ପୋ-ଲିସ କୃଷକଙ୍କ ଠାରୁ ଛଡେଇନେଲେ ଦୁଇଲକ୍ଷ ଦଶ ହଜାର ଟଙ୍କା, CCTVରେ କଏଦ, ଦେଖନ୍ତୁ ଭିଡ଼ିଓ

ମୁଜଫ୍ଫରପୁର (Muzaffarpur)ର ଏକ କୃଷକ ସଦର ଥା-ନା ପୋ-ଲି-ସଙ୍କ ଉପରେ ଦୁଇଲକ୍ଷ ଦଶ ହଜାର ଟଙ୍କା ଛଡାଇ ନେବାର ଆ-ରୋ-ପ ଲଗାଇଛନ୍ତି। ମୋତିପୁରର କୃଷକ ବ୍ରଜକିଶୋର ରାୟ ସଦର ଥା-ନା ପରିସରର ପୋ-ଲିସଙ୍କ ଉପରେ ଏହି ଆ-ରୋପ ଲଗାଇଛନ୍ତି। ବହୁତ ସଂ-ଘର୍ଷ ଏବଂ ଟଣାଓଟରା ପରେ ସଦର ଥାନାରେ ତାଙ୍କର ପ୍ରାଥମିକ ଦରଖାସ୍ତ ଜମା କରାଯାଇଛି। ଘଟଣାର ସିସିଟିଭି ଫୁଟେଜ ମଧ୍ୟ ସାମ୍ନାକୁ ଆସି ଯାଇଛି।

ମୁଜଫ୍ଫରପୁର (Muzaffarpur)ର ଜଣେ କୃଷକ ସଦର ଥା-ନାର ପୋଲି-ସଙ୍କ ଉପରେ ଦୁଇଲକ୍ଷ ଦଶ ହଜାର ଟଙ୍କା ଛଡାଇ ନେବାର ଆ-ରୋପ ଲଗାଇଛନ୍ତି। ମୋତିପୁରର କୃଷକ ବ୍ରଜକିଶୋର ରାୟ ସଦର ଥା-ନା ପରିସରର ପୋ-ଲିସଙ୍କ ଉପରେ ଏହି ଆ-ରୋପ ଲଗାଇଛନ୍ତି। ବହୁତ ସଂଘର୍ଷ ଏବଂ ଟଣାଓଟରା ପରେ ସଦର ଥା-ନାରେ ତାଙ୍କର ପ୍ରାଥମିକ ଦରଖାସ୍ତ ଜମା କରାଇଛନ୍ତି। ଘଟଣାର ସିସିଟିଭି ଫୁଟେଜ ମଧ୍ୟ ସାମ୍ନାକୁ ଆସି ଯାଇଛି। କିନ୍ତୁ ଜିଲ୍ଲାର ପୋ-ଲିସ କ୍ୟାପଟେନ ଜୟନ୍ତକାନ୍ତ ଏବେବି ମାନିବାକୁ ପ୍ରସ୍ତୁତ ନୁହଁନ୍ତି। ପି-ଡି-ତ ଥା-ନା ଆଗରେ ଭିଡ ଲଗାଇ ଯେତେବେଳେ ହଙ୍ଗାମାର ଧ-ମକ ଦେଇଥିଲେ ସେତେବେଳେ ଯାଇ ଏଫ-ଆଇ-ଆର ଜମା କରାଯାଇଥିଲା।

