ଏହା କିପରି ହୋଇପାରେ?
ଆପଣମାନେ ମହୁମାଛିମାନଙ୍କୁ ଗଛରେ, ଛାତ ଉପରେ, ଏଠାରେ ସେଠାରେ, ଏବଂ ଅନ୍ୟ କୌଣସି ଜାଗାରେ ବସା ବନାଇ ଥିବାର ଦେଖଥିବେ। କିଛି ସମୟରେ ଆପଣମାନେ ମହୁ ଲୋଭରେ ସେହି ବସାକୁ ପଥର ମାରିଦେଇଥିଵେ। କିନ୍ତୁ ଆପଣମାନେ କେବେ ଶୁଣିଛନ୍ତି କି ଦେଖିଛନ୍ତି ମହୁମାଛିମାନେ କାହା ହାତରେ ବସା ବନେଇବାର। ଏହି ଘଟଣାର ଭିଡ଼ିଓ ବି ସାମ୍ନା କୁ ଆସିଛି।
ପିଲାଟିର ପୁରା ବାହୁ ମାଛି ଦ୍ୱାରା ଆଚ୍ଛାଦିତ ହୋଇଥିଲା
https://twitter.com/TheoShantonas/status/1354729579865395201?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1354729579865395201%7Ctwgr%5E%7Ctwcon%5Es1_&ref_url=https%3A%2F%2Fnavbharattimes.indiatimes.com%2Fviral-adda%2Fvideo%2Fsocial-masala%2Fwatch-video-when-boy-walking-with-honeycomb-will-shock-you-49960%2F
ଏହି ଭିଡିଓରେ ଦେଖିପାରୁଥିବେ ଯେ ଜଣେ ବାଳକ ଆଖିରେ ଚଷମା ଲଗାଇ ଚାଲୁଛି। ତାହାର ହାତ ଟି ମହୁମାଛି ଦ୍ଵାରା ଆଚ୍ଛାଦିତ ଏବଂ ସେ ଚାଲି ଚାଲି ଯାଉଛି। ଗୋଟିଏ ବ୍ୟକ୍ତି ସେ ବାଳକ କୁ କିଛି ପଚାରୁଛି ଏବଂ ସେ ଉତ୍ତର ଦଉଚି ଯେ ମହୁମାଛିମାନେ ତା ବାହୁରେ ଲାଗିଛନ୍ତି। ସେହିମାନେ ସେହିପରି ଘର ବନେଇଛନ୍ତି ଯେପରି ଛାତରେ ବନେଇଥାନ୍ତି।
ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ
https://twitter.com/TheoShantonas/status/1354729579865395201?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1354732160716955648%7Ctwgr%5E%7Ctwcon%5Es2_&ref_url=https%3A%2F%2Fnavbharattimes.indiatimes.com%2Fviral-adda%2Fvideo%2Fsocial-masala%2Fwatch-video-when-boy-walking-with-honeycomb-will-shock-you-49960%2F
ଟୁଇଟର ବ୍ୟବହାରକାରୀମାନେ ଏହି ଭିଡିଓ ଦେଖି ଆଶ୍ଚର୍ଯ୍ୟ ହେଇଯାଇଛନ୍ତି ଯେ ଏପରି କେମିତି ହେଲା। ବାସ୍ତବରେ, ଆପଣ ମାନେ ଏପରି କେବେ କୋଉଠି ଦେଖିଛନ୍ତି କି?