କୈାଣସି ବି ବାହାଘରକୁ ବର୍ଷ-ବର୍ଷ ସଠିକ ଭାବରେ ରଖିବା ପାଇଁ ଦୁଇ ପାର୍ଟନରଙ୍କର ବିଶ୍ଵସ୍ତ ହେବା ନିହାତି ଆବଶ୍ୟକ ହୋଇଥାଏ। ଯଦି କେହିବି ଆପଣଙ୍କ ଜୀବନ ସାଥୀଙ୍କ ସହିତ ପ୍ରତାରଣା କରେ ତାହେଲେ ବାହାଘର ଭାଙ୍ଗିବା ପାଇଁ ବେଶି ସମୟ ଲାଗିନଥାଏ। ବର୍ତମାନ ଉତ୍ତରପ୍ରଦେଶର ମୈନପୁରୀ ଜିଲ୍ଲାର କସ୍ବା ଭୋଗାମ୍ବର ଏହି ଘଟ-ଣା ହିଁ ଦେଖି ନିଅନ୍ତୁ। ଏଠାରେ ଜଣେ ସ୍ବାମୀ ନିଜ ସ୍ତ୍ରୀଙ୍କୁ ତାଙ୍କ ପ୍ରେମୀଙ୍କ ସହିତ ଆ-ପ-ତିଜନକ ଅବସ୍ଥାରେ ଦେଖି ନେଇଥିଲେ। ପୁଣି ଯାହା ହୋଇଥିଲା ତାହା କୈାଣସି ସ୍ତ୍ରୀ ଚାହିଁବେ ନାହିଁ।
ଖ-ବର ମୁତାବକ ଭୋଗାମ୍ବ ଥା-ନା କ୍ଷେତ୍ରରେ ଗୋଟିଏ ସ୍ବାମୀ-ସ୍ତ୍ରୀ ଯୋଡ଼ି ରହୁଛନ୍ତି। ଏଠାରେ ସ୍ତ୍ରୀଙ୍କର କୈାଣସି ଅଜଣା ଯୁବକଙ୍କ ସହିତ ପ୍ରେମ ସମ୍ପର୍କ ଚାଲୁ ରହିଛି। ଗତ ଶନିବାର ଦିନ ଯେତେବେଳେ ସ୍ବାମୀ ଚାକିରୀରୁ ଘରକୁ ଖାଦ୍ୟ ଖାଇବାପାଇଁ ଫେରିଛନ୍ତି ତ ତାଙ୍କ ସ୍ତ୍ରୀ ଘରେ ନଥିଲେ। ତାଙ୍କର ସ୍ତ୍ରୀଙ୍କ ଉପରେ ସ-ନ୍ଦେହ ହୋଇଥିଲା। ଯେତେବେଳେ ଆଖପାଖ ପଡୋଶୀମାନଙ୍କୁ ପଚରାଉଚରା କରାଗଲା ତ ଜଣା ପଡିଥିଲା କି ତାଙ୍କ ସ୍ତ୍ରୀ ନିଜ ପ୍ରେମୀଙ୍କ ସହିତ କେଉଁଆଡେ ଯାଇଛନ୍ତି।
ସ୍ବାମୀ ସଙ୍ଗେସଙ୍ଗେ ପ୍ରେମୀଙ୍କ ଘରକୁ ଯାଇଥିଲେ। ଏଠାରେ ଯେମିତି ହିଁ କୋଠରୀର କବାଟ ଖୋଲିଥିଲେ ତ ସେ ତାଙ୍କ ସ୍ତ୍ରୀଙ୍କୁ ଅଜଣା ପୁରୁଷର ବାହୁରେ ଆ-ପତିଜନକ ଅବସ୍ଥାରେ ଦେଖିଥିଲେ। ଏହା ଦେଖିବା ପରେ ସ୍ବାମୀ ସଙ୍ଗେସଙ୍ଗେ କବାଟର ଖିଡିକି ଲଗାଇ ଦେଇଥିଲେ। ସ୍ତ୍ରୀ ପ୍ରେମୀ କୋଠରୀରେ ବନ୍ଦି ହୋଇଗଲେ। ପୁଣି ସ୍ବାମୀ ପୋ-ଲିସଙ୍କୁ ଫୋନ କରି ଡ଼ାକିଥିଲେ। ପୋ-ଲିସ ଆସିବା ମାତ୍ରେ ହିଁ ସେମାନେ ସ୍ତ୍ରୀ ଏବଂ ପ୍ରେମୀଙ୍କୁ କଷ୍ଟୋଡିରେ ନେଇ ଥା-ନା-କୁ ନେଇ ଯାଇଥିଲେ। ବର୍ତମାନ ଦୁଇଜଣଙ୍କର ବୟାନକୁ ନ୍ୟାୟାଳୟରେ ଜମା କରାଯିବ।