ପି-ଡି-ତ ବ୍ରଜକିଶୋର ରାୟ କହିଛନ୍ତି କି ମଙ୍ଗଳବାର ରାତିରେ ସେ ନିଜର ଜଣେ ବନ୍ଧୁଙ୍କ ସହିତ ମଧୌଲରେ ମଇଁଷି ବିକ୍ରି କରିକି ପିକଅପ ଭ୍ୟାନରେ ମୋତିପୁରକୁ ଫେରୁଥିଲେ। ଭଗବାନପୁର ଗୋଲମ୍ବର ପାଖରେ ବର୍ଦିଧାରୀ ପୋ-ଲି-ସବାଲା ଲାଠି ଦେଖାଇ ଗାଡ଼ିକୁ ଅଟକାଇ ଥିଲେ। ତ-ଲା-ସୀ ବାହାନାରେ ଡ୍ରାଇଭରକୁ ପଚରାଉଚରା କରିଥିଲେ ଏବଂ ମାସ୍କ ପିନ୍ଧିନଥିବାରୁ ପାଟି କରିଥିଲେ। ଗାଡ଼ିରେ ଉପସ୍ଥିତ ବ୍ରଜକିଶୋର ରାୟଙ୍କର ତଲାସୀ କରିଥିଲେ ତ ମଇଁଷି ବିକ୍ରି କରିକି ଆଣିଥିବା ଏକଲକ୍ଷ ଦଶ ହଜାର ଟଙ୍କା ବାହାରିଥିଲା। ଅନ୍ୟ ଜଣେ ବନ୍ଧୁଙ୍କ ପକେଟରୁ ମଧ୍ୟ ଏକଲକ୍ଷ ଟଙ୍କା ବାହାରି ଥିଲା। ପୋଲି-ସ-ବାଲା ଟଙ୍କାର ତର୍ଜମା ବାହାନାରେ ଟଙ୍କାକୁ ଜବତ କରି ନେଇଥିଲେ ଏବଂ ପରେ ଥା-ନା-ରେ ପହଞ୍ଚିବା ପାଇଁ କହିଥିଲେ। ଯେତେବେଳେ ଏହି ଲୋକମାନେ ଥା-ନାରେ ପହଞ୍ଚି ସେହି ପୋ-ଲିସ ବାଲାଙ୍କୁ ଖୋଜିଥିଲେ ତ ସେମାନେ ସେଠାରେ ଉପସ୍ଥିତ ନଥିଲେ। ମୁନିସଙ୍କୁ ଯେତେବେଳେ ଜଣାଇଥିଲେ ତ ସେମାନଙ୍କୁ ବାହାର କରି ଦିଆଯାଇଥିଲା। ଦ୍ଵିତୀୟ ଦିନ ଯେତେବେଳେ କୃଷକ ନିଜ ସମର୍ଥକଙ୍କ ସହିତ ଥା-ନା-ରେ ପହଞ୍ଚି ହ-ଙ୍ଗାମା କରିବା ଉଦ୍ଦେଶ୍ୟରେ ଆସିଲେ ସେତେବେଳେ ଯାଇ ଘ-ଟଣା ସାମ୍ନାକୁ ଆସିଥିଲା।

ପୋ-ଲିସ ଅଧିକାରୀ କହିଲେ ତର୍ଜମା କଥା

ଏସଏସପୀ ଜୟନ୍ତକାନ୍ତ କୃଷକଙ୍କ ଆ-ରୋ-ପ ଉପରେ କହିଛନ୍ତି କି ସିସିଟିଭି ଫୁଟେଜର ଯାଞ୍ଚ କରାଯାଉଛି, ଏହାପରେ ଯାଇ କିଛି ସ୍ପଷ୍ଟ ହୋଇ ପାରିବ। ହେଲେ ପୋ-ଲି-ସଙ୍କୁ ଯେଉଁ ସିସିଟିଭି ମିଳିଛି ସେଇଟା ରାତି ଯୋଗୁଁ ସ୍ପଷ୍ଟ ଦେଖାଯାଉ ନାହିଁ। ସେଥିରେ ଆ-ରୋ-ପୀ ଦେଖାଯାଉଛନ୍ତି କିନ୍ତୁ ସେମାନଙ୍କୁ ଚିହ୍ନଟ କରାଯାଇ ପାରୁନାହିଁ। କିନ୍ତୁ ଥା-ନା ପାଖରେ ପୋ-ଲି-ସବର୍ଦି ଯାନର ତର୍ଜମା ଏବଂ ଟଙ୍କା ଛଡ଼ାଇ ନେବାର ଘଟ-ଣାରେ ପୋ-ଲିସ ଉପରକୁ ବିରାଟ ପ୍ରଶ୍ନ ଉଠିଛି।

Leave a Reply

Your email address will not be published. Required fields are marked *