ଭୁବନେଶ୍ୱର ସ୍ଥିତ ରମାଦେବୀ କଲେଜ ଛାତ୍ରୀ ଝରା-ଫୁଲ ମୃ-ତ୍ୟୁ ମା-ମ-ଲାରେ ଝରା-ଫୁଲଙ୍କର ସ୍ୱା-ଭା-ବିକ ମୃ-ତୁ ହୋଇନାହିଁ | ଝରା-ଫୁଲଙ୍କ ର-ହ-ସ୍ୟ-ମ-ୟ ମୃ-ତ୍ୟୁ ଦିନକୁ ଦିନ ଅ-ଡୁ-ଆ ସୂତାରେ ଛନ୍ଦି ହୋଇ ଚାଲିଛି | ମୃ-ତୁ-ର ୨ ସପ୍ତାହ ବିତି ଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ସ୍ପ-ଷ୍ଟ ଚିତ୍ର ସାମ୍ନାକୁ ଆସିନାହିଁ | ଏଥି ସହିତ ଝରା-ଫୁଲ ମୃ-ତୁ ମା-ମ-ଲା ସ୍ୱା-ଭା-ବିକ କି ହ-ତ୍ୟା ତାହା ମଧ୍ୟ ଯାଜପୁର ପୋ-ଲି-ସ କୌଣସି ଉତର ରଖି ନାହିଁ | ବର୍ତ୍ତମାନ ପୋ-ଲି-ସ ଭି-ସେ-ରା ରି-ପୋ-ର୍ଟ କୁ ଅପେକ୍ଷା କରିଛି |
ଝରା-ଫୁଲଙ୍କ ପ୍ରେମିକ ରା-କେ-ଶ ସ୍ୱାଇଁ ଆରମ୍ଭରୁ ହିଁ ପ୍ର-ମା-ଣ ଲୁଚେ-ଇବାକୁ ବହୁତ ଚେଷ୍ଟା କରିଛି | ପ୍ରଥମେ ସ୍କୁଟିରେ ନେଇ ସୁଦୂର ୯୦ କିଲୋମିଟର ଯାଜପୁରରେ ଝରା-ଫୁଲଙ୍କୁ ରାସ୍ତା କଡରେ ଫି-ଙ୍ଗି-ଲେ ଏବଂ ସେଥିରେ ବାଟରେ ଝରା-ଫୁଲଙ୍କ ମୋବାଇଲ ମଧ୍ୟ ଅଧା ରାସ୍ତାରେ ଫୋ-ପାଡ଼ି ଦେଲେ | ଫିଙ୍ଗିଲା ପରେ ନିଜ ସ୍କୁଟି କୁ ଏକ ଜାଗାରେ ଲୁ-ଚେଇ ରଖିବା ସହିତ ଝରା-ଫୁଲଙ୍କ ଏକ ଡ୍ରେସ ମଧ୍ୟ ସେଠାରେ ଲୁ-ଚେଇ ରଖିଥିଲେ | ରାକେଶ ଏହା ମଧ୍ୟ ମାନିଛନ୍ତି ଝରା-ଫୁଲ ଦେହ ଖରାପ ଥିବାରୁ ସେ ତାଙ୍କୁ ମୟୁରଭଞ୍ଜ ଯଶିପୁରସ୍ଥିତ ଘରକୁ ନେଉଥିବା କଥା ପୋ-ଲି-ସ ଆଗରେ କହିଛନ୍ତି |
ସେପଟେରେ ହ-ତ୍ୟା ସନ୍ଦେ-ହେରେ ତ-ଦ-ନ୍ତ କରୁଥିବା ପୋ-ଲି-ସ ରାକେଶ ସ୍ୱାଇଁ ମୋବାଇଲ ଯା-ଞ୍ଚ କରି ସେଥିରୁ କିଛି ଆଖି ଦୃଶିଆ ପ୍ର-ମା-ଣ ପାଇନାହିଁ | ସେହି ଫୋନରେ କେତେକ ଝିଅଙ୍କ ଫୋଟୋ ଓ କିଛି ଭିଡିଓ ଥିଲା ଆଉ ସମସ୍ତ ଜିନିଷ ରାକେଶ ଡିଲିଟ କରିଦେଇଛି ଯାହା ପୋ-ଲି-ସ-ର ସନ୍ଦେ-ହେୟ ହ-ତ୍ୟା ଦୃ-ଷ୍ଟିରୁ ଅଧିକ ବଢି ଯାଇଛି |
କୁଆଡେ ଗଲେ ରାକେଶଙ୍କ ସହଯୋଗୀ ଶେଖର ?
ଶେଖର ସେହି ବ୍ୟକ୍ତି ଅଟେ ଯିଏ ଝରା-ଫୁଲାକୁ ସ୍କୁଟିରେ ଯାଜପୁରକୁ ନେଇ ଫିଙ୍ଗି-ବାରେ ରାକେଶ ର ସହାୟତା କରିଥିଲେ | ରାକେଶ ଓ ଶେଖର ବନ୍ଧୁ ଅଟନ୍ତି ଝରାଫୁଲଙ୍କୁ ଯାଜପୁରରେ ରାସ୍ତା କଡରେ ଫିଙ୍ଗିଲା ପରେ ଦୁହେଁ ଏକ ବାଲି ଗଦା ପାଖରେ ସ୍କୁଟିକୁ ଲୁ-ଚେଇ ଦେଇଥିଲେ | ଏହା ପରେ ଦୁହେଁ ଅଲଗା ହୋଇଯାଇଥିଲେ ଏହାପରେ ରାକେଶ ବାଲିଅନ୍ତା ସ୍ଥିତ ନିଜ ପିଉସୀ ଘରକୁ ଚାଲି ଯାଇଥିଲେ ଏବଂ ସେହି ରାତିରେ ସେ ଶେଖର ସହ ଫୋନ ରେ କଥା ହେଇଥିଲେ | ଫୋନ ରେ ଶେଖରଙ୍କୁ ପ୍ରତି-ଶୁତି ଦେଇଥିଲେ ପୋ-ଲି-ସ ଆଗରେ ତାଙ୍କର କୌଣସି ନାମ ସେ ନେବେ ନାହିଁ | କାରଣ ମିଡିଆରେ ଖବର ପ୍ରସାରଣ ହେବା ପରେ ଶେଖର ବହୁତ ଡ-ରି ଯାଇଥିଲେ | ଏବଂ ରାକେଶ ଶେଖର କୁ କେଉଁଆଡେ ଅଣ୍ଡର-ଗ୍ରାଉଣ୍ଡ ହେଇଜିବାକୁ ମଧ୍ୟ କହିଥିଲେ |
ଏହାପରେ ଶେଖର ସହ ରାକେଶ ଆଉ କଥା ହୋଇନାହିଁ | ଯଦି ସହଯୋଗୀ ଶେଖରର ପ-ତା ମିଳି ପାରନ୍ତା ହୁଏତ ଏହି ମା-ମ-ଲା-ର ଆହୁରି ପର୍ଦା-ଫାଶ ହୋଇ ପାରନ୍ତା କାରଣ ରାକେଶ ମା-ମ-ଲା ବଦଳେଇବାକୁ ପୋ-ଲି-ସ-କୁ ଗୁଡ଼ାଇ ମିଛ ଗପ ଶୁଣାଇ ବି-ଭ୍ରା-ନ୍ତ କରୁଛି |
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