ସ୍ବାମୀଙ୍କର ଦାବି ହେଉଛି କି ତାଙ୍କ ଧୋ-କେବାଜ ସ୍ତ୍ରୀ ଏବଂ ପ୍ରେମୀଙ୍କ ଉପରେ କ-ଠୋ-ର କାର୍ଯ୍ୟା-ନୁଷ୍ଠାନ ଗ୍ରହଣ କରାଯାଉ। ପରିଶେଷରେ ପୋ-ଲିସ ଏହି ପୂରା ଘ-ଟ-ଣାର ତ-ଦ-ନ୍ତ କରୁଛନ୍ତି। ସ୍ତ୍ରୀ ଏବଂ ପ୍ରେମୀଙ୍କ ସହିତ ଥା-ନା-ରେ ବହୁତ ସମୟ ପର୍ଯ୍ୟନ୍ତ ପଚ-ରା-ଉ-ଚ-ରା ମଧ୍ୟ କରାଯାଇଥିଲା। ନ୍ୟାୟା-ଳୟରେ ଦୁଇଜଣଙ୍କ ବ-ୟା-ନ ଜମା ହେବା ପରେ ହିଁ ଜଣା ପଡ଼ିବ କି ଏହି କେ-ସ-ର କଣ ନିଷ୍ପତ୍ତି ହେବ।
ଏହାଛଡା ଏହି ପୂରା ଘ-ଟ-ଣା ଉପରେ ଆପଣଙ୍କର କଣ ମତ ରହିଛି? ଏମିତି ସ୍ଥିତିରେ ସ୍ତ୍ରୀ ଏବଂ ତାଙ୍କ ପ୍ରେମୀଙ୍କୁ ଦ-ଣ୍ଡ ଦିଆଯିବ ଉଚିତ କିମ୍ବା ପ୍ରଥମ ଭୁ-ଲ ବୋଲି ଭାବି ତାଙ୍କୁ କ୍ଷମା କରି ଦେବା ଉଚିତ? ଯଦି ଆପଣ ଏମିତି ପରିସ୍ଥିତିରେ ଅଛନ୍ତି ଏବଂ ଆପଣଙ୍କ ପାର୍ଟନର ଆପଣଙ୍କୁ ଧୋ-କା ଦେଉଛନ୍ତି ତାହେଲେ ଆପଣ କ’ଣ କରିବେ? ଆପଣଙ୍କ ଜବାବ ଆମକୁ କମେଣ୍ଟରେ ନିଶ୍ଚିତ ଦିଅନ୍ତୁ।
ଏହାଛଡା ଆମ ଉପଦେଶ ମାନିବେ ତ ଆପଣ ଆପଣଙ୍କ ପାର୍ଟନରଙ୍କୁ ଧୋ-କା ଦେବାର ପ୍ରତିଟି କ୍ଷେତ୍ରରୁ ଦୂରେଇ ରୁହନ୍ତୁ। ଯଦି ଆପଣ ତାଙ୍କ ସହିତ ଖୁସି ନୁହନ୍ତି ତାହେଲେ ପ୍ରଥମେ ତାଙ୍କୁ ଛାଡପତ୍ର ଦିଅନ୍ତୁ, ତାଙ୍କଠାରୁ ଅଲଗା ହୋଇ ଯାଆନ୍ତୁ ତାପରେ ଯାହା ଇଛା କରନ୍ତୁ। କିନ୍ତୁ ଗୋଟିଏ ସଂପର୍କରେ ରହି ଅନ୍ୟ ଏକ ସଂପର୍କ ଗଢିବା ଏବଂ ପାର୍ଟନରଙ୍କୁ ଧୋ-କାରେ ରଖିବା ଭୁଲ କଥା ଅଟେ। ଏମିତିରେ ଆପଣଙ୍କର ନା କେବଳ ସମାଜରେ ବଦନାମ ହୋଇଥାଏ ବରଂ ଅନେକ ହୃଦୟ ମଧ୍ୟ ଏହା ସହିତ ଭାଙ୍ଗି ଯାଇଥାଏ।