୍କ ଦ୍ଵାରା ଜମା କରାଯାଇଥିବା ଅଭିଯୋଗ ଅନୁସାରେ ଆ-ରୋ-ପୀ କର୍ମଚାରୀ ଘ-ଟଣା ସମୟରେ ସେଠାରେ ରଖା ଯାଇଥିବା ଟଙ୍କା ମଧ୍ୟ ନେଇ ଯାଇଥିଲେ। ଆ-ରୋ-ପୀ କର୍ମଚାରୀ ଜଣେ କୋରୋନା ସଂକ୍ରମିତ ରୋଗୀଙ୍କୁ ଖୋଜିଥିଲେ ପୁଣି ତାଙ୍କୁ କିଛି ଟଙ୍କା ଦେଇ ତାଙ୍କ ଲାଳ କିଣିଥିଲେ। ପୁଣି ବସଙ୍କ ଡ୍ରିଙ୍କରେ ଏହାକୁ ମିଶାଇ ତାଙ୍କୁ ପିଇବା ପାଇଁ ଦେଇଥିଲେ।
ଇବ୍ରାହିମ ନିଜ ଅଭିଯୋଗରେ କହିଛନ୍ତି କି ଏବେଏବେ ସେ ଏକ କାର ୨ଲକ୍ଷ ୧୫ହଜାର ଲୀରା କିମ୍ବା ପାଖାପାଖି ୨୨ଲକ୍ଷ ଟଙ୍କାରେ ବିକିଥିଲେ। ଏଥିରୁ ମିଳିଥିବା ଟଙ୍କା ଅଫିସରେ ରଖିଥିଲେ। ଯେଉଁ ଆଲମାରୀରେ ଏହି ଟଙ୍କା ରଖିଥିଲେ ତାର ଚାବି ନିଜ କର୍ମଚାରୀଙ୍କୁ ଦେଇଥିଲେ। କିନ୍ତୁ ସେ ପୂରା ଟଙ୍କା ନେଇ ଫେ-ରା-ର ହୋଇଯାଇଥିଲେ। ଯେତେବେଳେ ଇବ୍ରାହିମ ତାଙ୍କ ଟଙ୍କା ମାଗିବା ପାଇଁ ଫୋନ କରିଥିଲେ ତ ସେ ଟଙ୍କା ଦେବାପାଇଁ ମନା କରିଦେଇଥିଲେ। ଇବ୍ରାହିମଙ୍କ ଅନୁସାରେ ଫୋନରେ ସେ ଧମକ ଏବଂ ତାଙ୍କୁ ମା-ରିବା ପାଇଁ ଷଡ଼-ଯନ୍ତ୍ର ବିଷୟରେ କହିଥିଲେ।
ଇବ୍ରାହିମ ଉନବର୍ଦୀଙ୍କ ଅନୁସାରେ ତାଙ୍କ କର୍ମଚାରୀ କହିଥିଲେ କି ତାଙ୍କର ବହୁତ କରଜ ଅଛି। ଏଥିପାଇଁ ସେ ଟଙ୍କା ଦେବେ ନାହିଁ। ଏହାପରେ ଇବ୍ରାହିମ ପୋ-ଲିସ ପାଖକୁ ଯାଇ ଅଭି-ଯୋଗ କରିବା ଠିକ ହେବ ବୋଲି ଭାବିଥିଲେ। ଏହା ମଧ୍ୟରେ ଇବ୍ରାହିମଙ୍କୁ ତାଙ୍କର ଜଣେ ଅନ୍ୟ ଷ୍ଟାଫଙ୍କ ମାଧ୍ୟମରେ ଜଣା ପଡିଥିଲା କି ଆ-ରୋ-ପୀ କୋରୋନା ଭାଇରସର ବ୍ୟବସ୍ଥା କରିବା ପାଇଁ କୋରୋନା ପି-ଡିତ ରୋଗୀଙ୍କ ଠାରୁ ତାଙ୍କ ଲାଳ ହାସଲ କରିଥିଲେ। ତାଙ୍କୁ ୫୦୦ଲୀରା କିମ୍ବା ପାଖାପାଖି ପାଞ୍ଚ ହଜାର ଟଙ୍କା ଦେଇଥିଲେ।
ଇବ୍ରାହିମ ଉନବର୍ଦୀଙ୍କ ଅନୁସାରେ ଭଗବାନଙ୍କ କୃପାରୁ ସେ ରୋଗରେ ପଡ଼ିନଥିଲେ। କିନ୍ତୁ, କେହି କାହାକୁ ଜୀ-ବନରୁ ମା-ରିବା ପାଇଁ ଏମିତି ସ୍ତର ପର୍ଯ୍ୟନ୍ତ ଯାଇପାରେ ଏ ବିଷୟରେ ସେ କେବେବି ଚିନ୍ତା କରି ପାରି ନଥିଲେ। ଇବ୍ରାହିମ ଉନବର୍ଦୀଙ୍କ ଅନୁସାରେ ଆ-ରୋ-ପୀ ତାଙ୍କୁ ଧ-ମକ ଦେଇଥିଲେ କି ଆଗକୁ କୋରୋନା ଭାଇରସରେ ନୁହେଁ ବରଂ ଆପଣଙ୍କୁ ଗୁ-ଳି ମାରି-ଦେବି। ବର୍ତମାନ ପିଡିତ ବସ ପୋ-ଲି-ସଙ୍କ ଠାରୁ ନିଜ ପରିବାରର ସୁର-କ୍ଷା-ପାଇଁ ସାହାଯ୍ୟ ମଧ୍ୟ ମାଗିଛନ୍ତି। ପୋ-ଲି-ସ ଆ-ରୋ-ପୀ କର୍ମଚାରୀଙ୍କ ବିରୁ-ଦ୍ଧରେ ହ-ତ୍ୟା କରିବାକୁ ଚେଷ୍ଟା କରିବା ସମେତ ଅନେକ ଧାରାରେ କେସକୁ ଜମା କରିଛନ୍ତି। ହେଲେ ଆ-ରୋ-ପୀ ଏ ପର୍ଯ୍ୟନ୍ତ ନି-ଖୋ-ଜ ଅଛନ୍ତି ଏବଂ ପୋ-ଲି-ସ ତାଙ୍କୁ ଧ-ରି-ବା ପାଇଁ ଚେଷ୍ଟାରେ ଲାଗିଛନ୍ତି।
ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।